• Latest
  • Trending

ବାତିଲ ହେଲା ୧୭୮ ଟ୍ରେନ୍‌

Oct-22-2024 06:15 PM IST
odisha.newsroom.in

ହର୍ମୁଜରେ ଭାରତୀୟ ଜାହାଜକୁ ଗୁଳିମାଡ଼ ପରେ ବାହାରକୁ ଆସିଲା ବିକଳ ଅଡିଓ…ଆପଣ ଆମକୁ ଅନୁମତି ଦେଇଛନ୍ତି, ପ୍ଲିଜ…

Apr-19-2026 12:41 PM IST
odisha.newsroom.in

ବଢ଼ିଲା ସରକାରୀ କର୍ମଚାରୀଙ୍କ DA, ଜାଣନ୍ତୁ ଥିଲା କେତେ, ହେଲା କେତେ

Apr-18-2026 04:39 PM IST
odisha.newsroom.in

ଆଜି ରାତିରେ ଦେଶବାସୀଙ୍କୁ କଣ କହିବେ ମୋଦି…? ସମସ୍ତଙ୍କ ନଜର

Apr-18-2026 04:17 PM IST
odisha.newsroom.in

ସୋମବାର ପୁଣି ବସିବ US – IRAN ଶାନ୍ତି ବୈଠକ, ଟ୍ରମ୍ପ କହିଲେ…

Apr-18-2026 08:28 AM IST
odisha.newsroom.in

ହର୍ମୁଜ୍ ଖୋଲିବାର କିଛି ଘଣ୍ଟା ପରେ ପୁଣି ନୂଆ ସର୍ତ୍ତ ଲଗାଇଲା IRGC

Apr-18-2026 08:05 AM IST
odisha.newsroom.in

କାଟ ଖାଇଲା ମହିଳା ସଂରକ୍ଷଣ ବିଲ୍…ମିଳିଲା ନାହିଁ ଆବଶ୍ୟକ ଭୋଟ, ଆଗକୁ କଣ ହେବ ?

Apr-18-2026 07:45 AM IST
Horoscope 2026 April 18: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 April 18: ଜାଣନ୍ତୁ ଆଜିର ରାଶିଫଳ…

Apr-18-2026 07:29 AM IST
odisha.newsroom.in

Strait of Hormuz କୁ ନେଇ ଇରାନର ବଡ଼ ଘୋଷଣା, ବିଶ୍ୱ ତୈଳ ବଜାରରେ ଉତ୍ସାହ

Apr-17-2026 06:53 PM IST
odisha.newsroom.in

ମୁଖ୍ୟମନ୍ତ୍ରୀ ଆସନରେ ବସୁ ବସୁ ହତ୍ୟା ଧମକ, କାହାର ଏ ଅଜଣା କଲ୍ ?

Apr-17-2026 03:40 PM IST
odisha.newsroom.in

ଅସହ୍ୟ ତାତିରେ ଆଉଟୁପାଉଟୁ ସାରା ଓଡ଼ିଶା…ପାଣିପାଗ ବିଭାଗ କହୁଛି…

Apr-17-2026 03:05 PM IST
  • About
  • Careers
  • Contact Us
Sunday, April 19, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home Uncategorized

ବାତିଲ ହେଲା ୧୭୮ ଟ୍ରେନ୍‌

by M M
Oct-22-2024 06:15 PM IST
in Uncategorized
0
491
SHARES
1.4k
VIEWS
Share on FacebookShare on Twitter

ବାତ୍ୟା ‘ଦାନା’ ପାଇଁ  ମୋଟ ୧୭୮ଟି ଟ୍ରେନ ବାତିଲ ହୋଇଛି। ୨୩, ୨୪ ଓ ୨୫ ତାରିଖ ମଧ୍ୟରେ ମୋଟ ୧୭୮ ଟ୍ରେନ୍‌ ବାତିଲ କରାଯାଇଛି। ସେଥିରେ ଅପ୍‌ ଟ୍ରେନ୍‌ ୮୫ ଥିବା ବେଳେ ଡାଉନ୍‌ ଟ୍ରେନ୍‌ ୯୩ଟି ରହିଛି।

୨୩ ତାରିଖରେ ବାତିଲ ହୋଇଥିବା ଟ୍ରେନ୍‌ ଭିତରେ ରହିଛି

କାମାକ୍ଷା-ବାଙ୍ଗାଲୁରୁ,

ନୂଆଦିଲ୍ଲୀ-ଭୁବନେଶ୍ୱର,

ଋଷିକେଷ-ପୁରୀ,

ନୂଆଦିଲ୍ଲୀ-ପୁରୀ,

କୋଲକାତା-ପୁରୀ,

ସିକନ୍ଦରାବାଦ-ଭୁବନେଶ୍ୱର,

ଚେନ୍ନାଇ ସେଣ୍ଟ୍ରେଲ-ହାୱାଡ଼ା,

ପଣ୍ଡିଚେରୀ-ଭୁବନେଶ୍ୱର,

ଏସ୍‌ବିସି-ଭୁବନେଶ୍ୱର,

CSURATM-BHUBANESWAR,

ଗାନ୍ଧିଧାମ-ପୁରୀ,

ସୁରତ-ବ୍ରହ୍ମପୁର ପ୍ରମୁଖ।

ସେହିପରି ୨୪ ତାରିଖରେ ସାଲିମାର-ପୁରୀ, ହାୱଡ଼ା-ଭୁବନେଶ୍ୱର, ହାୱଡ଼ା-ପୁରୀ, ପାଟନା-ପୁରୀ, ସାଲିମାର-ପୁରୀ, ଭଞ୍ଜପୁର-ପୁରୀ, ହାୱଡ଼ା-ପୁରୀ, ଆନନ୍ଦବିହାର-ପୁରୀ ବାତିଲ ହୋଇଛି ।

ହାୱଡା-ଭଦ୍ରକ, ବାଲେଶ୍ୱର-ଭଦ୍ରକ, ଖଡ଼କପୁର-ଭଦ୍ରକ, ଭଦ୍ରକ-କଟକ, ଭଦ୍ରକ-କଟକ, ଖଡଗପୁର-ଯାଜପୁର କେନ୍ଦୁଝର ରୋଡ୍‌, ସମ୍ୱଲପୁର-ପୁରୀ, ରାଉରକେଲା-ଭୁବନେଶ୍ୱର, ରାଉରକେଲା-ପୁରୀ, ରାଉରକେଲା-ପୁରୀ(ଭିବି), ସମ୍ୱଲପୁର-ସାଲିମାର, ହଟିଆ-ପୁରୀ, ରାଉରକେଲା-ଗୁଣପୁର, ଏଲ୍‌ଟିଟି-ପୁରୀ, ଦୀଘା-ପୁରୀ, ବଡବିଲ୍‌-ପୁରୀ ଟ୍ରେନ ବାତିଲ ହୋଇଛି ।

ଟାଟା ନଗର-ବ୍ରହ୍ମପୁର, କେନ୍ଦୁଝର ଗଡ଼-ପୁରୀ, ପାରାଦୀପ-ପୁରୀ, କଟକ-ପଲାସା, କଟକ-ପୁରୀ, କଟକ-ଗୁଣପୁର, କଟକ-ପାରାଦୀପ, କଟକ- ପରାଦୀପ, ଭୁବନେଶ୍ୱର- ଦଶପଲ୍ଲା, ବ୍ରହ୍ମପୁର-ସୁରତ, ଗୁଣପୁର-ବିଶାଖାପାଟଣା, ପଲାସା- ବିଶାଖାପାଟଣା, ଭୁବନେଶ୍ୱର-ଜୁନାଗଡ଼ ରୋଡ୍‌, ଭୁବନେଶ୍ୱର- ଜଗଦଲପୁର, ପୁରୀ-ଗୁଣପୁର, ରାଉରକେଲା-ପୁରୀ, ବ୍ରହ୍ମପୁର-ଭୁବନେଶ୍ୱର ଟ୍ରେନ ବାତିଲ ହୋଇଛି ।

ବିଶାଖାପାଟଣା-ଭୁବନେଶ୍ୱର(ଭିବି), ବିଶାଖାପାଟଣା-ଦୀଘା, ଗୁଣପୁର-ରାଉରକେଲା, ବିଶାଖାପାଟଣା-ଭୁବନେଶ୍ୱର, ବିଶାଖାପାଟଣା-ବ୍ରହ୍ମପୁର, ଜୁନାଗଡ଼ ରୋଡ୍‌- ଭୁବନେଶ୍ୱର, ପଲାସା-କଟକ, ଜଗଦଲପୁର-ଭୁବନେଶ୍ୱର, ପଲାସା-କଟକ, ପଲାସା-ଭୁବନେଶ୍ୱର, ଗୁଣପୁର-ପୁରୀ, ଭୁବନେଶ୍ୱର-ବାଲେଶ୍ୱର, ଭୁବନେଶ୍ୱର-ଧାନବାଦ, ଭୁବନେଶ୍ୱର-ବ୍ରହ୍ମପୁର, ପୁରୀ-ଜୟନଗର, ପୁରୀ-ସମ୍ୱଲପୁର ଟ୍ରେନ ବାତିଲ ହୋଇଛି ।

ପୁରୀ-ଅନୁଗୋଳ, ପୁରୀ-ତାଳଚେର, ପୁରୀ-ଅହମ୍ମଦାବାଦ, ପୁରୀ-ଦଶପଲ୍ଲା, ପୁରୀ-ଟିପିଟିୱାଇ, ପୁରୀ-ଦୀଘା, ପୁରୀ-ସିଆଲ୍‌ଦା, ପୁରୀ-ସୋନପୁର, ପୁରୀ-ହାଟିଆ, ପୁରୀ-ଋଷିକେଷ, ପୁରୀ-ନୂଆଦିଲ୍ଲୀ, ପୁରୀ-ସାଲିମାର, ପୁରୀ-ଆଜମେର୍‌, ପୁରୀ-ଖୋର୍ଦ୍ଧା ରୋଡ୍‌, ଖୋର୍ଦ୍ଧାରୋଡ଼-କେନ୍ଦୁଝର ଗଡ଼, ପାରାଦୀପ-କଟକ, ଭଦ୍ରକ-ଖଡ଼ଗପୁର, ବିଶାଖାପାଟଣା-ପଲାସା, ଭୁବନେଶ୍ୱର-ହାୱାଡା, ପୁରୀ-ସାଲିମାର, ପୁରୀ-ହାୱାଡ଼ା, ବିଶାଖାପାଟଣା-ବ୍ରହ୍ମପୁର, ପୁରୀ-ରାଉରକେଲା ପ୍ରମୁଖ ଟ୍ରେନ୍‌ ବାତିଲ ହୋଇଛି।

୨୫ ତାରିଖରେ ଭଦ୍ରକ-ପଲାସା, ଜଳେଶ୍ୱର-ପୁରୀ, ବାଙ୍ଗିରିପୋଷୀ-ପୁରୀ, ଖଡଗପୁର-ଖୋର୍ଦ୍ଧା ରୋଡ୍‌, ହାୱଡା-ପୁରୀ, କେନ୍ଦୁଝର ଗଡ଼-ଖୋର୍ଦ୍ଧା ରୋଡ୍‌, ଦୀଘା-ବିଶାଖାପାଟଣା, ଭୁବନେଶ୍ୱର-ବିଶାଖାପାଟଣା, ବ୍ରହ୍ମପୁର-ବିଶାଖାପାଟଣା, ଦଶପଲ୍ଲା-ପୁରୀ, ସୋନପୁର-ପୁରୀ, ସାଲିମାର-ପୁରୀ, ହାୱଡ଼ା-ପୁରୀ, ସାଲିମାର-ପୁରୀ, ସାଲିମାର-ସମ୍ୱଲପୁର, ଗୁଣପୁର-ବିଶାଖାପାଟଣା, ବ୍ରହ୍ମପୁର-ବିଶାଖାପାଟଣା, ଭୁବନେଶ୍ୱର-ହାୱଡା, ଭୁବନେଶ୍ୱର-ସୋନପୁର, ଭୁବନେଶ୍ୱର-ନୂଆଦିଲ୍ଲୀ(ରାଜଧାନୀ ଏକ୍ସପ୍ରେସ), ପୁରୀ-ରାଉରକେଲା, ପୁରୀ-ନାଜାମ୍‌ଦ୍ଦିନ୍‌, ପୁରୀ-ରାଉରକେଲା(ଭିବି), ପୁରୀ-ହାୱଡା, ପୁରୀ-ବଡ଼ବିଲ୍‌-ପାରାଦୀପ, ପୁରୀ-କଟକ, ପୁରୀ-ସାଲିମାର, ପୁରୀ-ଆନନ୍ଦବିହାର, ପୁରୀ-ଗୁଣପୁର, କଟକ-ଭଦ୍ରକ, କଟକ-ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ୍‌- ଖଡଗପୁର, ପାରାଦୀପ-କଟକ, ପାରାଦୀପ-କେନ୍ଦୁଝର ଗଡ଼, ପାରାଦୀପ-କଟକ, ଭଦ୍ରକ- ହାୱଡା, ଭଦ୍ରକ-ବାଲେଶ୍ୱର, ଦଶପଲ୍ଲା-ଭୁବନେଶ୍ୱର, ଗୁଣପୁର-ପୁରୀ, ବିଶାଖାପାଟଣା-ଗୁଣପୁର ପ୍ରମୁଖ ଟ୍ରେନ୍ ବାତିଲ ହୋଇଛି।

୨୬ ତାରିଖ ପାଇଁ ଅହମ୍ମଦାବ-ପୁରୀ, ନିଜାମ୍‌ଦ୍ଦିନ-ପୁରୀ, ଜୟନଗର-ପୁରୀ ପ୍ରମୁଖ ଟ୍ରେନ୍‌ ବାତିଲ କରାଯାଇଛି।

Share196Tweet123
M M

M M

ଆଜିର ପାଗ

Bhubaneswar
April 19, 2026, 8:28 PM
 

S
Overcast
28°C
2.5 m/s
Apparent: 33°C
Pressure: 1007 mb
Humidity: 88%
Winds: 2.5 m/s S
Windgusts: 9.5 m/s
UV-Index: 0
Precip.: 0mm /8% / Rain
Sunrise: 5:25 AM
Sunset: 6:06 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom