ଲେହରେ ବଡ଼ ଦୁର୍ଘଟଣା : ଗଭୀର ଖାଇରେ ଖସିପଡ଼ିଲା ସ୍କୁଲବସ୍ by M M August 22, 2024 0 ଲେହ: ଲଦାଖର ଲେହରୁ ଏକ ବଡ଼ ଦୁର୍ଘଟଣାର ଖବର ଆସୁଛି। ଏକ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୬ ଜଣ ପ୍ରାଣ ହରାଇଛନ୍ତି ।ପୁଲିସର ସୂଚନା ଅନୁସାରେ ବସଟି ୨୦୦ ମିଟର ଗଭୀର ଘାଟିକୁ ଖସି ପଡ଼ିବାରୁ ୬ ଜଣ ଯାତ୍ରୀଙ୍କ ...