• Latest
  • Trending
ହିନ୍ଦୁ ଉପରେ ମନ୍ତବ୍ୟକୁ ନେଇ ରାହୁଲ କ୍ଷମାମାଗନ୍ତୁ : ବିଜେପି

ହିନ୍ଦୁ ଉପରେ ମନ୍ତବ୍ୟକୁ ନେଇ ରାହୁଲ କ୍ଷମାମାଗନ୍ତୁ : ବିଜେପି

July 2, 2024
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଗର୍ଜିଲା କଂଗ୍ରେସ

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଗର୍ଜିଲା କଂଗ୍ରେସ

June 30, 2025
ବିଜେପି ରାଜ୍ୟ ସଭାପତି ନିର୍ବାଚନ ସ୍ଥଗିତ

ବିଜେପି ରାଜ୍ୟ ସଭାପତି ନିର୍ବାଚନ ସ୍ଥଗିତ

June 30, 2025
ବଦଳିଲେ ଏସପି, ଜିଲ୍ଲାପାଳ

ବଦଳିଲେ ଏସପି, ଜିଲ୍ଲାପାଳ

June 30, 2025
ଭୁବନେଶ୍ବର ମହାନଗର ନିଗମ ଅଫିସରେ ଅଧିକାରୀଙ୍କୁ ମାଡ଼ ; ଧାରଣାରେ ବସିଲେ କର୍ମଚାରୀ

ଭୁବନେଶ୍ବର ମହାନଗର ନିଗମ ଅଫିସରେ ଅଧିକାରୀଙ୍କୁ ମାଡ଼ ; ଧାରଣାରେ ବସିଲେ କର୍ମଚାରୀ

June 30, 2025
ଲିଡ୍‌ସ ଲଢ଼େଇରେ ଜିତିଲା ଇଂଲଣ୍ଡ

ଲିଡ୍‌ସ ଲଢ଼େଇରେ ଜିତିଲା ଇଂଲଣ୍ଡ

June 25, 2025
ମହାକାଶଯାତ୍ରାରେ ଶୁଭାଂଶୁ ଶୁକ୍ଲା

ମହାକାଶଯାତ୍ରାରେ ଶୁଭାଂଶୁ ଶୁକ୍ଲା

June 25, 2025
ଆକାଶରେ ଅଦୃଶ୍ୟ ଯୁଦ୍ଧ ବିମାନ-ବି-2

ଆକାଶରେ ଅଦୃଶ୍ୟ ଯୁଦ୍ଧ ବିମାନ-ବି-2

June 24, 2025

June 20, 2025

ଆସୁଛନ୍ତି ମୋଦୀ: 2 ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ

June 20, 2025
ଆସନ୍ତାକାଲି ଦିନ ୧୦ଟାରେ ଚିକିତ୍ସା ପାଇଁ ମୁମ୍ବାଇ ବାହାରିବେ ନବୀନ

ଆସନ୍ତାକାଲି ଦିନ ୧୦ଟାରେ ଚିକିତ୍ସା ପାଇଁ ମୁମ୍ବାଇ ବାହାରିବେ ନବୀନ

June 19, 2025
  • About
  • Careers
  • Contact Us
Monday, June 30, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ହିନ୍ଦୁ ଉପରେ ମନ୍ତବ୍ୟକୁ ନେଇ ରାହୁଲ କ୍ଷମାମାଗନ୍ତୁ : ବିଜେପି

by M M
July 2, 2024
in ଦେଶ ବିଦେଶ, ବଡ଼ ଖବର, ରାଜନୀତି
0
ହିନ୍ଦୁ ଉପରେ ମନ୍ତବ୍ୟକୁ ନେଇ ରାହୁଲ କ୍ଷମାମାଗନ୍ତୁ : ବିଜେପି
491
SHARES
1.4k
VIEWS
Share on FacebookShare on Twitter

ନୂଆଦିଲ୍ଲୀ: ଲୋକସଭାରେ  ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ କିଛି ବିବାଦୀୟ ମନ୍ତବ୍ୟକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଛି। ରାହୁଲ ଯାହା କହିଛନ୍ତି ତାହା ଆପତ୍ତିଜନକ ବୋଲି ବିଜେପି କହିବା ସହ କ୍ଷମାମାଗିବାକୁ ଦାବି କରିଛି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାହୁଲଙ୍କୁ ହିନ୍ଦୁଙ୍କ ଉପରେ ଏପରି କହିବା ଦୁର୍ଭାଗ୍ୟଜନକ,ଗମ୍ଭୀର ଅଭିଯୋଗ ବୋଲି ବୋଲି କହିଛନ୍ତି । ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ରାହୁଲ ସରକାରଙ୍କୁ ଯେତିକି ଟାର୍ଗେଟ କରିଥିଲେ ତାହାକୁ ଅଧିକ ମୋଦିଙ୍କୁ କଟାକ୍ଷ କରିଥିଲେ । ରାହୁଲ ବିଭିନ୍ନ ପ୍ରସଙ୍ଗରେ ମୋଦିଙ୍କୁ ଘେରିଥିଲେ। ବିରୋଧୀ ଦଳ ନେତା ହିସାବରେ  ମଣିପୁର ଦଙ୍ଗା ଠାରୁ ଆରମ୍ଭ କରି ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ପ୍ରସଙ୍ଗ ଉଠାଇଥିଲେ ।  ଅଗ୍ନିବୀର ଯୋଜନା ଆଦି ପ୍ରସଙ୍ଗ ଉଠାଇ ମୋଦି ସରକାରଙ୍କୁ ବିରୋଧ  କରିଥିଲେ। ଭଗବାନ ଶିବ, ନାନକ ଏବଂ ଅନ୍ୟ ମହାପୁରୁଷମାନଙ୍କ ଫଟୋକୁ ହାତରେ ଧରି ନିଜକୁ ହିନ୍ଦୁ ବୋଲାଉଥିବା ବ୍ୟକ୍ତିମାନେ ହିଂସ୍ର ଆଚରଣ କରୁଥିବା କହିଥିଲେ । ବିଜେପି ଏବଂ ଆରଏସ୍ଏସ୍‌କୁ ତୀବ୍ର ସମାଲୋଚନା କରିଥିଲେ। ରାହୁଲଙ୍କ ମନ୍ତବ୍ୟକୁ ପ୍ରଧାନମନ୍ତ୍ରୀ ତୀବ୍ର ବିରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଆସନରେ ଛିଡ଼ା ହୋଇ ଏହାର ପ୍ରତିବାଦ କରିଥିଲେ। ଏପରିକି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଛିଡ଼ା ହୋଇ ରାହୁଲ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ।

ରାହୁଲ କହିଥିଲେ  ନିଜକୁ ହିନ୍ଦୁ କହୁଥିବା କେତେକ ବ୍ୟକ୍ତି ଓ ସଂଗଠନ କେବଳ ହିଂସା କରୁଛନ୍ତି ।  ରାହୁଲଙ୍କ ଏହି ମନ୍ତବ୍ୟକୁ ନେଇ ସଂସଦରେ ପ୍ରବଳ ହଟ୍ଟଗୋଳ ହେବାରୁ ପ୍ରଧାନମନ୍ତ୍ରୀ ଛିଡ଼ା ହୋଇ ସମସ୍ତ ହିନ୍ଦୁ ସମୁଦାୟକୁ ହିଂସ୍ର କହିବା ଏକ ଗମ୍ଭୀର ଅଭିଯୋଗ ବୋଲି ମନ୍ତବ୍ୟ ଦେଇଥିଲେ।

ଧର୍ମ ଓ ସମ୍ବିଧାନ ସଂପର୍କରେ ମନ୍ତବ୍ୟକୁ ନେଇ ରାହୁଲଙ୍କ ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଗକୁ ଆସିଥିଲେ। ରାହୁଲ ହିନ୍ଦୁ ଧର୍ମକୁ ଅପମାନିତ କରିଥିବାରୁ ସେ କ୍ଷମା ମାଗନ୍ତୁ ବୋଲି ସେମାନେ ଦାବି କରିଥିଲେ। ରାହୁଲ ତାଙ୍କ ଉଦ୍‌ବୋଧନରେ‌ ବାଚସ୍ପତି ଓମ୍ ବିର୍ଲାଙ୍କୁ ମଧ୍ୟ ଟାର୍ଗେଟ୍ କରିଥିଲେ। ବାଚସ୍ପତି ମୋଦିଙ୍କୁ ଯେପରି ସମ୍ମାନ ଦେଉଛନ୍ତି ରାହୁଲଙ୍କୁ ସେପରି ଦେଉନଥିବା କହିଥିଲେ ।

Tags: bjpcongressmodinationalnewsnewsroompoliticsrahul
Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ସହଯୋଗୀଙ୍କ ଚକ୍ର ବ୍ୟୁହ; ମଝିରେ ଫସିଲା କଂଗ୍ରେସ

ସହଯୋଗୀଙ୍କ ଚକ୍ର ବ୍ୟୁହ; ମଝିରେ ଫସିଲା କଂଗ୍ରେସ

January 12, 2025
କେଉଁଠୁ ଟିକେଟ ପାଇବେ ଲେଖାଶ୍ରୀ ?

କେଉଁଠୁ ଟିକେଟ ପାଇବେ ଲେଖାଶ୍ରୀ ?

0
ପୁଅକୁ ଭୋଟ୍‌ ଦେବା ପାଇଁ କହିବି: ସୁର

ପୁଅକୁ ଭୋଟ୍‌ ଦେବା ପାଇଁ କହିବି: ସୁର

0
ବିଜେଡି ଛାଡ଼ିଲେ ପୂର୍ବତନ ଏମ୍‌ପି ପ୍ରଭାସ ସିଂ

ବିଜେଡି ଛାଡ଼ିଲେ ପୂର୍ବତନ ଏମ୍‌ପି ପ୍ରଭାସ ସିଂ

0
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଗର୍ଜିଲା କଂଗ୍ରେସ

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଗର୍ଜିଲା କଂଗ୍ରେସ

June 30, 2025
ବିଜେପି ରାଜ୍ୟ ସଭାପତି ନିର୍ବାଚନ ସ୍ଥଗିତ

ବିଜେପି ରାଜ୍ୟ ସଭାପତି ନିର୍ବାଚନ ସ୍ଥଗିତ

June 30, 2025
ବଦଳିଲେ ଏସପି, ଜିଲ୍ଲାପାଳ

ବଦଳିଲେ ଏସପି, ଜିଲ୍ଲାପାଳ

June 30, 2025

Weather

Bhubaneswar
June 30, 2025, 5:05 pm
 

WSW
Overcast
27°C
0.9 m/s
Apparent: 31°C
Pressure: 998 mb
Humidity: 91%
Winds: 0.9 m/s WSW
Windgusts: 7.1 m/s
UV-Index: 0
Precip.: 2.5mm /75% / Rain
Sunrise: 5:10 am
Sunset: 6:30 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom