ମହାରାଷ୍ଟ୍ରରେ କମାଲ କରିଦେଲା ଲାଡ଼ଲି ବେହନା by M M November 23, 2024 0 ମହାରାଷ୍ଟ୍ରରେ କମାଲ କରିଦେଲା ଲାଡ଼ଲି ବେହନା । ମହାରାଷ୍ଟ୍ର ବିଧାନସଭାର ୨୮୮ ଆସନ ପାଇଁ ଭୋଟ ଗଣତିରେ କମାଲ କରିଛି ମହାୟୁତି । ବିଜେପି ନେତୃତ୍ବାଧୀନ ଏନଡିଏ ସରକାର ଗଠନ କରିବାକୁ ଯାଉଛି । ରାଜ୍ୟରେ ଦୁଇ ଶହ ଆସନରୁ ଅଧିକ ...