Tag: Murder Case

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଆକ୍ରମଣ କରି ହତ୍ୟା କଲେ

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଆକ୍ରମଣ କରି ହତ୍ୟା କଲେ

ଖୋର୍ଧା: ପୂର୍ବ ଶତ୍ରୁତାକୁ ନେଇ  ଯୁବକଙ୍କୁ ଗୋଡାଇ ଖଣ୍ଡାରେ ହାଣିବାରୁ ତାଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଶିଳ୍ପାଂଚଳ ଥାନା ଅନ୍ତର୍ଗତ ଜଟଣୀ ବାଇପାସ ନିକଟରେ ଏହି ଘଟଣା ଘଟିଛି। ମୃତ ହେଲେ ମୁକୁନ୍ଦପ୍ରସାଦ ର ମହମ୍ମଦ ସାଜୁ(35)। ଏହାକୁ ନେଇ ...