ହସପିଟାଲରେ ଦୋହଲୁଥିଲେ ପିଲା, ଥରୁଥିଲେ ନର୍ସ by M M October 10, 2025 0 ଫିଲିପାଇନ୍ସର ମିଣ୍ଡାନାଓ ଦ୍ୱୀପ ଶାନ୍ତ ଥିଲା । ହଠାତ ଆସିଲା ଏମିତି ଭୂମିକମ୍ପ ଯେମିତି ସମସ୍ତଙ୍କୁ ଦୋହଲାଇ ଦେଲା । ଶକ୍ତିଶାଳୀ ଭୂମିକମ୍ପ ପ୍ରଭାବରେ ହସପିଟାଲ, ସ୍କୁଲ, ବଡ଼ ବଡ଼ କୋଠା ଦୋହଲିବାକୁ ଲାଗିଲା । ଲୋକେ ଭୟରେ ଜୀବନ ବଞ୍ଚାଇବା ...