ଆସନ୍ତାକାଲିଠୁ 3100 ଟଙ୍କାରେ ସବୁ ଧାନ କିଣିବେ ରାଜ୍ୟ ସରକାର by M M November 19, 2024 0 ଆସନ୍ତାକାଲିଠୁ ଧାନ କିଣା ଆରମ୍ଭ । ଏଥିପାଇଁ 200ଟି ବୃହତ ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । 3100 ଟଙ୍କାରେ ସବୁ ଧାନ କିଣିବେ ରାଜ୍ୟ ସରକାର। ଆସନ୍ତାକାଲିଠୁ ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ ଧାନ କିଣା । ପ୍ରଥମ ଥର ...
ବ୍ରାଜିଲରେ ଅନୁଷ୍ଠିତ ଜି୨୦ ସମ୍ମିଳନୀରେ ବାଇଡେନ୍ଙ୍କୁ ଭେଟିଲେ ମୋଦି by M M November 19, 2024 0 ଜି୨୦ ସମ୍ମିଳନୀରେ ଯୋଗଦେବା ପାଇଁ ବ୍ରାଜିଲର ରିଓ ଡି ଜନେଇରୋରେ ପହଞ୍ଚତ୍ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ଆମେରିକାର ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ୍, ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡା ସିଲ୍ଭା ଏବଂ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁରେରେସ୍ଙ୍କ ସମେତ ଅନେକ ...
ବିବାହବନ୍ଧନରେ ବାନ୍ଧି ହେବେ ସାଉଥଷ୍ଟାର ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲା by M M November 19, 2024 0 ସାଉଥ ଷ୍ଟାର ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲା ଏବେ ଚର୍ଚ୍ଚାରେ |ସେମାନଙ୍କ ସମ୍ପର୍କକୁ ବହୁତ ଲୁଚାଇ ରଖିଥିବା ବେଳେ ଅଗଷ୍ଟ ମାସ ଆରମ୍ଭରେ, ସେମାନେ ନିର୍ବନ୍ଧ କରି ପରସ୍ପରକୁ ଭଲ ପାଉଥିବା ବିଷୟରେ ସାର୍ବଜନୀନ କରିଥିଲେ । ଏବେ ଚୈତନ୍ୟ ...
ଡିସେମ୍ବର ୩ରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ by M M November 19, 2024 0 ଡିସେମ୍ବର ୬ ତାରିଖରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ୩ ତାରିଖରେ ସେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଅବତରଣ କରିବେ ବୋଲି ତାଙ୍କ ଗସ୍ତ ...
ହାତକୁ ଦୁଇ ହାତ ହେଲେ, ବିବାହ ବନ୍ଧନରେ ବାନ୍ଧିହେଲେ ଏଲିନା by M M November 18, 2024 0 ଓଲିଉଡର ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଲମ୍ବା ସମୟ ଧରି ପ୍ରେମିକ ଅନୁରାଗଙ୍କ ସହିତ ସମ୍ପର୍କରେ ରହିବା ପରେ ନଭେମ୍ବର ୧୭ ତାରିଖ ରବିବାର ଇଣ୍ଡୋନେସିଆ ବାଲିର ଏକ ହୋଟେଲରେ ବିଧିବଦ୍ଧ ଭାବେ ବିବାହ କରିଛନ୍ତି। ...
କଟକ ବାଲିଯାତ୍ରା ପରେ ଅନୁଗୁଳରେ ଫସିଲେ ଅସୀମ ପଣ୍ଡା by M M November 18, 2024 0 କଟକ ବାଲିଯାତ୍ରା ପରେ ଅନୁଗୁଳରେ ଫସିଲେ ଅସୀମ ପଣ୍ଡା | https://www.youtube.com/watch?v=wULyl2UqaQY
ଡିଜିଏମ୍ ସୁବାସ ଚନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ରେଡ by M M November 18, 2024 0 ଭିଜିଲାନ୍ସ ଜାଲରେ ଓଡ଼ିଶା ପୁଲିସ୍ ହାଉସିଂ ୱେଲଫେୟାର କର୍ପୋରେସନ୍ ବ୍ରହ୍ମପୁର ଡିଭିଜନ୍ ଡିଜିଏମ୍ ସୁବାସ ଚନ୍ଦ୍ର ପଣ୍ଡା। ଆଜି ସକାଳେ ତାଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଆରମ୍ଭ କରିଥିଲା। ତାଙ୍କ ଘର ସମେତ ଚାରିଟି ସ୍ଥାନରେ ଚାଲିଛି ଚଢ଼ାଉ। ଭୁବନେଶ୍ବରରେ ...
ଅଧାରେ ରହିଗଲା ଗୀତ: ବାଲିଯାତ୍ରା ମଞ୍ଚରୁ ଅସୀମା ପଣ୍ଡାଙ୍କୁ ପୋଲିସ ଓହ୍ଲାଇଦେଲା by M M November 17, 2024 0 କଟକ ଐତିହାସିକ ବାଲିଯାତ୍ରାରେ ଅଧାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦକୁ ନେଇ ଅସନ୍ତୋଷ ଦେଖାଦେଇଛି। ଆଜି ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବାବେଳେ ସମୟ କଟକଣାକୁ ନେଇ କଟକ ବାଲିଯାତ୍ରାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ରାତି ୧୦ଟାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ପାଇଁ ନିର୍ଦେଶ ...
ଓଡିଶାରେ ପଡିବ ଶୀତର ପ୍ରଭାବ; କଣ କହିଲେ ସନ୍ଦୀପ ପଟ୍ଟନାୟକ | by M M November 13, 2024 0 ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରେକର୍ଡ କରାଯାଉଥିବାବେଳେ ଗୋଟିଏ ଦୁଇଟି ସ୍ଥାନରେ ସ୍ବାଭାବିକଠାରୁ କମ୍ ରହୁଛି। ଆସନ୍ତା ୧୬ ତାରିଖ ପରେ ରାଜ୍ୟରେ ଶୀତ ବଢ଼ିପାରେ। ଆଜି କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଓ ଗଞ୍ଜାମ ...
ଟ୍ରେଡିଙ୍ଗ ଆପ୍ ନେଲା ଜୀବନ by M M November 13, 2024 0 ଜୀବନ ହାରିବା ପୂର୍ବରୁ ପରିବାର, ସାଙ୍ଗସାଥୀଙ୍କ ଉଦ୍ଦେଶ୍ୟରେ ଏମିତି ବେଦନାଭରା ସୁଇସାଇଡ୍ ନୋଟ୍ ଛାଡ଼ିଯାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଲଙ୍କାପଡ଼ାର ଅଚ୍ୟୁତାନନ୍ଦ ସାହୁ (୩୧)। ଟ୍ରେଡିଂ ଆପ୍ରେ ଲକ୍ଷାଧିକ ଟଙ୍କା ହରାଇବା ପରେ ଅଚ୍ୟୁତାନନ୍ଦ ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡ଼ା ଜିଆର୍ପି ଥାନା ...