• Latest
  • Trending
Horoscope 2026 April 27: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 April 27: ଜାଣନ୍ତୁ ଆଜିର ରାଶିଫଳ…

Apr-27-2026 09:55 AM IST
odisha.newsroom.in

କର୍ମଚାରୀଙ୍କ ପାଇଁ ନିଆରା ନିୟମ କଲେ କମ୍ପାନୀ ଫାଉଣ୍ଡର…ଅଫିସ ‘ପିକନିକ୍’ ଡେଲି

Apr-30-2026 03:36 PM IST
odisha.newsroom.in

ବିଧାନସଭାରେ ‘କଙ୍କାଳ’ ଝଡ଼: ସ୍ୱତନ୍ତ୍ର ଅଧିବେଶନ ଆରମ୍ଭରୁ ହୋହଲ୍ଲା

Apr-30-2026 01:05 PM IST
odisha.newsroom.in

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ଘୋର ଆର୍ଥିକ ସଙ୍କଟରେ ଘାଣ୍ଟି ହେଉଛି ପାକିସ୍ତାନ…ସରିଫ କହିଲେ…

Apr-30-2026 12:40 PM IST
odisha.newsroom.in

ପ୍ରକାଶ ପାଇଲା ICSE ରେଜଲ୍ଟ: ଜାଣନ୍ତୁ କେମିତି ଓ କେଉଁଠି ଦେଖିବେ ପରୀକ୍ଷାଫଳ

Apr-30-2026 12:11 PM IST
odisha.newsroom.in

ଇରାନର ଚେତାବନୀ…ଏମିତି ଅସ୍ତ୍ର ପ୍ରୟୋଗ କରିବୁ ଆମେରିକାର “ହାର୍ଟ ଆଟାକ୍” ଆସିପାରେ…

Apr-30-2026 11:40 AM IST
odisha.newsroom.in

ତାତିରୁ ମିଳିବ ତ୍ରାହି: କମିବ ପାରଦ…କାଳବୈଶାଖୀ ସହ କୁଆପଥର ବର୍ଷା ଚେତାବନୀ

Apr-30-2026 10:59 AM IST
Horoscope 2026 April 30: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 April 30: ଜାଣନ୍ତୁ ଆଜିର ରାଶିଫଳ…

Apr-30-2026 10:33 AM IST
odisha.newsroom.in

ନିର୍ବାଚନ ଶେଷ…କିଏ ଦଖଲ କରିବ କେଉଁ ରାଜ୍ୟ…କଣ କହୁଛି EXIT POLL ?

Apr-29-2026 06:58 PM IST
odisha.newsroom.in

ପଶ୍ଚିମବଙ୍ଗରେ ରେକର୍ଡ ମତଦାନ…ଦାଦା ନା ଦିଦି…କିଏ ଗଢ଼ିବେ ସରକାର ?

Apr-29-2026 05:52 PM IST
odisha.newsroom.in

ହାଇକୋର୍ଟରେ ଚାଲିଥିଲା ଅନଲାଇନ୍ ଶୁଣାଣି…ହଠାତ ପ୍ଳେ ହେଲା ପର୍ଣ୍ଣ ଭିଡ଼ିଓ…

Apr-29-2026 03:46 PM IST
  • About
  • Careers
  • Contact Us
Thursday, April 30, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଆପଣଙ୍କ ଭାଗ୍ୟ

Horoscope 2026 April 27: ଜାଣନ୍ତୁ ଆଜିର ରାଶିଫଳ…

by M M
Apr-27-2026 09:55 AM IST
in ଆପଣଙ୍କ ଭାଗ୍ୟ
0
Horoscope 2026 April 27: ଜାଣନ୍ତୁ ଆଜିର ରାଶିଫଳ…
491
SHARES
1.4k
VIEWS
Share on FacebookShare on Twitter

୨୭ ଏପ୍ରିଲ ୨୦୨୬, ‌ସୋମବାର। ତିଥି: ବୈଶାଖ ଶୁକ୍ଳ ଏକାଦଶୀ। ନକ୍ଷତ୍ର: ପୂର୍ବାଫାଲ୍‌ଗୁନୀ। ଚନ୍ଦ୍ର: ସିଂହ। ଶମ୍ଭୁ / ମୋହିନୀ ଏକାଦଶୀ (ସର୍ବସମ୍ମତ)। ସୂର୍ଯ୍ୟୋଦୟ: ୫ଟା୨୪, ସୂର୍ଯ୍ୟାସ୍ତ: ୬ଟା୪। ଘାତଚନ୍ଦ୍ର: କର୍କଟ ଓ ମକର। ଘାତବାର: ମିଥୁନ। ଶୁଭବେଳା: ପ୍ରାତଃ ୫ଟା୨୪ରୁ ୬ଟା୫୯, ଦିବା ୧୦ଟା୨୮ରୁ ୧ଟା, ଦିବା ୪ଟା୨୯ରୁ ୫ଟା୧୪, ସନ୍ଧ୍ୟା ୬ଟା୫୦ରୁ ୯ଟା୫, ରାତ୍ରି ୧୧ଟା୪୪ରୁ ୨ଟା୨୨ ପର୍ଯ୍ୟନ୍ତ।

ମେଷ: ବ୍ୟବସାୟ ବଢ଼ାଇବାର ଯୋଜନା ପ୍ରସ୍ତୁତି ପାଇଁ ଅନୁକୂଳ ସମୟ। ସରକାରୀ ଚାକିରିଆଙ୍କ ଉପରେ କାମର ବୋଝ ଅଧିକ ରହିବ। ଛାତ୍ରଛାତ୍ରୀଙ୍କର ପଢ଼ାରେ ମନ ଲାଗିବ।‌


ବୃଷ: ପରିବାର ପାଇଁ କିଛି ସମୟ ଦେଇ ବାତାବରଣକୁ ମଧୁର ରଖନ୍ତୁ। କାର୍ଯ୍ୟର ସଫଳତା ଆପଣଙ୍କ କ୍ଳାନ୍ତି ଦୂର କରିଦେବ। ଛାତ୍ରଛାତ୍ରୀ କ୍ୟାରିଅରରେ ମନମୁତବାକ ପରିଣାମ ପାଇବେ। ‌


ମିଥୁନ: ଭାବପ୍ରବଣ ହୋଇ କୌଣସି ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ବିକାଶ ଲାଗି ବ୍ୟବସାୟରେ ପରିବର୍ତ୍ତନ ଆଣିବା ଜରୁରି। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। 


କର୍କଟ: ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ପ୍ରଭାବିତ ହେବେ। ଅନ୍ୟମାନଙ୍କ ମାମଲାରେ ହସ୍ତକ୍ଷେପ କରନ୍ତୁ ନାହିଁ। ଛାତ୍ରଛାତ୍ରୀ ପାଠପଢ଼ାରେ ବିଶେଷ ଧ୍ୟାନ ଦେବେ।  


ସିଂହ: ଦିନଟି ଶାନ୍ତିପୂର୍ଣ୍ଣ ରହିବ। ନିଜ କାମରେ ସୁଧାର ଆଣିବାରେ ଆପଣଙ୍କର ପୂରା ଧ୍ୟାନ ରହିବ। ବ୍ୟବହାର କୁଶଳତା ଆର୍ଥିକ ଓ ବ୍ୟାବସାୟିକ ସଫଳତା ପ୍ରଦାନ କରିବ। 


କନ୍ୟା: କିଛି ସମୟ ଆଧ୍ୟାତ୍ମିକ ଗତିବିଧିରେ ବିତାଇ ମାନସିକ ଶାନ୍ତି ପାଇବେ। ଶୁଭ ଖବର ମିଳିବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। 


ତୁଳା: କୌଣସି ବ୍ୟକ୍ତିଙ୍କ ସଂପର୍କରେ ଭାବି ରୋମାଞ୍ଚିତ ହେବେ। କର୍ତ୍ତୃପକ୍ଷଙ୍କ କଥାକୁ ଗମ୍ଭୀରତାର ସହ ନିଅନ୍ତୁ। ବ୍ୟକ୍ତିଗତ ସମସ୍ୟା ଯୋଗୁଁ ବ୍ୟବସାୟକୁ ସମୟ ଦେଇ ପାରିବେ ନାହିଁ। 

ବିଛା: ଆଖପାଖର ଲୋକଙ୍କ ସହିତ ବ୍ୟବହାର ଭଲ ରହିବ। ଧାର୍ମିକ ସ୍ଥାନକୁ ଯିବା ପାଇଁ ଯୋଜନା କରିବେ। ନୂଆ କାମ ଆରମ୍ଭ କରିବାରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ପାଇବେ। 


ଧନୁ: ବଡ଼ଙ୍କର ଆଶୀର୍ବାଦ ଯୋଗୁଁ ଆପଣଙ୍କର ସକାରାତ୍ମକ ଶକ୍ତି ବଢ଼ିବ। କୌଣସି ବିଷମ ପରିସ୍ଥିତିରେ ଭୟଭୀତ ନହୋଇ ତା’ର ସମାଧାନ ପାଇଁ ପ୍ରୟାସ କରନ୍ତୁ, ସବୁ ଠିକ୍ ହୋଇଯିବ।

 
ମକର: ବ୍ୟାବସାୟିକ ଯୋଜନାରେ ପରିବର୍ତ୍ତନ କରିବା ଜରୁରି। ଆପଣଙ୍କର ଆୟ ପୂର୍ବ ଭଳି ରହିବ। ଚାକିରିଆଙ୍କ ବଦଳିର ଯୋଗ ରହିଛି। ପରିବାରରେ ଶାନ୍ତିପୂର୍ଣ୍ଣ ପରିବେଶ ରହିବ। 


କୁମ୍ଭ: ଅତ୍ୟଧିକ କାର୍ଯ୍ୟଭାର ରହିବ। ସଂପର୍କକୁ ଅଧିକ ସୁଦୃଢ଼ କରନ୍ତୁ। କାହାରି ପରାମର୍ଶ ମିଳିବା ଯୋଗୁଁ ଆପଣଙ୍କର ସାହସ ବଢ଼ିବ। ବେପାରରେ ଲାଭ ହେବ। 


ମୀନ: ପାରିବାରିକ ସଂପତ୍ତି ବିବାଦର ସମାଧାନ ହୋଇପାରେ। ପରିସ୍ଥିତି ଆପଣଙ୍କ ଲାଗି ଅନୁକୂଳ ହୋଇଯିବ। ଭାଇ ଭଉଣୀର ସହଯୋଗ ପାଇବେ। ଅଫିସରେ କିଛି ନୂଆ କାମ କରିପାରନ୍ତି।

Tags: daily horoscopehoroscopehoroscope today
Share196Tweet123
M M

M M

ଆଜିର ପାଗ

Bhubaneswar
April 30, 2026, 3:58 PM
 

SSW
Thunderstorm
32°C
5.2 m/s
Apparent: 32°C
Pressure: 1005 mb
Humidity: 79%
Winds: 5.2 m/s SSW
Windgusts: 14.4 m/s
UV-Index: 0
Precip.: 0mm /27% / Rain
Sunrise: 5:17 AM
Sunset: 6:09 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom