Tag: shah

ପୁଣି ବର୍ଷିଲେ ଶାହ : ରାଜ୍ୟରେ ବିଜେପି ସରକାର ଗଠନ ପାଇଁ ଆହ୍ବାନ ଦେଲେ

ପୁଣି ବର୍ଷିଲେ ଶାହ : ରାଜ୍ୟରେ ବିଜେପି ସରକାର ଗଠନ ପାଇଁ ଆହ୍ବାନ ଦେଲେ

ଚାନ୍ଦବାଲି:  ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ଓଡ଼ିଶାରେ ସବୁ ଥାଇ ଓଡ଼ିଶା କାହିଁକି ଗରିବ ବୋଲି ପ୍ରଶ୍ନ କରିଛନ୍ତି । ବିଜେପିକୁ ଏଥର ସରକାର ଗଢ଼ିବା ପାଇଁ ସୁଯୋଗ ଦେବାକୁ ଅନୁରୋଧ କରିଛନ୍ତି । ...