• Latest
  • Trending
ବାତିଲ ହେଲା ୧୭୮ ଟ୍ରେନ୍‌

ବାତିଲ ହେଲା ୧୭୮ ଟ୍ରେନ୍‌

October 22, 2024
ପିଲାଙ୍କ ପାଠପଢ଼ା କେମିତି ହେବା ଉଚିତ

ପିଲାଙ୍କ ପାଠପଢ଼ା କେମିତି ହେବା ଉଚିତ

June 6, 2025
ଅପରେସନ ସ୍ପାଇଡର ଓ୍ବେବ୍

ଅପରେସନ ସ୍ପାଇଡର ଓ୍ବେବ୍

June 3, 2025
ସିଙ୍ଗାପୁରଠାରେ ଫାଇଭ ଷ୍ଟାର ଚଳଚ୍ଚିତ୍ର ମହୋତ୍ସବ ମହାସମାରୋହରେ ଆୟୋଜିତ

ସିଙ୍ଗାପୁରଠାରେ ଫାଇଭ ଷ୍ଟାର ଚଳଚ୍ଚିତ୍ର ମହୋତ୍ସବ ମହାସମାରୋହରେ ଆୟୋଜିତ

May 29, 2025

ବାସବରାଜୁ ଏନକାଉଁଟର,ଦୁଇ ଭାଇ: ଦୁଇ ଭିନ୍ନ ପଥ

May 27, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ଯୁକ୍ତ ୨ ପରୀକ୍ଷା ଫଳ: ବିଜ୍ଞାନରେ ୮୭.୪୯, କଳାରେ ୮୦.୫୧ ଓ ବାଣିଜ୍ୟରେ ୮୩.୦୨% ପିଲା ପାସ୍

ଯୁକ୍ତ ୨ ପରୀକ୍ଷା ଫଳ: ବିଜ୍ଞାନରେ ୮୭.୪୯, କଳାରେ ୮୦.୫୧ ଓ ବାଣିଜ୍ୟରେ ୮୩.୦୨% ପିଲା ପାସ୍

May 21, 2025
ଅମଲାତନ୍ତ୍ରରୁ  ନେତାଙ୍କ ଶାସନ ଆରମ୍ଭ

ଅମଲାତନ୍ତ୍ରରୁ ନେତାଙ୍କ ଶାସନ ଆରମ୍ଭ

May 21, 2025
ଭାରତ ଭିତରେ ପାକିସ୍ତାନର ଗୁପ୍ତଚର: ଗତ ୩ ଦିନରେ ଧରାପଡ଼ିଲେଣି ୧୧ ଗୁପ୍ତଚର

ଭାରତ ଭିତରେ ପାକିସ୍ତାନର ଗୁପ୍ତଚର: ଗତ ୩ ଦିନରେ ଧରାପଡ଼ିଲେଣି ୧୧ ଗୁପ୍ତଚର

May 20, 2025
୧୬ ଜଣ ଆଇଏଏସ୍ ଅଧିକାରୀଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର

୧୬ ଜଣ ଆଇଏଏସ୍ ଅଧିକାରୀଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର

May 16, 2025
ରାଜା ଚକ୍ର ଅଗ୍ରୀମ ଜାମିନ ଆବେଦନ ଖାରଜ

ରାଜା ଚକ୍ର ଅଗ୍ରୀମ ଜାମିନ ଆବେଦନ ଖାରଜ

May 16, 2025
  • About
  • Careers
  • Contact Us
Monday, June 9, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home Uncategorized

ବାତିଲ ହେଲା ୧୭୮ ଟ୍ରେନ୍‌

by M M
October 22, 2024
in Uncategorized
0
ବାତିଲ ହେଲା ୧୭୮ ଟ୍ରେନ୍‌
491
SHARES
1.4k
VIEWS
Share on FacebookShare on Twitter

ବାତ୍ୟା ‘ଦାନା’ ପାଇଁ  ମୋଟ ୧୭୮ଟି ଟ୍ରେନ ବାତିଲ ହୋଇଛି। ୨୩, ୨୪ ଓ ୨୫ ତାରିଖ ମଧ୍ୟରେ ମୋଟ ୧୭୮ ଟ୍ରେନ୍‌ ବାତିଲ କରାଯାଇଛି। ସେଥିରେ ଅପ୍‌ ଟ୍ରେନ୍‌ ୮୫ ଥିବା ବେଳେ ଡାଉନ୍‌ ଟ୍ରେନ୍‌ ୯୩ଟି ରହିଛି।

୨୩ ତାରିଖରେ ବାତିଲ ହୋଇଥିବା ଟ୍ରେନ୍‌ ଭିତରେ ରହିଛି

କାମାକ୍ଷା-ବାଙ୍ଗାଲୁରୁ,

ନୂଆଦିଲ୍ଲୀ-ଭୁବନେଶ୍ୱର,

ଋଷିକେଷ-ପୁରୀ,

ନୂଆଦିଲ୍ଲୀ-ପୁରୀ,

କୋଲକାତା-ପୁରୀ,

ସିକନ୍ଦରାବାଦ-ଭୁବନେଶ୍ୱର,

ଚେନ୍ନାଇ ସେଣ୍ଟ୍ରେଲ-ହାୱାଡ଼ା,

ପଣ୍ଡିଚେରୀ-ଭୁବନେଶ୍ୱର,

ଏସ୍‌ବିସି-ଭୁବନେଶ୍ୱର,

CSURATM-BHUBANESWAR,

ଗାନ୍ଧିଧାମ-ପୁରୀ,

ସୁରତ-ବ୍ରହ୍ମପୁର ପ୍ରମୁଖ।

ସେହିପରି ୨୪ ତାରିଖରେ ସାଲିମାର-ପୁରୀ, ହାୱଡ଼ା-ଭୁବନେଶ୍ୱର, ହାୱଡ଼ା-ପୁରୀ, ପାଟନା-ପୁରୀ, ସାଲିମାର-ପୁରୀ, ଭଞ୍ଜପୁର-ପୁରୀ, ହାୱଡ଼ା-ପୁରୀ, ଆନନ୍ଦବିହାର-ପୁରୀ ବାତିଲ ହୋଇଛି ।

ହାୱଡା-ଭଦ୍ରକ, ବାଲେଶ୍ୱର-ଭଦ୍ରକ, ଖଡ଼କପୁର-ଭଦ୍ରକ, ଭଦ୍ରକ-କଟକ, ଭଦ୍ରକ-କଟକ, ଖଡଗପୁର-ଯାଜପୁର କେନ୍ଦୁଝର ରୋଡ୍‌, ସମ୍ୱଲପୁର-ପୁରୀ, ରାଉରକେଲା-ଭୁବନେଶ୍ୱର, ରାଉରକେଲା-ପୁରୀ, ରାଉରକେଲା-ପୁରୀ(ଭିବି), ସମ୍ୱଲପୁର-ସାଲିମାର, ହଟିଆ-ପୁରୀ, ରାଉରକେଲା-ଗୁଣପୁର, ଏଲ୍‌ଟିଟି-ପୁରୀ, ଦୀଘା-ପୁରୀ, ବଡବିଲ୍‌-ପୁରୀ ଟ୍ରେନ ବାତିଲ ହୋଇଛି ।

ଟାଟା ନଗର-ବ୍ରହ୍ମପୁର, କେନ୍ଦୁଝର ଗଡ଼-ପୁରୀ, ପାରାଦୀପ-ପୁରୀ, କଟକ-ପଲାସା, କଟକ-ପୁରୀ, କଟକ-ଗୁଣପୁର, କଟକ-ପାରାଦୀପ, କଟକ- ପରାଦୀପ, ଭୁବନେଶ୍ୱର- ଦଶପଲ୍ଲା, ବ୍ରହ୍ମପୁର-ସୁରତ, ଗୁଣପୁର-ବିଶାଖାପାଟଣା, ପଲାସା- ବିଶାଖାପାଟଣା, ଭୁବନେଶ୍ୱର-ଜୁନାଗଡ଼ ରୋଡ୍‌, ଭୁବନେଶ୍ୱର- ଜଗଦଲପୁର, ପୁରୀ-ଗୁଣପୁର, ରାଉରକେଲା-ପୁରୀ, ବ୍ରହ୍ମପୁର-ଭୁବନେଶ୍ୱର ଟ୍ରେନ ବାତିଲ ହୋଇଛି ।

ବିଶାଖାପାଟଣା-ଭୁବନେଶ୍ୱର(ଭିବି), ବିଶାଖାପାଟଣା-ଦୀଘା, ଗୁଣପୁର-ରାଉରକେଲା, ବିଶାଖାପାଟଣା-ଭୁବନେଶ୍ୱର, ବିଶାଖାପାଟଣା-ବ୍ରହ୍ମପୁର, ଜୁନାଗଡ଼ ରୋଡ୍‌- ଭୁବନେଶ୍ୱର, ପଲାସା-କଟକ, ଜଗଦଲପୁର-ଭୁବନେଶ୍ୱର, ପଲାସା-କଟକ, ପଲାସା-ଭୁବନେଶ୍ୱର, ଗୁଣପୁର-ପୁରୀ, ଭୁବନେଶ୍ୱର-ବାଲେଶ୍ୱର, ଭୁବନେଶ୍ୱର-ଧାନବାଦ, ଭୁବନେଶ୍ୱର-ବ୍ରହ୍ମପୁର, ପୁରୀ-ଜୟନଗର, ପୁରୀ-ସମ୍ୱଲପୁର ଟ୍ରେନ ବାତିଲ ହୋଇଛି ।

ପୁରୀ-ଅନୁଗୋଳ, ପୁରୀ-ତାଳଚେର, ପୁରୀ-ଅହମ୍ମଦାବାଦ, ପୁରୀ-ଦଶପଲ୍ଲା, ପୁରୀ-ଟିପିଟିୱାଇ, ପୁରୀ-ଦୀଘା, ପୁରୀ-ସିଆଲ୍‌ଦା, ପୁରୀ-ସୋନପୁର, ପୁରୀ-ହାଟିଆ, ପୁରୀ-ଋଷିକେଷ, ପୁରୀ-ନୂଆଦିଲ୍ଲୀ, ପୁରୀ-ସାଲିମାର, ପୁରୀ-ଆଜମେର୍‌, ପୁରୀ-ଖୋର୍ଦ୍ଧା ରୋଡ୍‌, ଖୋର୍ଦ୍ଧାରୋଡ଼-କେନ୍ଦୁଝର ଗଡ଼, ପାରାଦୀପ-କଟକ, ଭଦ୍ରକ-ଖଡ଼ଗପୁର, ବିଶାଖାପାଟଣା-ପଲାସା, ଭୁବନେଶ୍ୱର-ହାୱାଡା, ପୁରୀ-ସାଲିମାର, ପୁରୀ-ହାୱାଡ଼ା, ବିଶାଖାପାଟଣା-ବ୍ରହ୍ମପୁର, ପୁରୀ-ରାଉରକେଲା ପ୍ରମୁଖ ଟ୍ରେନ୍‌ ବାତିଲ ହୋଇଛି।

୨୫ ତାରିଖରେ ଭଦ୍ରକ-ପଲାସା, ଜଳେଶ୍ୱର-ପୁରୀ, ବାଙ୍ଗିରିପୋଷୀ-ପୁରୀ, ଖଡଗପୁର-ଖୋର୍ଦ୍ଧା ରୋଡ୍‌, ହାୱଡା-ପୁରୀ, କେନ୍ଦୁଝର ଗଡ଼-ଖୋର୍ଦ୍ଧା ରୋଡ୍‌, ଦୀଘା-ବିଶାଖାପାଟଣା, ଭୁବନେଶ୍ୱର-ବିଶାଖାପାଟଣା, ବ୍ରହ୍ମପୁର-ବିଶାଖାପାଟଣା, ଦଶପଲ୍ଲା-ପୁରୀ, ସୋନପୁର-ପୁରୀ, ସାଲିମାର-ପୁରୀ, ହାୱଡ଼ା-ପୁରୀ, ସାଲିମାର-ପୁରୀ, ସାଲିମାର-ସମ୍ୱଲପୁର, ଗୁଣପୁର-ବିଶାଖାପାଟଣା, ବ୍ରହ୍ମପୁର-ବିଶାଖାପାଟଣା, ଭୁବନେଶ୍ୱର-ହାୱଡା, ଭୁବନେଶ୍ୱର-ସୋନପୁର, ଭୁବନେଶ୍ୱର-ନୂଆଦିଲ୍ଲୀ(ରାଜଧାନୀ ଏକ୍ସପ୍ରେସ), ପୁରୀ-ରାଉରକେଲା, ପୁରୀ-ନାଜାମ୍‌ଦ୍ଦିନ୍‌, ପୁରୀ-ରାଉରକେଲା(ଭିବି), ପୁରୀ-ହାୱଡା, ପୁରୀ-ବଡ଼ବିଲ୍‌-ପାରାଦୀପ, ପୁରୀ-କଟକ, ପୁରୀ-ସାଲିମାର, ପୁରୀ-ଆନନ୍ଦବିହାର, ପୁରୀ-ଗୁଣପୁର, କଟକ-ଭଦ୍ରକ, କଟକ-ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ୍‌- ଖଡଗପୁର, ପାରାଦୀପ-କଟକ, ପାରାଦୀପ-କେନ୍ଦୁଝର ଗଡ଼, ପାରାଦୀପ-କଟକ, ଭଦ୍ରକ- ହାୱଡା, ଭଦ୍ରକ-ବାଲେଶ୍ୱର, ଦଶପଲ୍ଲା-ଭୁବନେଶ୍ୱର, ଗୁଣପୁର-ପୁରୀ, ବିଶାଖାପାଟଣା-ଗୁଣପୁର ପ୍ରମୁଖ ଟ୍ରେନ୍ ବାତିଲ ହୋଇଛି।

୨୬ ତାରିଖ ପାଇଁ ଅହମ୍ମଦାବ-ପୁରୀ, ନିଜାମ୍‌ଦ୍ଦିନ-ପୁରୀ, ଜୟନଗର-ପୁରୀ ପ୍ରମୁଖ ଟ୍ରେନ୍‌ ବାତିଲ କରାଯାଇଛି।

Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ସହଯୋଗୀଙ୍କ ଚକ୍ର ବ୍ୟୁହ; ମଝିରେ ଫସିଲା କଂଗ୍ରେସ

ସହଯୋଗୀଙ୍କ ଚକ୍ର ବ୍ୟୁହ; ମଝିରେ ଫସିଲା କଂଗ୍ରେସ

January 12, 2025
କେଉଁଠୁ ଟିକେଟ ପାଇବେ ଲେଖାଶ୍ରୀ ?

କେଉଁଠୁ ଟିକେଟ ପାଇବେ ଲେଖାଶ୍ରୀ ?

0
ପୁଅକୁ ଭୋଟ୍‌ ଦେବା ପାଇଁ କହିବି: ସୁର

ପୁଅକୁ ଭୋଟ୍‌ ଦେବା ପାଇଁ କହିବି: ସୁର

0
ବିଜେଡି ଛାଡ଼ିଲେ ପୂର୍ବତନ ଏମ୍‌ପି ପ୍ରଭାସ ସିଂ

ବିଜେଡି ଛାଡ଼ିଲେ ପୂର୍ବତନ ଏମ୍‌ପି ପ୍ରଭାସ ସିଂ

0
ପିଲାଙ୍କ ପାଠପଢ଼ା କେମିତି ହେବା ଉଚିତ

ପିଲାଙ୍କ ପାଠପଢ଼ା କେମିତି ହେବା ଉଚିତ

June 6, 2025
ଅପରେସନ ସ୍ପାଇଡର ଓ୍ବେବ୍

ଅପରେସନ ସ୍ପାଇଡର ଓ୍ବେବ୍

June 3, 2025
ସିଙ୍ଗାପୁରଠାରେ ଫାଇଭ ଷ୍ଟାର ଚଳଚ୍ଚିତ୍ର ମହୋତ୍ସବ ମହାସମାରୋହରେ ଆୟୋଜିତ

ସିଙ୍ଗାପୁରଠାରେ ଫାଇଭ ଷ୍ଟାର ଚଳଚ୍ଚିତ୍ର ମହୋତ୍ସବ ମହାସମାରୋହରେ ଆୟୋଜିତ

May 29, 2025

Weather

Bhubaneswar
June 9, 2025, 5:12 am
 

SSW
Thunderstorm
34°C
2.6 m/s
Apparent: 37°C
Pressure: 1003 mb
Humidity: 90%
Winds: 2.6 m/s SSW
Windgusts: 5.9 m/s
UV-Index: 0
Precip.: 5.1mm /68% / Rain
Sunrise: 5:05 am
Sunset: 6:25 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom