https://www.youtube.com/watch?v=yN_gWd9jJ0o ରାଜ୍ୟର ୯୧ଜଣ ବିଡିଓଙ୍କ ବିରୁଦ୍ଧରେ ଏବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ । ଏବେ ସେସବୁ ବିଚାରାଧୀନ ରହିଛି । ଏହି ତାଲିକାରେ ଅଧିକାଂଶ ପୂର୍ବତନ ବିଡିଓ ଅଛନ୍ତି । ଏହି କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାର ସମାପ୍ତି ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ...