ଆସନ୍ତୁ ଜାଣିବା, ଆଜିର ଦିନଟି ଆପଣଙ୍କ ରାଶି ପାଇଁ କିଭଳି ରହିବ
ଆଜି ୧୧ ଫେବୃଆରୀ ୨୦୨୬, ବୁଧବାର। ମାଘ ମାସ, କୃଷ୍ଣ ପକ୍ଷ, ଦଶମୀ ତିଥି। ଆଜି ବୁଧବାର ହୋଇଥିବାରୁ ଏହା ବିଦ୍ୟାଦାତା ବିଘ୍ନରାଜ ଗଣେଶଙ୍କ ଆରାଧନାର ବିଶେଷ ଦିନ। ଆଜିର ରାଶିଫଳ (୧୧ ଫେବୃଆରୀ ୨୦୨୬) ମେଷ: କର୍ମକ୍ଷେତ୍ରରେ ନୂଆ ଚୁକ୍ତି ହୋଇପାରେ। ...











