• Latest
  • Trending
ତିଳକ ବର୍ମାଙ୍କ ଛକା ଚଉକାରେ ଜିତିଲା ଭାରତ

ତିଳକ ବର୍ମାଙ୍କ ଛକା ଚଉକାରେ ଜିତିଲା ଭାରତ

November 14, 2024
              +3 ଶ୍ରେଣୀରେ 2ୟ ପର୍ଯ୍ୟାୟ ନାମଲେଖା ବିଜ୍ଞପ୍ତି ତୁରନ୍ତ ପ୍ରକାଶ ପାଇଁ ଦାବି

              +3 ଶ୍ରେଣୀରେ 2ୟ ପର୍ଯ୍ୟାୟ ନାମଲେଖା ବିଜ୍ଞପ୍ତି ତୁରନ୍ତ ପ୍ରକାଶ ପାଇଁ ଦାବି

August 10, 2025
ଟ୍ରମ୍ପଙ୍କ 50 ପ୍ରତିଶତ ଟାରିଫ 100 ପ୍ରତିଶତ ଧୋକା

ଟ୍ରମ୍ପଙ୍କ 50 ପ୍ରତିଶତ ଟାରିଫ 100 ପ୍ରତିଶତ ଧୋକା

August 9, 2025

ଏବେ ବିଦେଶୀ ନୁହେଁ ସ୍ବଦେଶୀ ! କଣ ପଡ଼ିବ ପ୍ରଭାବ

August 9, 2025

ଭୋଟ ଚୋରି

August 9, 2025

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ଜାମିନ

August 6, 2025

ରିସେପ୍ସନ ଦେଲେ ପିନାକୀ-ମହୁଆ

August 6, 2025
ବଳଙ୍ଗା ପୀଡିତା ମୃତ୍ୟୁ ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା

ବଳଙ୍ଗା ପୀଡିତା ମୃତ୍ୟୁ ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା

August 3, 2025

ମୋଦି କହିଲେ ଅପରେସନ ସିନ୍ଦୂର ସମୟରେ କଣ ଘଟିଥିଲା

July 30, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଦାବି- ବିଜେଡି କହିଲା ନିଷ୍ପତ୍ତି ହୋଇନି

July 23, 2025
ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

July 19, 2025
  • About
  • Careers
  • Contact Us
Sunday, August 10, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଖେଳ

ତିଳକ ବର୍ମାଙ୍କ ଛକା ଚଉକାରେ ଜିତିଲା ଭାରତ

by M M
November 14, 2024
in ଖେଳ
0
ତିଳକ ବର୍ମାଙ୍କ ଛକା ଚଉକାରେ ଜିତିଲା ଭାରତ
491
SHARES
1.4k
VIEWS
Share on FacebookShare on Twitter

ସେଞ୍ଚୁରିଅନ୍‌: ତିଳକ ବର୍ମାଙ୍କ ଛକା ଚଉକା ବର୍ଷା । ଭାରତ ଜିତିଲା ତିଳକଙ୍କର ପ୍ରଥମ ଆନ୍ତର୍ଜାତିକ ଶତକ ସହାୟତାରେ ।  ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟ୍ବେଣ୍ଟି-୨୦କୁ ୧୧ ରନ୍‌ରେ ଜିତିନେଇଛି ଭାରତ।

ଭାରତ ପକ୍ଷରୁ ଧାର୍ଯ୍ୟ ୨୨୦ ରନ୍‌ର ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ୨୦୮ ରନ କରି ପାରିଥିଲା ।  ୪ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଭାରତ ୨-୧ରେ ଆଗୁଆ ରହିଛି। ଶେଷ ମ୍ୟାଚ୍‌ ଗୁରୁବାର ଜୋହାନ୍ସବର୍ଗରେ ଖେଳାଯିବ। ଶେଷ ମ୍ୟାଚରେ ଭାରତ ଜିତିବ ବୋଲି କହିଛନ୍ତି ସୂର୍ଯ୍ୟ କୁମାର ।
ତିଳକ ବର୍ମାଙ୍କ ଶତକ ସହିତ ଅଭିଷେକ ଶର୍ମାଙ୍କ ଅର୍ଧଶତକ ବଳରେ ଭାରତ ବଡ଼ ସ୍କୋର କରିଥିଲା । ତୃତୀୟ ସ୍ଥାନରେ ବ୍ୟାଟିଂ ପଦୋନ୍ନତି ପାଇଥିବା ତିଳକ ୫୧ ବଲ୍‌ରୁ ଶତକ ଅର୍ଜନ କରିବା ସହ ଯଶସ୍ବୀ ଜୟସ୍ବାଲ୍‌ଙ୍କ ପରେ ଦ୍ବିତୀୟ ସର୍ବକନିଷ୍ଠ ଭାରତୀୟ ଖେଳାଳି ଭାବେ ଆନ୍ତର୍ଜାତିକ ଶତକ ଅର୍ଜନ କରିଛନ୍ତି।

ତିଳିକ ଅପରାଜିତ ରହି ୧୦୭ ରନ୍‌ କରିଥିଲେ।  ସଂଜୁ ସାମ୍‌ସନ୍‌ଙ୍କୁ ଆଉଟ୍‌ କରି ମାର୍କୋ ୟାନ୍‌ସେନ୍‌ ଘରୋଇ ଦଳକୁ ସଫଳତା ଦେଇଥିଲେ। କିନ୍ତୁ ଅଭିଷେକଙ୍କ ସହ ତିଳକ ପିଚ୍‌ରେ ଯୋଗଦେବା ପରେ ସ୍କୋର ଦୁଇଶହ ଅତିକ୍ରମ କରିପାରିଥିଲା ।

୩୨ ବଲ୍‌ରୁ ଅର୍ଦ୍ଧଶତକରେ ପହଞ୍ଚିଥିବା ତିଳକ ଚୌକା, ଛକା ବର୍ଷା ଜାରି ରଖି ପରବର୍ତ୍ତୀ ୫୦ ରନ୍‌ ପାଇଁ ମାତ୍ର ୧୯ ବଲ୍‌ ଖେଳିଥିଲେ। ଆନ୍ଦିଲ ସିମିଲାନେ ଓ କେଶବ ମହାରାଜ ୨ ୱିକେଟ୍‌ ଲେଖାଏଁ ଅକ୍ତିଆର କରିଥିଲେ।

Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
              +3 ଶ୍ରେଣୀରେ 2ୟ ପର୍ଯ୍ୟାୟ ନାମଲେଖା ବିଜ୍ଞପ୍ତି ତୁରନ୍ତ ପ୍ରକାଶ ପାଇଁ ଦାବି

              +3 ଶ୍ରେଣୀରେ 2ୟ ପର୍ଯ୍ୟାୟ ନାମଲେଖା ବିଜ୍ଞପ୍ତି ତୁରନ୍ତ ପ୍ରକାଶ ପାଇଁ ଦାବି

August 10, 2025
ଟ୍ରମ୍ପଙ୍କ 50 ପ୍ରତିଶତ ଟାରିଫ 100 ପ୍ରତିଶତ ଧୋକା

ଟ୍ରମ୍ପଙ୍କ 50 ପ୍ରତିଶତ ଟାରିଫ 100 ପ୍ରତିଶତ ଧୋକା

August 9, 2025

ଏବେ ବିଦେଶୀ ନୁହେଁ ସ୍ବଦେଶୀ ! କଣ ପଡ଼ିବ ପ୍ରଭାବ

August 9, 2025

Weather

Bhubaneswar
August 10, 2025, 2:34 pm
 

S
Mainly clear
28°C
1.8 m/s
Apparent: 34°C
Pressure: 1006 mb
Humidity: 90%
Winds: 1.8 m/s S
Windgusts: 6.8 m/s
UV-Index: 0
Precip.: 0mm /50% / Rain
Sunrise: 5:24 am
Sunset: 6:18 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom