Tag: odisha

ବିଜେଡି ଅଧିକ ମହିଳାଙ୍କୁ ପ୍ରାର୍ଥୀ କରିଛି

ବିଜେଡି ଅଧିକ ମହିଳାଙ୍କୁ ପ୍ରାର୍ଥୀ କରିଛି

ଆଜି ଅପ୍ରତ୍ୟାଶିତ ଭାବରେ ଜଣାଶୁଣା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ବଡ଼ଚଣାର ପ୍ରାର୍ଥୀ ଭାବେ ଘୋଷଣା କରାଗଲା । ବଡ଼ଚଣା ସହ ବର୍ଷାଙ୍କ ରାଜନୈତିକ, ସାମାଜିକ ସଂପର୍କ ନାହିଁ । ତାଙ୍କ ନାମ ଘୋଷଣା ହେବା ମାତ୍ରେ ଏହା ସ୍ଥାନୀୟ ଅଂଚଳରେ ଚର୍ଚା ...

ମହାନଦୀରେ ଡଙ୍ଗା ବୁଡି ଘଟଣାରେ ଆଉ ୩ ଜଣଙ୍କ ମୃତଦେହ ଉଦ୍ଧାର

ମହାନଦୀରେ ଡଙ୍ଗା ବୁଡି ଘଟଣାରେ ଆଉ ୩ ଜଣଙ୍କ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା: ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଡଙ୍ଗା ବୁଡ଼ି ଘଟଣାରେ ଏଯାଏ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଗଲାଣି। ଏମାନଙ୍କ ମଧ୍ୟରେ ୨ ମହିଳା ଓ ୨ ନାବାଳକଙ୍କ ସମେତ ପୁରୁଷ ଥିବା ଜଣାଯାଇଛି। ଦୁଇ ମୃତ ନାବାଳକ ହେଲେ ପିକେଶ୍ବର ...

ଜବତ ହେଲାଣି ୪୬୫୦ କୋଟି ଟଙ୍କା

ଜବତ ହେଲାଣି ୪୬୫୦ କୋଟି ଟଙ୍କା

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କୋଟି କୋଟି ଟଙ୍କା ଜବତ ହୋଇଛି । ଦେଶରେ ଲୋକସଭା ନିର୍ବାଚନର ୭୫ ବର୍ଷର ଇତିହାସରେ ଏତେ ଟଙ୍କା ଜବତ ହୋଇଥିବା କେବେ ଦେଖାଯାଇନଥିଲା ।  ଲୋକସଭା ନିର୍ବାଚନ ପାଇଁ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ...

ଅପରାଧୀଙ୍କୁ ନେଇ ନିର୍ବାଚନ ଲଢୁଛି ବିଜେପି

ଅପରାଧୀଙ୍କୁ ନେଇ ନିର୍ବାଚନ ଲଢୁଛି ବିଜେପି

ଅପରାଧୀଙ୍କୁ ନେଇ ନିର୍ବାଚନ ଲଢୁଛି ବିଜେପି । ଯେଉଁମାନଙ୍କ ଦ୍ୱାରା ସରକାରୀ କର୍ମଚାରୀଙ୍କୁ ଧମକା ଯାଉଛି । ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶା ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର । ବିଜେଡିରୁ ବିତାଡିତ ତଥା ଅପରାଧିକ ...

ବିଜେପିରେ ମିଶିଲେ ‘କାର ଖାନା’ର ଦୁଇ ଯାଆ

ଭୁବନେଶ୍ୱର: ରାଜଧାନୀରେ କାରରେ ଖାଦ୍ୟ ବିକ୍ରି କରି ଚର୍ଚ୍ଚାରେ ଥିବା ଦୁଇ ଯା’ ବିଜେପିରେ ସାମିଲ ହୋଇଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ ମିଶିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରିଛନ୍ତି ବିଜେପି ନେତୃବୃନ୍ଦ । ରାଜ୍ୟ ...

ଆସିଲା କଂଗ୍ରେସ ପ୍ରାର୍ଥୀ ତାଲିକା : ୯ ଲୋକସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଆସିଲା କଂଗ୍ରେସ ପ୍ରାର୍ଥୀ ତାଲିକା : ୯ ଲୋକସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଆସିଲା କଂଗ୍ରେସ ପ୍ରାର୍ଥୀ ତାଲିକା ଆଉ ୯ ଲୋକସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ ।  ଏନେଇ ଦଳ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କେନ୍ଦୁଝରରୁ ମୋହନ ହେମ୍ବ୍ରମ, ବାଲେଶ୍ୱରରୁ ଶ୍ରୀକାନ୍ତ ଜେନା, ଭଦ୍ରକରୁ ଅନନ୍ତ ପ୍ରସାଦ ସେଠୀ, ...

ବୁଦ୍ଧାଦିତ୍ୟ ପ୍ରଯୋଜକ ମୁହାଁମୁହିଁ

ବୁଦ୍ଧାଦିତ୍ୟ ପ୍ରଯୋଜକ ମୁହାଁମୁହିଁ

କଟକ: ଓଲିଉଡ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଏବଂ ପ୍ରଯୋଜକ ପ୍ରିତମଙ୍କ ମଧ୍ୟରେ ବିବାଦ ବଢ଼ିଛି । କିଛି ସୋସିଆଲ ମିଡିଆରେ ବୟାନ ପରେ ପ୍ରଯୋଜକ ପ୍ରିତମ ଥାନାରେ ମାମଲା କରିଛନ୍ତି । ବୁଦ୍ଧାଦିତ୍ୟ ତାଙ୍କୁ ଧମକ ଦେଇଥିବା ସେ କହିଛନ୍ତି । ...

“ଆଧୁନିକ ପରିପ୍ରେକ୍ଷୀରେ ପ୍ରାଚୀନ ଭାରତୀୟ ସାହିତ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା” ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀ ଉଦ୍ଘାଟିତ

“ଆଧୁନିକ ପରିପ୍ରେକ୍ଷୀରେ ପ୍ରାଚୀନ ଭାରତୀୟ ସାହିତ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା” ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀ ଉଦ୍ଘାଟିତ

ସଂସ୍କୃତ ବିଭାଗ ପକ୍ଷରୁ ସୋମବାର ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ 'ଆଧୁନିକ ପରିପ୍ରେକ୍ଷୀରେ ପ୍ରାଚୀନ ଭାରତୀୟ ସାହିତ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା' ଶୀର୍ଷକ ତିନିଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଉଦ୍ ଘାଟିତ ହୋଇଯାଇଛି। ୨୦୨୪ ଏପ୍ରିଲ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ...

ସୋନାଲିଙ୍କ ପ୍ରଚାର ଆରମ୍ଭ

ସୋନାଲିଙ୍କ ପ୍ରଚାର ଆରମ୍ଭ

ଓଡିଶାର ସୋନପୁର ବିଧାନ ସଭା  ଆସନରୁ ଲଗାତର ତିନିଥର ଜିତି ବିଜେଡିର ନିରଞ୍ଜନ ପୁଜାରୀଙ୍କ ସହ ଲଢ଼େଇ ହେବ ସ୍ବାଧୀନ ପ୍ରାର୍ଥୀ ସୋନାଲି ବିଶି । https://www.youtube.com/watch?v=6h3IufvHm14 ନିରଞ୍ଜନ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଚ ଭାବମୂର୍ତ୍ତୀକୁ ପୁଞ୍ଜିକରି ମଇଦାନକୁ ଓହ୍ଲାଇଥିବା ବେଳେ  ଏହି ...

କଟକରୁ ଜିତିବା ନେଇ ଆଶାବାଦୀ ଅଛନ୍ତି ସଂତୃପ୍ତ ମିଶ୍ର

କଟକରୁ ଜିତିବା ନେଇ ଆଶାବାଦୀ ଅଛନ୍ତି ସଂତୃପ୍ତ ମିଶ୍ର

ଭର୍ତ୍ତୃହରି ମହତାବଙ୍କ ବଦଳରେ ଏଥର କଟକରୁ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ମଇଦାନକୁ ଓହ୍ଲାଇଛନ୍ତି । ତେବେ ସଂତୃପ୍ତ ନିକଟରେ ବିଜେଡିରେ ସାମିଲ ହେଇଥିବାବେଳେ, ଦଳ ତାଙ୍କୁ ଦେଇଛି ଏହି ଗୁରୁ ଦାୟିତ୍ୱ । ଆଉ ଅନ୍ୟପଟେ ବିଜେଡି ଛାଡି ବିଜେପିରେ ...

Page 64 of 65 1 63 64 65