ଜିଏସଟି କମିବା ପରେ ମାଲେମାଲ ମଣିପୁର କଫି ଚାଷୀ by M M October 11, 2025 0 ପ୍ୟାକେଜ୍ କଫି ଉପରେ ଜିଏସ୍ଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯିବା ପରେ ଏହାର ଦାମ କମିଛି। ଏହାଦ୍ୱାରା ମଣିପୁରର କଫି ଚାଷୀ ବେଶ ଲାଭବାନ ହେବେ । ଉଖରୁଲ, ସେନାପତି ଏବଂ ଚାଣ୍ଡେଲ ଭଳି ଜିଲ୍ଲାରେ କଫି ଚାଷୀମାନେ ...