ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।କହିଛନ୍ତି, ଗତ ୫ ବର୍ଷରେ ବର୍ତମାନର ସାଂସଦ କିଛି ବଡ଼ କାମ କରିନାହାନ୍ତି । ଏକାମ୍ର ଓ ଲିଙ୍ଗରାଜ ମନ୍ଦିରର ରୂପାନ୍ତରିକରଣ କାମକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ । https://www.youtube.com/watch?v=6_q4zex1IHQ