ଯୁଦ୍ଧର ଭୟ ଭିତରେ ଭାରତକୁ କାହିଁକି ଧନ୍ୟବାଦ ଜଣାଇଲା ଇରାନ ?
ଏବେ ସାରା ବିଶ୍ୱରେ ଗୋଟିଏ ବିଷୟକୁ ନେଇ ଚର୍ଚ୍ଚ ଚାଲିଛି, ତାହା ହେଉଛି ...ଇରାନ କାହିଁକି ଭାରତକୁ ଧନ୍ୟବାଦ ଲେଖିଲା ? ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇରାନ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରୁଛି। ଏହି ସମୟରେ ଇରାନର ...








