Tag: national

ମୋବାଇଲ୍ ରିଚାର୍ଜ ହେଲା ମହଙ୍ଗା: ପକେଟ୍‌ରୁ ଯିବ ଅଧିକ ଟଙ୍କା

ମୋବାଇଲ୍ ରିଚାର୍ଜ ହେଲା ମହଙ୍ଗା: ପକେଟ୍‌ରୁ ଯିବ ଅଧିକ ଟଙ୍କା

ମୋବାଇଲ୍ ରିଚାର୍ଜ ହେଲା ମହଙ୍ଗା । ପକେଟ୍‌ରୁ ଯିବ ଅଧିକ ଟଙ୍କା  । ଦିନ ଥିଲା କମ ରିଚାର୍ଜ ପାଇଁ ଟେଲିକମ୍ କମ୍ପାନି ପ୍ରତିଯୋଗିତା କରୁଥିଲେ । କିନ୍ତୁ ଏବେ ସମୟ ବଦଳିଛି । କୋଟି କୋଟି ୟୁଜରଙ୍କ ପାଇଁ ଏବେ ...

ୟୁଜିସି ନେଟ୍‌ ପାଇଁ ନୂଆ ତାରିଖ

ୟୁଜିସି ନେଟ୍‌ ପାଇଁ ନୂଆ ତାରିଖ

ନୂଆଦିଲ୍ଲୀ: ୟୁଜିସି ନେଟ୍‌ ପାଇଁ  ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ତାରିଖ ମଧ୍ୟରେ ଏହି ପରୀକ୍ଷା ହେବ । ଏଥିସହ ଜଏଣ୍ଟ ସିଏସଆଇଆର ୟୁଜିସି-ନେଟ୍  ଜୁଲାଇ ୨୫ରୁ ୨୭ ତାରିଖ ମଧ୍ୟରେ ପରୀକ୍ଷା କରାଯିବ । ଏନେଇ ଜାତୀୟ ପରୀକ୍ଷା ଏଜେନ୍ସି ...

ପ୍ରିପେଡ୍‌ ଓ ପୋଷ୍ଟପେଡ୍‌ ପ୍ଲାନ୍‌ର ମୂଲ୍ୟ ବୃଦ୍ଧି ଘୋଷଣା କରିଛି ଜିଓ

ପ୍ରିପେଡ୍‌ ଓ ପୋଷ୍ଟପେଡ୍‌ ପ୍ଲାନ୍‌ର ମୂଲ୍ୟ ବୃଦ୍ଧି ଘୋଷଣା କରିଛି ଜିଓ

ରିଲାଏନ୍ସ ଜିଓ ୫ଜି ସ୍ପେକ୍ଟ୍ରମ ନିଲାମ ପରଦିନ ଏହାର ସମସ୍ତ ପ୍ରିପେଡ୍‌ ଓ ପୋଷ୍ଟପେଡ୍‌ ପ୍ଲାନ୍‌ ମୂଲ୍ୟ ବୃଦ୍ଧି ଘୋଷଣା କରିଛି। ଜୁଲାଇ ୩ରୁ ଏହି ବର୍ଦ୍ଧିତ ତାରିଫ୍‌ ଲାଗୁ ହେବ। ୧୪ ପ୍ରିପେଡ ଅସୀମିତ ପ୍ଲାନ୍‌, ୩ ଡାଟା ଆଡ଼ଅନ୍‌ ...

ଜରୁରୀକାଳୀନ ପରିସ୍ଥିତିକୁ ନେଇ ରାଜନୀତି ସରଗରମ

ଜରୁରୀକାଳୀନ ପରିସ୍ଥିତିକୁ ନେଇ ରାଜନୀତି ସରଗରମ

  ନୂଆଦିଲ୍ଲୀ: ଜରୁରୀକାଳୀନ ପରିସ୍ଥିତିକୁ ନେଇ ସାରା ଦେଶରେ ପୁଣି ଚର୍ଚା ଆରମ୍ଭ ହୋଇଛି । 50 ବର୍ଷ ତଳେ ଜରୁରୀକାଳୀନ ପରିସ୍ଥିତି ଜାରି କରିଥିଲେ ଇନ୍ଦିରା ଗାନ୍ଧୀ । ତେବେ ଏହି ପ୍ରସଙ୍ଗ ଏବେ ପୁଣି ସାରା ଦେଶରେ ଆଲୋଚନାର ...

ଦ୍ବିତୀୟ ଥର ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା

ଦ୍ବିତୀୟ ଥର ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା

ଆଜି ଶାସକ ଦଳ ଏନ୍‌ଡିଏ ପ୍ରାର୍ଥୀ ଓମ ବିର୍ଲା ବାଚସ୍ପତି ଭାବେ ପୁଣି ନିର୍ବାଚିତ ହୋଇଛନ୍ତି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓମ୍‌ ବିର୍ଲାଙ୍କୁ ପୁଣି ଥରେ ବାଚସ୍ପତି କରିବାକୁ ପ୍ରସ୍ତାବ ଦେବାପରେ ପ୍ରତିରକ୍ଷା ମନ୍ତ୍ରୀ ରଜନାଥ ସିଂହ ତ‌ାଙ୍କର ଏହି ...

ଆଜି ଲୋକସଭା ବାଚସ୍ପତି ନିର୍ବାଚନ: ଓମ୍ ବିରଳା କି କେ ସୁରେଶ ?

ଓମ ବିରଳା କି କେ ସୁରେଶ  । କିଏ ହେବେ ନୂଆ ବାଚସ୍ପତି । ଆଜି ତାହା ସ୍ପଷ୍ଟ ହୋଇଯିବ । ଆଜି ଲୋକସଭା ବାଚସ୍ପତି ନିର୍ବାଚନ ହେବାକୁ ଯାଉଛି। ବାଚସ୍ପତି ପଦ ପାଇଁ ଏନଡିଏ ଏବଂ ଇଣ୍ଡିଆ ସଦସ୍ୟଙ୍କ ମଧ୍ୟରେ ...

ଅରବିନ୍ଦ ‌କେଜ୍ରିୱାଲଙ୍କୁ ଡବଲ୍‌ ଝଟ୍‌କା

ଅରବିନ୍ଦ ‌କେଜ୍ରିୱାଲଙ୍କୁ ଡବଲ୍‌ ଝଟ୍‌କା

ଅରବିନ୍ଦ ‌କେଜ୍ରିୱାଲଙ୍କୁ  ଡବଲ୍‌ ଝଟ୍‌କା  । ଦିଲ୍ଲୀ ମଦ ଦୁର୍ନୀତି ସଂକ୍ରାନ୍ତ ମନି ଲଣ୍ଡରିଂ ମାମଲାରେ ପୁଣି ଫସିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତାଙ୍କୁ ଜାମିନ ପ୍ରଦାନ କରିଥିବା ରାଉଜ ଆଭେନ୍ୟୁ କୋର୍ଟଙ୍କ ରାୟ ଉପରେ ଅନ୍ତରୀଣ ରହିତାଦେଶ ...

ରାମ ମନ୍ଦିରରୁ ଗଳୁଛି ପାଣି

ରାମ ମନ୍ଦିରରୁ ଗଳୁଛି ପାଣି

ରାମ ମନ୍ଦିର ପ୍ରାଣ ପତିଷ୍ଠାକୁ ବର୍ଷେ ନପୂରୁଣୁ ବର୍ଷା ହେଲେ ମନ୍ଦିର ଭିତରେ ପାଣି ପଡୁଛି। ମନ୍ଦିରର ପୂରୋହିତ ଏ ସଂପର୍କରେ ଗଣମାଧ୍ୟମ‌ରେ ସୂଚନା ଦେଇଛନ୍ତି। ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ସୋମବାର କହିଛନ୍ତି ଯେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଥିବା ...

ସିବିଆଇ କରିବ ନିଟ୍‌-ୟୁଜି ଦୁର୍ନୀତିର ତଦନ୍ତ

ସିବିଆଇ କରିବ ନିଟ୍‌-ୟୁଜି ଦୁର୍ନୀତିର ତଦନ୍ତ

ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜି ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ବିବାଦ ଲାଗିରହିଥିବାବେଳେ କେନ୍ଦ୍ର ସରକାର ଶନିବାର ସମଗ୍ର ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ସୁପାରିସ କରିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ନିଟ୍‌-ୟୁଜି ପରୀକ୍ଷାରେ କେତେକ ଅନିୟମିତତା, ...

ରାମମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ପରଲୋକ

ରାମମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ପରଲୋକ

ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟର ନେତୃତ୍ୱ ନେଇଥିବା ବିଶିଷ୍ଟ ମୁଖ୍ୟ ପୂଜକ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କର ଶନିବାର ସକାଳେ ୮୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ। ମଣିକର୍ଣ୍ଣିକା ଘାଟରେ ତାଙ୍କର ଅନ୍ତିମ ...

Page 12 of 13 1 11 12 13