Tag: Hathras

ହାଥରସ ସତସଙ୍ଗ ଦଳାଚକଟାରେ 50 ରୁ ଅଧିକ ଲୋକଙ୍କ ମୃତ୍ୟୁ

ହାଥରସ ସତସଙ୍ଗ ଦଳାଚକଟାରେ 50 ରୁ ଅଧିକ ଲୋକଙ୍କ ମୃତ୍ୟୁ

ହାଥରସ: ଉତ୍ତରପ୍ରଦେଶରୁ ଦୁଃଖଦ ଖବର ଆସିଛି । ସତସଙ୍ଗରେ ପ୍ରବଚନ ଶୁଣିବାକୁ ଯାଇଥିବା ଲୋକମାନେ ଫେରିବା ବେଳେ ଦଳାଚକଟା ହୋଇ ଅନେକ ଲୋକଙ୍କ ପ୍ରାଣ ହରାଇଛନ୍ତି ।  ଉତ୍ତରପ୍ରଦେଶର ହାଥରସ ଜିଲ୍ଲାର ସିକନ୍ଦରାଉ କୋଟୱାଲୀ ଅଞ୍ଚଳର ରତିଭାନପୁରରେ ସତସଙ୍ଗ ଶେଷ ହେବା ...