ସାନି ମତଦାନ ବେଳେ ବେଙ୍ଗଲରେ ଭୟଙ୍କର ହିଂସା…TMC – BJP କର୍ମୀ ହାତାହାତି
ପଶ୍ଚିମବଙ୍ଗର ୧୫ଟି ବୁଥରେ ଆଜି ପୁନଃ ମତଦାନ (Repolling) ଚାଲିଥିବା ବେଳେ ପୁଣିଥରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ରାଜ୍ୟର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ଶାସକ ତୃଣମୂଳ କଂଗ୍ରେସ (TMC) ଏବଂ ବିଜେପି (BJP) ସମର୍ଥକମାନେ ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି। ...








