odisha.newsroom.in
odisha.newsroom.in
odisha.newsroom.in
odisha.newsroom.in
odisha.newsroom.in
odisha.newsroom.in
Horoscope 2026 May 02: ଜାଣନ୍ତୁ ଆଜିର ରାଶିଫଳ…
odisha.newsroom.in
odisha.newsroom.in

Tag: bjp

ହରିୟାନାରେ ଭୋଟ ରାଜନୀତି : ଯନ୍ତ୍ରଣା ଭୁଲି ଏବେ ପ୍ରଚାର କରୁଛି

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଏବେ ସରଗରମ ରହିଛି ।  କଂଗ୍ରେସ ନେତା ଭିନେଶ ଫୋଗାଟ ଏବେ ଜିତିବା ପାଇଁ ରାଜନୀତି ମଇଦାନରେ ଝାଳ ବୁହାଉଛନ୍ତି । ସେ ଘନ ଘନ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ଭିନେଶ ହେଉଛନ୍ତି ...

କିଏ କରୁଛି ବିଜେପି ସହ ଡିଲ ?

ବିଜେଡି ସାଂସଦ ଛାଡୁଛନ୍ତି ଦଳ, ପଦବୀ । ମମତା, ସୁଜିତଙ୍କ ପରେ କାହାର ପାଳି ? କିଏ କରୁଛି ବିଜେପି ସହ ଡିଲ କିଏ କରୁଛି ଆଲୋଚନା କିଏ କରୁଛି ଫାଟ ଏବେ ରହିଲେ 7 ଜଣ ସାଂସଦ । ଆଉ ...

କୃଷି ବିଦ୍ୟାନିଧି ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଚାଷୀ ପରିବାରକୁ ପୁଣି ମିଳିବ ଲାଭ ।  ସିଏମ କିଷାନ ଯୋଜନା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚାଷୀ ପରିବାରକୁ ଆଉ ଏକ ଉପହାର ଦେଇଛନ୍ତି । ସିଏମ କିଷାନ ଯୋଜନାର ହିତାଧକାରୀଙ୍କ ପିଲାମାନଙ୍କ ଲାଗି କୃଷି ବିଦ୍ୟାନିଧି ଯୋଜନା ...

ସୁଭଦ୍ରା ଯୋଜନା ଓ ସିଏମ୍ କିଷାନ ଚାଷୀ ପରିବାର ପାଇଁ ଦୁଇଗୁଣା ଖୁସି ଆଣିବ

ଭୁବନେଶ୍ୱର : କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ଗତ ୭୫ ବର୍ଷ ଭିତରେ ଅନ୍ୟ କୌଣସି ସରକାର ଚାଷୀଙ୍କ ଉନ୍ନତି ପାଇଁ କୌଣସି ପଦକ୍ଷେପ ନେଇ ନ ଥିଲା । ମାତ୍ର ମୋଦିଜୀ ଗତ ...

ସି.ଏମ୍‌. କିଷାନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବହୁ ପ୍ରତିକ୍ଷିତ ସି.ଏମ୍‌. କିଷାନ ଯୋଜନାର ଶୁଭାରମ୍ଭ କରିଛନ୍ତି। ସମ୍ବଲପୁରସ୍ଥିତ ତପସ୍ୱିନୀ ପ୍ରେକ୍ଷାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୪୬ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ...

ମମତାଙ୍କ ପରେ ସୁଜିତ ଛାଡିଲେ: ଆଉ ଦୁଇ ନେତା ଛାଡିବେ ?

ବିଜେଡି ସରକାର ଅମଳରେ କଳାହାଣ୍ଡିରୁ ହଜାରେ କୋଟିରୁ ଅଧିକ ଟଙ୍କାର ଲୁଟ୍ ହୋଇଛି। ଆଉ ଏହି ଲୁଟରେ ବହୁ ବିଜେଡି ନେତା ସାମିଲ ହୋଇଛନ୍ତି ।  ଟେଣ୍ଡର ଫିକ୍ସିଂ ଓ ବାଲି ମାଫିଆଙ୍କ ସହ ମିଶି ଦୁର୍ନୀତି କରୁଥିଲେ ବିଜେଡି ନେତା। ...

କେବେ ଆରମ୍ଭ ହେବ କଟକ ବାଲିଯାତ୍ରା ଜାଣନ୍ତୁ

ଐତିହାସିକ ବାଲିଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ।  କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିର  ନଭେମ୍ବର ୧୫ ତାରିଖରୁ ବାଲିଯାତ୍ରା ଆରମ୍ଭ ହେବ ।   ଚଳିତ ବର୍ଷ  ବାଲିଯାତ୍ରାର କଳେବର ବୃଦ୍ଧି ପାଇବ ବୋଲି ଆଲୋଚନା ...

ଖୋଲିଲା ସୁଭଦ୍ରା ପୋର୍ଟାଲ :ପ୍ରଥମେ କିଏ ପାଇବେ ଟଙ୍କା

ଖୋଲିଲା ସୁଭଦ୍ରା ପୋର୍ଟାଲ  । ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା 'ସୁଭଦ୍ରା'ର ପୋର୍ଟାଲ ଆସିଯାଇଛି। ଉନ୍ମୋଚନ ହେଲା ‘ସୁଭଦ୍ରା’ ପୋର୍ଟାଲ। ‘ସୁଭଦ୍ରା’ ସମ୍ପର୍କିତ ସମସ୍ତ ସୂଚନା ପୋର୍ଟାଲରେ ଉପଲବ୍ଧ ହେବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରା ପୋର୍ଟାଲ ଉନ୍ମୋଚନ କରିଛନ୍ତି।  ସାଧାରଣ ...

ସୁନୀତି ମୁଣ୍ଡ ଭାଜପାରୁ ନିଲମ୍ବିତ

ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ଭୁବନେଶ୍ୱର ମହନଗର ନିଗମ(ବିଏମ୍‌ସି) ପୂର୍ବତନ ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ୍‌ଙ୍କୁ ଭାଜପାରୁ ନିଲମ୍ବିତ କରାଯାଇଛି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ଭାଜପା ...

ଆଜିଠୁ ସୁଭଦ୍ରା ଯୋଜନା ପାଇଁ ପଞ୍ଜୀକରଣ ଆରମ୍ଭ

ସୁଭଦ୍ରା ଯୋଜନା ପାଇଁ ରବିବାରଠାରୁ ଆରମ୍ଭ ହେଉଛି ପଞ୍ଜୀକରଣ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋସିଆଲ ମିଡିଆରେ ଲାଇଭ୍‌ରେ ଆସି ଶନିବାର ସବିଶେଷ ସୂଚନା ଦେଇଥିଲେ। ଉପମୁଖ୍ୟମନ୍ତ୍ରୀ କହିଥିଲେ, ‘ସୁଭଦ୍ରା’ ଯୋଜନା ପାଇଁ ମାର୍ଗଦର୍ଶିକା ଜାରି ହୋଇସାରିଛି। ସମସ୍ତ ଜିଲାରେ ହିତାଧିକାରୀଙ୍କ ...

Page 5 of 10 1 4 5 6 10

ଆଜିର ପାଗ

May 3, 2026, 6:19 PM
 

S
Clear sky
30°C
3.7 m/s
Apparent: 34°C
Pressure: 1005 mb
Humidity: 76%
Winds: 3.7 m/s S
Windgusts: 9.3 m/s
UV-Index: 0.1
Precip.: 2.5mm /43% / Rain
Sunrise: 5:15 AM
Sunset: 6:11 PM