ଆଖି ଆଗରେ ଦେଖୁଥିଲେ ମୃତ୍ୟୁ…ହେଲେ ବର୍ତ୍ତିଗଲେ ଶହେରୁ ଅଧିକ ଯାତ୍ରୀ… by M M April 22, 2026 0 ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ବ୍ରେକ୍ ଫେଲ୍ ହୋଇ ଘାଟି ତଳକୁ ଖସି ପଡ଼ିଛି। ତେବେ ସୌଭାଗ୍ୟବଶତଃ ବସ୍ଟି ଏକ ବଡ଼ ପଥରରେ ପିଟି ହୋଇ ଅଟକି ଯିବାରୁ ଏକ ...