ନବୀନ ନିବାସରେ କଟକ କର୍ପୋରେଟର, ଖୁବ ଶୀଘ୍ର ବଡ଼ ନିଷ୍ପତ୍ତି…
କଟକ ମହାନଗର ନିଗମ (ସିଏମ୍ସି)ର ବିଜୁ ଜନତା ଦଳ (ବିଜେଡି) କର୍ପୋରେଟର୍ମାନେ ଆଜି ନବୀନ ନିବାସରେ ପହଞ୍ଚିଛନ୍ତି। କଟକ ବିଜେଡି ସଂଗଠନରେ ଚାଲିଥିବା ଅସନ୍ତୋଷ ଓ ଅନ୍ତର୍ଦ୍ୱନ୍ଦ୍ୱ ମଧ୍ୟରେ ନବୀନ ପଟ୍ଟନାୟକ ଏହି କର୍ପୋରେଟର୍ମାନଙ୍କୁ ଡାକି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରୁଛନ୍ତି ...
/odishatv/media/media_files/2026/04/14/moquim-2026-04-14-16-04-29.jpg?w=607&resize=607,430&ssl=1)









