• Latest
  • Trending
ଟ୍ରମ୍ପଙ୍କ ବଡ଼ ଦାବି: ପାକିସ୍ତାନ, ରୁଷ ଓ ଚୀନ୍ କରୁଛନ୍ତି ଗୁପ୍ତ ପରମାଣୁ ପରୀକ୍ଷଣ

ଟ୍ରମ୍ପଙ୍କ ବଡ଼ ଦାବି: ପାକିସ୍ତାନ, ରୁଷ ଓ ଚୀନ୍ କରୁଛନ୍ତି ଗୁପ୍ତ ପରମାଣୁ ପରୀକ୍ଷଣ

Nov-04-2025 04:04 PM IST
ମୋଦି ଆଡ଼ଭାନୀଙ୍କୁ କାହିଁକି ପ୍ରଶଂସା କଲେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ

ମୋଦି ଆଡ଼ଭାନୀଙ୍କୁ କାହିଁକି ପ୍ରଶଂସା କଲେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ

Dec-27-2025 05:10 PM IST
ଯେଉଁ ବିଦ୍ୟାଳୟରେ ଥିଲେ ଶିକ୍ଷକ, ସେହି ବିଦ୍ୟାଳୟରେ ମୁଖ୍ୟଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଯେଉଁ ବିଦ୍ୟାଳୟରେ ଥିଲେ ଶିକ୍ଷକ, ସେହି ବିଦ୍ୟାଳୟରେ ମୁଖ୍ୟଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

Dec-27-2025 03:48 PM IST
ପିଲାମାନଙ୍କର ଏହି ବୈଜ୍ଞାନିକ ଚିନ୍ତାଧାରା ଓ ସୃଜନଶୀଳତା ପ୍ରକୃତରେ ପ୍ରଶଂସନୀୟ:ମୁଖ୍ୟମନ୍ତ୍ରୀ

ପିଲାମାନଙ୍କର ଏହି ବୈଜ୍ଞାନିକ ଚିନ୍ତାଧାରା ଓ ସୃଜନଶୀଳତା ପ୍ରକୃତରେ ପ୍ରଶଂସନୀୟ:ମୁଖ୍ୟମନ୍ତ୍ରୀ

Dec-27-2025 03:25 PM IST

ପ୍ରତ୍ୟେକ ପରିବାରର ଅତି କମରେ ତିନୋଟି ସନ୍ତାନ ହେବା ଉଚିତ…

Dec-27-2025 03:02 PM IST
ବିଜେଡିର ପରବର୍ତ୍ତୀ ମାଷ୍ଟରଷ୍ଟ୍ରୋକ ହେବେ କି ସୁଜାତା କାର୍ତ୍ତିକେୟନ?

ବିଜେଡିର ପରବର୍ତ୍ତୀ ମାଷ୍ଟରଷ୍ଟ୍ରୋକ ହେବେ କି ସୁଜାତା କାର୍ତ୍ତିକେୟନ?

Dec-27-2025 10:16 AM IST
ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାରରେ ସମ୍ମାନିତ ହେଲେ ଓଡ଼ିଶାର ଜ୍ୟୋତ୍ସ୍ନା ଶବର

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାରରେ ସମ୍ମାନିତ ହେଲେ ଓଡ଼ିଶାର ଜ୍ୟୋତ୍ସ୍ନା ଶବର

Dec-27-2025 10:07 AM IST
ସୁଶାସନ ସପ୍ତାହ ଓ ବିଜେପିର ରଣନୀତି

ସୁଶାସନ ସପ୍ତାହ ଓ ବିଜେପିର ରଣନୀତି

Dec-27-2025 09:58 AM IST
ଶୀତର ପ୍ରକୋପ ଜାରି ରହିବ

ଶୀତର ପ୍ରକୋପ ଜାରି ରହିବ

Dec-27-2025 09:49 AM IST
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

Dec-27-2025 06:54 AM IST
ଅନୁ ଗର୍ଗ: ଓଡ଼ିଶା ପ୍ରଶାସନର ନୂଆ ମଙ୍ଗୁଆଳ; ମୋହନ ସରକାରରେ ମହିଳା ଶକ୍ତିର ପ୍ରଭାବ

ଅନୁ ଗର୍ଗ: ଓଡ଼ିଶା ପ୍ରଶାସନର ନୂଆ ମଙ୍ଗୁଆଳ; ମୋହନ ସରକାରରେ ମହିଳା ଶକ୍ତିର ପ୍ରଭାବ

Dec-26-2025 07:56 PM IST
  • About
  • Careers
  • Contact Us
Saturday, December 27, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ଟ୍ରମ୍ପଙ୍କ ବଡ଼ ଦାବି: ପାକିସ୍ତାନ, ରୁଷ ଓ ଚୀନ୍ କରୁଛନ୍ତି ଗୁପ୍ତ ପରମାଣୁ ପରୀକ୍ଷଣ

ଭାରତ ପାଇଁ ବିପଦ

by M M
Nov-04-2025 04:04 PM IST
in ଦେଶ ବିଦେଶ
0
ଟ୍ରମ୍ପଙ୍କ ବଡ଼ ଦାବି: ପାକିସ୍ତାନ, ରୁଷ ଓ ଚୀନ୍ କରୁଛନ୍ତି ଗୁପ୍ତ ପରମାଣୁ ପରୀକ୍ଷଣ
494
SHARES
1.4k
VIEWS
Share on FacebookShare on Twitter

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିବୃତ୍ତି ସମଗ୍ର ବିଶ୍ୱରେ ପରମାଣୁ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାକୁ ନେଇ ପୁଣି ଥରେ ଉତ୍ତେଜନା ସୃଷ୍ଟି କରିଛି।  ଆମେରିକୀୟ ଟେଲିଭିଜନ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଟ୍ରମ୍ପ ଦାବି କରିଛନ୍ତି ଯେ ପାକିସ୍ତାନ, ରୁଷ , ଚୀନ୍  ଏବଂ ଉତ୍ତର କୋରିଆ ପରମାଣୁ ଅସ୍ତ୍ରଶସ୍ତ୍ର ପରୀକ୍ଷଣ କରୁଛନ୍ତି। ଏହି ଦେଶଗୁଡ଼ିକ ଏହି ପରୀକ୍ଷଣ ବିଷୟରେ କୌଣସି ଘୋଷଣା କରୁନାହାଁନ୍ତି ।  ଗୁପ୍ତରେ ମାଟିତଳେ ପରୀକ୍ଷଣ କରୁଥିବାରୁ କେହି ସୂଚନା ଜାଣିପାରୁନାହାଁନ୍ତି । ସାମାନ୍ୟ ଭୂମିକମ୍ପ ହେଉଛି , ଯାହା କିଛି ଗୁପ୍ତ ରହୁଛି ।

ଆମେରିକା ଯାହା ପରୀକ୍ଷଣ କରୁଛି ସମସ୍ତେ ଜାଣୁଛନ୍ତି । କାରଣ ସେଠି ଗଣମାଧ୍ୟମରେ ସବୁ ପ୍ରଚାର, ପ୍ରସାର କରାଯାଉଛି ।  ପାକିସ୍ତାନ ଏବଂ ଉତ୍ତର କୋରିଆ ନିୟମିତ ପରୀକ୍ଷଣ କରୁଥିବା ଟ୍ରମ୍ପ ଦାବି କରିଛନ୍ତି।

ଟ୍ରମ୍ପ କହିଛନ୍ତି ଯେ ଆମେରିକା ତୁରନ୍ତ ପରମାଣୁ ଅସ୍ତ୍ରଶସ୍ତ୍ରର ପରୀକ୍ଷଣ ପୁନଃ ଆରମ୍ଭ କରିବ। ପ୍ରାୟ ୩୩ ବର୍ଷରୁ ଅଧିକ ସମୟ ଧରି ଆମେରିକା ସ୍ୱେଚ୍ଛାକୃତ ଭାବରେ ପରମାଣୁ ପରୀକ୍ଷଣରୁ ବିରତ ରହିଥିବା ସେ କହିଛନ୍ତି । ଟ୍ରମ୍ପ କହିଛନ୍ତି ଆମେ ପରୀକ୍ଷଣ କରିବାକୁ ଯାଉଛୁ, କାରଣ ସେମାନେ ଏବଂ ଅନ୍ୟମାନେ ପରୀକ୍ଷଣ କରୁଛନ୍ତି। ଆମେ ଏକମାତ୍ର ଦେଶ ହୋଇ ରହିବାକୁ ଚାହୁଁନାହୁଁ ଯିଏ ପରୀକ୍ଷଣ କରୁନାହିଁ। ଆମର ଅସ୍ତ୍ରଶସ୍ତ୍ରର ବିଶ୍ୱସନୀୟତା ଯାଞ୍ଚ କରିବା ପାଇଁ ଏହା ଅତ୍ୟନ୍ତ ଜରୁରୀ।

ଯଦି ଟ୍ରମ୍ପଙ୍କ ଦାବି ସତ ହୁଏ ତେବେ ଭାରତ ମଧ୍ୟ ଏଥିପ୍ରତି ସତର୍କ ରହିବା ଆବଶ୍ୟକ ।  ପାକିସ୍ତାନ ଏବଂ ଚୀନ୍ ଗୁପ୍ତରେ ପରମାଣୁ ପରୀକ୍ଷଣ କରୁଛନ୍ତି ଯାହା ଭାରତ ପାଇଁ ବିପଦ । ଭବିଷ୍ୟତରେ ଏହି ଦୁଇ ଦେଶ ଭାରତ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବେ ।

Share198Tweet124
M M

M M

ଆଜିର ପାଗ

Bhubaneswar
December 27, 2025, 7:04 PM
 

E
Clear sky
21°C
0.8 m/s
Apparent: 17°C
Pressure: 1014 mb
Humidity: 97%
Winds: 0.8 m/s E
Windgusts: 4.6 m/s
UV-Index: 0
Precip.: 0mm /0% / Rain
Sunrise: 6:20 AM
Sunset: 5:14 PM
© 2025 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ମୋଦି ଆଡ଼ଭାନୀଙ୍କୁ କାହିଁକି ପ୍ରଶଂସା କଲେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ

ମୋଦି ଆଡ଼ଭାନୀଙ୍କୁ କାହିଁକି ପ୍ରଶଂସା କଲେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ

December 27, 2025
ଯେଉଁ ବିଦ୍ୟାଳୟରେ ଥିଲେ ଶିକ୍ଷକ, ସେହି ବିଦ୍ୟାଳୟରେ ମୁଖ୍ୟଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଯେଉଁ ବିଦ୍ୟାଳୟରେ ଥିଲେ ଶିକ୍ଷକ, ସେହି ବିଦ୍ୟାଳୟରେ ମୁଖ୍ୟଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

December 27, 2025
ପିଲାମାନଙ୍କର ଏହି ବୈଜ୍ଞାନିକ ଚିନ୍ତାଧାରା ଓ ସୃଜନଶୀଳତା ପ୍ରକୃତରେ ପ୍ରଶଂସନୀୟ:ମୁଖ୍ୟମନ୍ତ୍ରୀ

ପିଲାମାନଙ୍କର ଏହି ବୈଜ୍ଞାନିକ ଚିନ୍ତାଧାରା ଓ ସୃଜନଶୀଳତା ପ୍ରକୃତରେ ପ୍ରଶଂସନୀୟ:ମୁଖ୍ୟମନ୍ତ୍ରୀ

December 27, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom