• Latest
  • Trending
Horoscope 2026 April 29: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 April 29: ଜାଣନ୍ତୁ ଆଜିର ରାଶିଫଳ…

Apr-29-2026 10:34 AM IST
odisha.newsroom.in

ଫସିଲେ ରିୟାନ ପରାଗ…ଅଶୋଭନୀୟ ଆଚରଣ ପାଇଁ ମିଳିଲା ଏହି ଦଣ୍ଡ

Apr-30-2026 05:12 PM IST
odisha.newsroom.in

ସାବଧାନ…ଆପଣଙ୍କ ବ୍ୟକ୍ତିଗତ ମେସେଜ ପଢୁଛି WhatsApp…ମିଳିଲା ପ୍ରମାଣ…

Apr-30-2026 04:37 PM IST
odisha.newsroom.in

କର୍ମଚାରୀଙ୍କ ପାଇଁ ନିଆରା ନିୟମ କଲେ କମ୍ପାନୀ ଫାଉଣ୍ଡର…ଅଫିସ ‘ପିକନିକ୍’ ଡେଲି

Apr-30-2026 03:36 PM IST
odisha.newsroom.in

ବିଧାନସଭାରେ ‘କଙ୍କାଳ’ ଝଡ଼: ସ୍ୱତନ୍ତ୍ର ଅଧିବେଶନ ଆରମ୍ଭରୁ ହୋହଲ୍ଲା

Apr-30-2026 01:05 PM IST
odisha.newsroom.in

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ଘୋର ଆର୍ଥିକ ସଙ୍କଟରେ ଘାଣ୍ଟି ହେଉଛି ପାକିସ୍ତାନ…ସରିଫ କହିଲେ…

Apr-30-2026 12:40 PM IST
odisha.newsroom.in

ପ୍ରକାଶ ପାଇଲା ICSE ରେଜଲ୍ଟ: ଜାଣନ୍ତୁ କେମିତି ଓ କେଉଁଠି ଦେଖିବେ ପରୀକ୍ଷାଫଳ

Apr-30-2026 12:11 PM IST
odisha.newsroom.in

ଇରାନର ଚେତାବନୀ…ଏମିତି ଅସ୍ତ୍ର ପ୍ରୟୋଗ କରିବୁ ଆମେରିକାର “ହାର୍ଟ ଆଟାକ୍” ଆସିପାରେ…

Apr-30-2026 11:40 AM IST
odisha.newsroom.in

ତାତିରୁ ମିଳିବ ତ୍ରାହି: କମିବ ପାରଦ…କାଳବୈଶାଖୀ ସହ କୁଆପଥର ବର୍ଷା ଚେତାବନୀ

Apr-30-2026 10:59 AM IST
Horoscope 2026 April 30: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 April 30: ଜାଣନ୍ତୁ ଆଜିର ରାଶିଫଳ…

Apr-30-2026 10:33 AM IST
odisha.newsroom.in

ନିର୍ବାଚନ ଶେଷ…କିଏ ଦଖଲ କରିବ କେଉଁ ରାଜ୍ୟ…କଣ କହୁଛି EXIT POLL ?

Apr-29-2026 06:58 PM IST
  • About
  • Careers
  • Contact Us
Thursday, April 30, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଆପଣଙ୍କ ଭାଗ୍ୟ

Horoscope 2026 April 29: ଜାଣନ୍ତୁ ଆଜିର ରାଶିଫଳ…

by M M
Apr-29-2026 10:34 AM IST
in ଆପଣଙ୍କ ଭାଗ୍ୟ
0
Horoscope 2026 April 29: ଜାଣନ୍ତୁ ଆଜିର ରାଶିଫଳ…
491
SHARES
1.4k
VIEWS
Share on FacebookShare on Twitter

୨୯ ଏପ୍ରିଲ ୨୦୨୬, ‌ବୁଧବାର। ତିଥି: ବୈଶାଖ ଶୁକ୍ଳ ତ୍ରୟୋଦଶୀ। ନକ୍ଷତ୍ର: ହସ୍ତା। ଚନ୍ଦ୍ର: କନ୍ୟା। ଶିବ ପ୍ରଦୋଷ ବ୍ରତ। ସୂର୍ଯ୍ୟୋଦୟ: ୫ଟା୨୨, ସୂର୍ଯ୍ୟାସ୍ତ: ୬ଟା୫। ଘାତଚନ୍ଦ୍ର: ବୃଷ। ଘାତବାର: କର୍କଟ। ଶୁଭବେଳା: ପ୍ରାତଃ ୫ଟା୨୨ରୁ ୭ଟା୪, ଦିବା ୧୦ଟା୮ରୁ ୧୧ଟା୧୮, ଦିବା ୧ଟା୫୧ରୁ ୫ଟା୧୪, ସନ୍ଧ୍ୟା ୬ଟା୫୦ରୁ ୧୦ଟା୩୬, ରାତ୍ରି ୧ଟା୩୬ରୁ ୨ଟା୩୩, ରାତ୍ରି ୩ଟା୫୭ରୁ ୫ଟା୨୨ ପର୍ଯ୍ୟନ୍ତ।

ମେଷ: ଭବନ ନିର୍ମାଣ କରୁଥିବା ଲୋକ ନୂଆ କାମ ପାଇବେ। ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ଶତ୍ରୁମାନେ ଦବି ରହିବେ। କ୍ୟାରିୟରରେ ସଫଳତା ହାସଲ ହେବ। ଛାତ୍ରଙ୍କ ଲାଗି ଦିନଟି ସାମାନ୍ୟ ରହିବ। ‌ନିର୍ମାଣ

ବୃଷ: ସାଜସରଞ୍ଜାମ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଜୀବନସାଥୀ ସହିତ ବାହାରକୁ ବୁଲି ଯିବେ। କିଛି କାମରେ ଅଧିକ ସମୟ ଲାଗିବ। କୌଣସି ବ୍ୟକ୍ତିର ମତ ଆପଣଙ୍କ ଲାଗି  ଶୁଭ ସାବ୍ୟସ୍ତ ହେବ। ‌

ମିଥୁନ: କେହି ବନ୍ଧୁ ଆପଣଙ୍କ ସହ ମିଶିବା ପାଇଁ ଆପଣଙ୍କ ଘରକୁ ଆସିବେ। ଅଧୁରା କାମ ସଂପୂର୍ଣ୍ଣ ହେବ। କିଛି ମହତ୍ବପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ ହେବ। ଗୃହ ସଂପତ୍ତି କିଣିବା ଯୋଗ ଅଛି। 

କର୍କଟ: ଆପଣଙ୍କୁ ଉନ୍ନତି ପାଇଁ କିଛି ନୂଆ ସାଧନ ମିଳିବ। ରାଜନୀତି ଲୋକଙ୍କର ସମାଜରେ ପ୍ରଭାବ ବଢ଼ିବ। କୌଣସି ବିଶେଷ କାର୍ଯ୍ୟ କରିବା ପାଇଁ ମନ ବନାଇବେ। ଛାତ୍ରଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ। 

ସିଂହ: ସମାଜରେ ଆପଣଙ୍କୁ ଉଚିତ ଆଦର ସମ୍ମାନ  ମିଳିବ। ବନ୍ଧୁ ମାଧ୍ୟମରେ ଆପଣଙ୍କର କୌଣସି କାମ ସଂପୂର୍ଣ୍ଣ ହେବ। ଆର୍ଥିକ ରୂପେ ଆପଣଙ୍କୁ ଲାଭ ମିଳିବ। ବିବାହିତଙ୍କର ଦିନଟି ଭଲରେ ବିତିବ। 

କନ୍ୟା: ବ୍ୟବସାୟରେ ବକେୟା ଅର୍ଥ ପାଇବେ। ପରିବାର ଲୋକ ଆପଣଙ୍କର ପ୍ରତ୍ୟେକ ଫଇସଲାରେ ସାଥ ଦେବେ। ଅଫିସରେ ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିବେ। ସ୍ବାସ୍ଥ୍ୟ ପ୍ରାୟ ଭଲ ରହିବ।

ତୁଳା: କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ଜୀବନସାଥୀ ସହିତ ରାତ୍ରିଭୋଜନ ପାଇଁ ହୋଟେଲକୁ ଯିବେ। କ୍ୟାରିୟର ପାଇଁ କୌଣସି ସୁବର୍ଣ୍ଣ ସୁଯୋଗ ପାଇବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। 

ବିଛା: ପରିବାର ଲୋକଙ୍କ ସହ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। କୌଣସି ଶୁଭ ସୂଚନା ପାଇବେ। ଆପଣଙ୍କ କାମରେ ନୂତନତ୍ବ ଆସିବ।   ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। 

ଧନୁ: ସାମାଜିକ କାର୍ଯ୍ୟରେ ଯୋଗଦାନ ଦେବେ। ବେପାରରେ ଲାଭ ହେବ। ପରିବାରରେ କୌଣସି କାମ ପାଇଁ ଅଧିକ ଯାତୟାତ କରିବେ। କୋର୍ଟ କଚେରି ମାମଲାରେ କୌଣସି ବରିଷ୍ଠଙ୍କ ସାହାଯ୍ୟ ନେବେ। 

ମକର: ନିଜକୁ ଶକ୍ତି ଭରା ଅନୁଭବ କରିବେ। ଆପଣଙ୍କୁ ଆନନ୍ଦ ଅନୁଭୂତି ହେବ। ବ୍ୟବସାୟରେ ଲାଭ ପହଞ୍ଚାଇବା ଲୋକ ପାଇବେ। କାମରେ ଦୂରସ୍ଥାନକୁ ଯିବେ। ନୂଆ ଘର କିଣିବା ଲାଗି ଭାବିବେ।‌ 

କୁମ୍ଭ: ବ୍ୟବସାୟ କ୍ଷେତ୍ରରେ କିଛି ଲୋକଙ୍କ ସାହାଯ୍ୟ ପାଇବେ। ସାମାଜିକ ଜୀବନ ସବୁ ପ୍ରକାର ଭଲ ରହିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାମର ପ୍ରଶଂସା ହେବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ବଢ଼ିଆ ରହିବ। 

ମୀନ: ନିଜର କାର୍ଯ୍ୟସୂଚୀ ପରିବର୍ତ୍ତନ କରିବେ। ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ଦାମ୍ପତ୍ୟ  ଜୀବନ ସୁଖକର ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। 

Tags: daily horoscopehoroscope today
Share196Tweet123
M M

M M

ଆଜିର ପାଗ

Bhubaneswar
April 30, 2026, 8:17 PM
 

S
Thunderstorm
29°C
3.4 m/s
Apparent: 32°C
Pressure: 1005 mb
Humidity: 79%
Winds: 3.4 m/s S
Windgusts: 12.5 m/s
UV-Index: 0
Precip.: 0mm /27% / Rain
Sunrise: 5:17 AM
Sunset: 6:09 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom