• Latest
  • Trending

କେବେ ଆରମ୍ଭ ହେବ କଟକ ବାଲିଯାତ୍ରା ଜାଣନ୍ତୁ

Sep-04-2024 07:17 PM IST
odisha.newsroom.in

ବିରିୟାନୀ ଖାଇବା ପରେ ତରଭୁଜ ଖାଇବା ହେଲା କାଳ…ଚାଲିଗଲା ୪ ଜୀବନ

Apr-27-2026 03:21 PM IST
odisha.newsroom.in

କଟକରେ ମୋକିମ୍ ଏବଂ ସୋଫିଆଙ୍କୁ ଭେଟିଲେ ଦିଲ୍ଲୀପ ରାୟ; ରହସ୍ୟ କଣ ?

Apr-27-2026 01:31 PM IST
odisha.newsroom.in

ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ ମାମଲାରେ ବଡ଼ ଖୁଲାସା…ସାମ୍ନାକୁ ଆସିଲା ସୁଟରର ଟାର୍ଗେଟ ଲିଷ୍ଟ…

Apr-27-2026 12:32 PM IST
odisha.newsroom.in

ଶେଷରେ ମୁହଁ ଖୋଲିଲେ ରାଘବ ଚଢ଼ା…AAP ଛାଡ଼ିବାର ଅସଲ କାରଣ କହିଲେ…

Apr-27-2026 12:08 PM IST
odisha.newsroom.in

ଅସମ୍ଭାଳ ତାତି…ସହିହେଉନି ଝାଞ୍ଜି ପବନ…କେବେ ମିଳିବ ମୁକ୍ତି ?

Apr-27-2026 11:37 AM IST
odisha.newsroom.in

ଆମେରିକା ସହ ପୁନଃ ଆଲୋଚନା ପାଇଁ ଇରାନ ରଖିଲା ୩ ପ୍ରସ୍ତାବ…

Apr-27-2026 10:15 AM IST
Horoscope 2026 April 27: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 April 27: ଜାଣନ୍ତୁ ଆଜିର ରାଶିଫଳ…

Apr-27-2026 09:55 AM IST
odisha.newsroom.in

ସାବଧାନ…ପେଟ୍ରୋଲ ଓ ଡିଜେଲ ବିକ୍ରି ଉପରେ ଲାଗିଲା କଟକଣା, କାରଣ…

Apr-25-2026 05:42 PM IST
odisha.newsroom.in

Gen Z ପ୍ରଭାବ…ବିଜେପିରେ ମିଶିବା ପରେ ରାଘବ ଚଢ଼ା ହରାଇଲେ ଏତିକି ଫଲୋଅର୍ସ…

Apr-25-2026 04:44 PM IST
odisha.newsroom.in

ତାତିରୁ ମିଳିବ ମୁକ୍ତି…ଏଥର ଆଗୁଆ ଆସିବ ମୌସୁମୀ, ପାଣିପାଗ ବିଜ୍ଞାନୀ କହିଲେ…

Apr-25-2026 03:39 PM IST
  • About
  • Careers
  • Contact Us
Monday, April 27, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

କେବେ ଆରମ୍ଭ ହେବ କଟକ ବାଲିଯାତ୍ରା ଜାଣନ୍ତୁ

by M M
Sep-04-2024 07:17 PM IST
in ବଡ଼ ଖବର, ରାଜ୍ୟ
0
491
SHARES
1.4k
VIEWS
Share on FacebookShare on Twitter

ଐତିହାସିକ ବାଲିଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ।  କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିର  ନଭେମ୍ବର ୧୫ ତାରିଖରୁ ବାଲିଯାତ୍ରା ଆରମ୍ଭ ହେବ ।   ଚଳିତ ବର୍ଷ  ବାଲିଯାତ୍ରାର କଳେବର ବୃଦ୍ଧି ପାଇବ ବୋଲି ଆଲୋଚନା ହୋଇଛି । ବୁଧବାର, ଶୁକ୍ରବାର ଓ ରବିବାର ଭିଡ଼କୁ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହେବ । ନଭେମ୍ବର ୧୫ ତାରିଖରୁ ଆରମ୍ଭ ହେବ  ଐତିହାସିକ  କଟକ ବାଲିଯାତ୍ରା।  ଚଳିତ ବର୍ଷ ବୃଦ୍ଧି ପାଇବ ବାଲିଯାତ୍ରାର କଳେବର  । ପ୍ରଥମ ଥର ଲାଗି ବାଲିଯାତ୍ରା ପଡିଆରେ ରହିବ ଗ୍ରୀନ କରିଡର । କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓ ସାହେବ୍ ସିନ୍ଧେ ଏଥର ନୂଆ ରୂପରେ ବାଲିଯାତ୍ରା ହେବ ବୋଲି କହିଛନ୍ତି । ଏହା ସହ  ଯାନବାହନ ରଖିବା ପାଇଁ ପାର୍କିଂ ସ୍ଥଳ  ଅଧିକ ହେବ ।  ବାଲିଯାତ୍ରା ସମୟରେ ପଡିଆରେ ୫ ଟି ଆମ୍ବୁଲାନ୍ସ ରହିବ  ।  ସେହିପରି ଷ୍ଟଲ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ।

Tags: balijatrabjdbjpcongresscuttacknewsnewsroomodisha
Share196Tweet123
M M

M M

ଆଜିର ପାଗ

Bhubaneswar
April 27, 2026, 5:01 PM
 

SSW
Thunderstorm
33°C
4.9 m/s
Apparent: 32°C
Pressure: 1004 mb
Humidity: 87%
Winds: 4.9 m/s SSW
Windgusts: 15 m/s
UV-Index: 0
Precip.: 0mm /0% / Rain
Sunrise: 5:19 AM
Sunset: 6:08 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom