ଚପଲ ପିନ୍ଧି ରୋଷେଇ କରୁଛନ୍ତି କି ? ଆସିବ ଏହି ସମସ୍ୟା… by M M March 24, 2026 0 ଆଜିକାଲି ରୋଷେଇ ଘରେ ଚପଲ ପିନ୍ଧିବା ଅନେକଙ୍କର ଅଭ୍ୟାସରେ ପରିଣତ ହୋଇଗଲାଣି । ତେବେ ଆପଣ ବି ରୋଷେଇ ଘରେ ଚପଲ ପିନ୍ଧି ରୋଷେଇ କରୁଛନ୍ତି କି ? ଯଦି ଏପରି କରୁଛନ୍ତି, ଆପଣ ସମସ୍ୟାରେ ପଡି ପାରନ୍ତି। କାରଣ ବାସ୍ତୁଶାସ୍ତ୍ରରେ ...