ମନ୍ତ୍ରୀଙ୍କୁ ସିଧା ଶୁଣାଇଲେ ମହିଳା…ଆପଣଙ୍କ ପାଇଁ ଟ୍ରାଫିକ ଜାମ…Get out of here…
ନିର୍ବାଚନୀ ଶୋଭାଯାତ୍ରା ଯୋଗୁଁ ରାସ୍ତାରେ ନାହିଁ ନଥିବା ଭିଡ଼। ଘଣ୍ଟା ଘଣ୍ଟା ଧରି ଫସି ରହିଛି ଶହ ଶହ ଗାଡ଼ି। ଏହି ସମୟରେ ଜଣେ ମହିଳାଙ୍କ ଧୈର୍ଯ୍ୟଚ୍ୟୁତି ଘଟିଲା। ଗାଡ଼ିରୁ ଓହ୍ଲାଇ ସେ ସିଧାସଳଖ ବିଜେପି ମନ୍ତ୍ରୀଙ୍କ ଶୋଭାଯାତ୍ରା ଭିତରକୁ ପଶିଯାଇଥିଲେ ...








