ସାବଧାନ…ଏହି ଡକୁମେଣ୍ଟ ନଥିଲେ ବାତିଲ ହେବ ଆପଣଙ୍କ ଗାଡ଼ିର RC
ଆପଣ ରାସ୍ତାରେ ଗାଡ଼ି ଚଲାଉଛନ୍ତି କି? ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ଏଣିକି ଗାଡ଼ିର କାଗଜପତ୍ର ଅପଡେଟ୍ ନଥିଲେ ଆପଣଙ୍କୁ କେବଳ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ ନାହିଁ, ବରଂ ଆପଣଙ୍କ ଗାଡ଼ିର ପଞ୍ଜିକରଣ ପ୍ରମାଣପତ୍ର ...








