ନୁଆପଡା ଉପନିର୍ବାଚନ ପାଇଁ ଜାଣନ୍ତୁ ବିଜେପିର ଷ୍ଟାର ପ୍ରଚାରକ କିଏ ?
ନୁଆପଡା ଉପନିର୍ବାଚନ ପାଇଁ ୪୦ ଜଣିଆ ତାରକା ପ୍ରଚାରକ ତାଲିକା ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଛି । ଏହି ତାରକା ପ୍ରଚାରକମାନେ ପ୍ରଚାରର ମଙ୍ଗ ଧରିବେ । କାର୍ଯ୍ୟକର୍ତାଙ୍କୁ ଉତ୍ସାହିତ କରିବେ । ଦଳ ସହିତ ଯୋଡି ହୋଇ ...









