ନିମ୍ନମାନର ଛତୁଆ କିଏ ଯୋଗାଉଛି ଧରାହେବେ !
ବିଧାନସଭାରେ ଉଠିଲା ଛତୁଆ ଦୁର୍ନୀତି । ବର୍ଷ ବର୍ଷ ଧରି ନିମ୍ନମାନର ଛତୁଆ ଯୋଗାଣ ହେଉଥିବା ଅଭିଯୋଗ ହେଉଥିଲା । କିନ୍ତୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିଲା । ଯେଉଁ ଏଜେନ୍ସିମାନେ ନିମ୍ନମାନର ଛତୁଆ ଯୋଗାଉଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ...







