ସିମବକ୍ସ : ଅଜ୍ଞାତ ଅପରାଧୀ କିଏ ? by M M August 19, 2024 0 ରାଜଧାନୀରୁ ସିମ ବକ୍ସ ଜବତ ଘଟଣାରେ ପୋଲିସର ତନାଘନା । ପୋଲିସକୁ ମିଳିଛି ଚାଞ୍ଚଲ୍ୟକର ତଥ୍ୟ। କଟକରେ ମଧ୍ୟ ଅଛି ଆଉ ଏକ ସିମ ବକ୍ସ ସେଟ୍ ଅପ୍। ଖୁବଶୀଘ୍ର ଚଢାଉ ହେବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି । ଗୁରୁତ୍ବପୁର୍ଣ ...