• Latest
  • Trending

ଜୋମାଟ ଧରାଇଦେଲା ସ୍ବାମୀଙ୍କ ଗୋପନ ପ୍ରେମ : ଏବେ ଜେଲରେ ରସିକ ସ୍ବାମୀ

Aug-15-2024 07:55 AM IST
odisha.newsroom.in

ବଙ୍ଗଳା ଓ ଆସାମରେ ବିଜେପିର ଦବଦବା…ତାମିଲନାଡୁରେ ବିଜୟଙ୍କ ‘ବ୍ଲକବଷ୍ଟର’ ଏଣ୍ଟ୍ରି

May-04-2026 06:52 PM IST
odisha.newsroom.in

ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ କିଏ ? ଚର୍ଚ୍ଚାରେ ଏହି ନେତାଙ୍କ ନାମ…

May-04-2026 06:12 PM IST
odisha.newsroom.in

ତାମିଲନାଡୁରେ ଅଟୋ ଚାଳକଙ୍କ କମାଲ…ବଡ଼ ନେତାଙ୍କୁ ହରାଇଦେଲେ

May-04-2026 05:13 PM IST
odisha.newsroom.in

TMC କାର୍ଯ୍ୟାଳୟ ଖାଁ ଖାଁ…ମମତାଙ୍କ ଘର ଆଗରେ ‘ଜୟ ଶ୍ରୀରାମ’ ନାରା

May-04-2026 03:02 PM IST
odisha.newsroom.in

ପୁଡୁଚେରୀ ନିର୍ବାଚନ ଫଳାଫଳ: ପୁଣି ଥରେ କ୍ଷମତା ଆଡ଼କୁ ବିଜେପି ମେଣ୍ଟ, ପଛରେ ପଡ଼ିଲା କଂଗ୍ରେସ

May-04-2026 12:42 PM IST
odisha.newsroom.in

ତାମିଲନାଡୁରେ’TVK’ ମ୍ୟାଜିକ୍: ବିଜୟଙ୍କ ଘର ଆଗରେ ପୋଲିସ୍ ଛାଉଣୀ କାହିଁକି ?

May-04-2026 12:18 PM IST
odisha.newsroom.in

କେରଳରେ ବଡ଼ ବିଜୟ ଆଡ଼କୁ UDF…LDF କର୍ମୀଙ୍କ ମଧ୍ୟରେ ନିରାଶା…

May-04-2026 11:58 AM IST
odisha.newsroom.in

ତାମିଲନାଡୁରେ ବିଜୟଙ୍କ ଦବଦବା…ଛତ୍ରଭଙ୍ଗ ଦେଲେଣି DMK କର୍ମୀ

May-04-2026 11:20 AM IST
odisha.newsroom.in

ବେଙ୍ଗଲରେ ବିଜେପି ଆଗରେ, ତାମିଲନାଡୁରେ ବିଜୟଙ୍କ TVK ର କମାଲ

May-04-2026 10:37 AM IST
odisha.newsroom.in

ପ୍ରାରମ୍ଭିକ ଟ୍ରେଣ୍ଡରେ ମମତାଙ୍କୁ ପଛରେ ପକାଇଲେ ଶୁଭେନ୍ଦୁ ଅଧିକାରୀ

May-04-2026 09:54 AM IST
  • About
  • Careers
  • Contact Us
Monday, May 4, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଅପରାଧ

ଜୋମାଟ ଧରାଇଦେଲା ସ୍ବାମୀଙ୍କ ଗୋପନ ପ୍ରେମ : ଏବେ ଜେଲରେ ରସିକ ସ୍ବାମୀ

ହାେଟେଲ ରୁମ୍‌ରେ ଯୁବତୀ ସହ ସ୍ବାମୀକୁ ଠାବ କଲେ

by M M
Aug-15-2024 07:55 AM IST
in ଅପରାଧ, ବଡ଼ ଖବର, ରାଜ୍ୟ
0
491
SHARES
1.4k
VIEWS
Share on FacebookShare on Twitter

ଚନ୍ଦ୍ରଶେଖରପୁର: ସ୍ବାମୀ ଡାଳେ ଡାଳେ ଚାଲୁଥିବା ବେଳେ ସ୍ତ୍ରୀ ପତ୍ରେ ପତ୍ରେ ଚାଲିଲେ । ରସିକିଆ ସ୍ମାମୀଙ୍କୁ ହୋଟେଲରେ ଠାବ କଲେ ଚତୁର ପତ୍ନୀ । ନିଜ ପତ୍ନୀଙ୍କୁ ଛାଡି ଅନ୍ୟ ଝିଅଙ୍କ ସହ ବିତାଉଥିଲେ ସମୟ । ସ୍ତ୍ରୀଙ୍କ ସହ ସନ୍ଦେହ ସତ ହେଲା  । ହୋଟେଲ୍‌ରେ ଅୟସ କରୁଥିଲା ସ୍ବାମୀ ଏବେ ଜେଲରେ। ଯୁବତୀମାନଙ୍କ ସହ ହୋଟେଲରେ ରାତି ବିତାଉଥିଲା। କିନ୍ତୁ ଗୁମର ଖୋଲିଦେଲା ସ୍ତ୍ରୀଙ୍କ ମୋବାଇଲ୍‌ ଫୋନ୍‌ର ଜମାଟୋ ଲଗ୍‌ଇନ୍‌। ବିଳମ୍ବିତ ରାତିରେ ସ୍ବାମୀ ଜମାଟୋରୁ ଖାଇବା ବରାଦ କରୁଥିବା ଜାଣିପାରି ସ୍ତ୍ରୀଙ୍କ ସନ୍ଦେହ ହେଲା  । କଣ କରିବେ ସେ ନେଇ ଭାବୁ ଭାବୁ ମୁଣ୍ଡକୁ ଆସିଲା ଥାନାକୁ ଯିବେ । ପୋଲିସ ନିକଟରେ ଅଭିଯୋଗ କରିବା ପରେ ପୋଲିସ ମଧ୍ୟ ନ୍ୟାୟ ଦେବାକୁ ଆଗେଇ ଆସିଲା । ଆଉ କିଛି ସମୟ ପରେ  ପୁଲିସ ନେଇ ପହଞ୍ଚିଯାଇଥିଲେ ହୋଟେଲ୍‌ରେ ଚତୁର ସ୍ତ୍ରୀ । ଫଳରେ ସ୍ବାମୀର ଗୋପନ ମଉଜ ମଜଲିସ ଧରାପଡ଼ିଗଲା। ରାଗରେ ସ୍ବାମୀ ଓ ତା’ର ସହଯୋଗୀମାନେ ପୁଲିସ ଉପସ୍ଥିତିରେ ବି ସ୍ତ୍ରୀଙ୍କୁ ଆକ୍ରମଣ କରିବାକୁ ଆଗେଇ ଆସିଥିଲେ  । ତେବେ ପୋଲିସ ଥିବାରୁ ନିଜ ରାଗ ନିଜ ଭିତରେ ଶାନ୍ତ କଲେ । ଏମିତି ଏକ ମାମଲାରେ  ଇନ୍‌ଫୋସିଟି ଥାନା ପୁଲିସ ଅଭିଯୁକ୍ତ ସ୍ବାମୀ ଅଭିନବ ସିଂହଙ୍କୁ ଗିରଫ କରିଛି। ଏଥିସହିତ ଅଭିନବର ୨ ବନ୍ଧୁ ସିଲୁ ନାୟକ, ରାକେଶ ବେହେରାଙ୍କ ସହ ୩ ଯୁବତୀ ଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି।  ବଙ୍ଗୀୟ ଯୁବତୀ ସହ ଜଣେ ଜଗତସିଂହପୁରର  ଯୁବତୀ ମିଶି  କେସୁରା ଅଞ୍ଚଳରେ ରହୁ ଏପରି କାର୍ଯ୍ୟ କରୁଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।

Tags: hotel-roomnewsnewsroomodishawoman
Share196Tweet123
M M

M M

ଆଜିର ପାଗ

Bhubaneswar
May 4, 2026, 7:33 PM
 

S
Moderate drizzle
27°C
3.9 m/s
Apparent: 31°C
Pressure: 1008 mb
Humidity: 88%
Winds: 3.9 m/s S
Windgusts: 12 m/s
UV-Index: 0
Precip.: 5.1mm /45% / Rain
Sunrise: 5:15 AM
Sunset: 6:11 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom