ବିଜୁ ବିରୋଧୀ ବୟାନକୁ ନବୀନଙ୍କ କଡ଼ା ନିନ୍ଦା, କହିଲେ ନିଶିକାନ୍ତଙ୍କ ମୁଣ୍ଡ କାମ କରୁନି, ମେଣ୍ଟାଲ ଡାକ୍ତର ଦେଖାନ୍ତୁ
ବିଜୁ ବାବୁଙ୍କ ଉପରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ବୟାନ ଏବେ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି କରିଛି। ଏହାକୁ ବିରୋଧ କରି ସାଂସଦ ସସ୍ମିତ ପାତ୍ର ଗତକାଲି ଇସ୍ତଫା ଦେଇଥିବାବେଳେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହାର ଦୃଢ ...
/odishatv/media/media_files/2026/04/14/moquim-2026-04-14-16-04-29.jpg?w=607&resize=607,430&ssl=1)









