• Latest
  • Trending
ବାହାର ରତ୍ନଭଣ୍ଡାର ପାଇଁ ଲାଗିଲା ୩ ଘଣ୍ଟା : ଜଷ୍ଟିସ ରଥ

ବାହାର ରତ୍ନଭଣ୍ଡାର ପାଇଁ ଲାଗିଲା ୩ ଘଣ୍ଟା : ଜଷ୍ଟିସ ରଥ

Jul-16-2024 12:56 PM IST
ସ୍ଥାପନ ହେବ ‘ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’

ସ୍ଥାପନ ହେବ ‘ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’

Dec-29-2025 07:03 PM IST

ଚାଷୀଙ୍କ ଆୟ ଦୁଇଗୁଣା କରିବା ସରକାରଙ୍କ ଲକ୍ଷ୍ୟ

Dec-29-2025 07:00 PM IST
ବଦ୍ରିନାରାୟଣ ପାତ୍ର ପୁଣି ପାଣ୍ଡିଆନଙ୍କୁ କଲେ ଟାର୍ଗେଟ

ବଦ୍ରିନାରାୟଣ ପାତ୍ର ପୁଣି ପାଣ୍ଡିଆନଙ୍କୁ କଲେ ଟାର୍ଗେଟ

Dec-29-2025 03:22 PM IST

ଗଂଜାମରେ ବାଲି ଗାଡ଼ି ଧରିଲେ ମନ୍ତ୍ରୀ

Dec-29-2025 03:15 PM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Dec-29-2025 09:52 AM IST
‘ଜାଗରଣ କନକ୍ଲେଭ’: ଭାରତୀୟ ଜ୍ଞାନ ପରମ୍ପରା ଓ ଆଧୁନିକତାର ସେତୁ

‘ଜାଗରଣ କନକ୍ଲେଭ’: ଭାରତୀୟ ଜ୍ଞାନ ପରମ୍ପରା ଓ ଆଧୁନିକତାର ସେତୁ

Dec-29-2025 03:02 PM IST
କିମିଆ କରିଛି ‘ହେ କଳା ବାନ୍ଧବ’ ମ୍ୟୁଜିକ ଭିଡିଓ

କିମିଆ କରିଛି ‘ହେ କଳା ବାନ୍ଧବ’ ମ୍ୟୁଜିକ ଭିଡିଓ

Dec-29-2025 01:12 PM IST
ବବି ଓ ପାଣ୍ଡିଆନଙ୍କୁ କାହିଁକି ଟାର୍ଗେଟ କଲେ ବଦ୍ରି ? ଗୁମର ଖୋଲିଲେ ରବି ଦାସ

ବବି ଓ ପାଣ୍ଡିଆନଙ୍କୁ କାହିଁକି ଟାର୍ଗେଟ କଲେ ବଦ୍ରି ? ଗୁମର ଖୋଲିଲେ ରବି ଦାସ

Dec-28-2025 09:31 AM IST
ସୁଜାତା ଯିବେ ରାଜ୍ୟସଭା, ବିଜେପି ସହ ଗୁପ୍ତ ମନ୍ତ୍ରଣା

ସୁଜାତା ଯିବେ ରାଜ୍ୟସଭା, ବିଜେପି ସହ ଗୁପ୍ତ ମନ୍ତ୍ରଣା

Dec-28-2025 09:24 AM IST
ଦିଗବିଜୟ ସିଂହଙ୍କ ସୋସିଆଲ ମିଡିଆ ଏକ ପୋଷ୍ଟ କୁ ନେଇ ବିବାଦ

ଦିଗବିଜୟ ସିଂହଙ୍କ ସୋସିଆଲ ମିଡିଆ ଏକ ପୋଷ୍ଟ କୁ ନେଇ ବିବାଦ

Dec-28-2025 09:21 AM IST
  • About
  • Careers
  • Contact Us
Monday, December 29, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ମୁଖ୍ୟ ଖବର

ବାହାର ରତ୍ନଭଣ୍ଡାର ପାଇଁ ଲାଗିଲା ୩ ଘଣ୍ଟା : ଜଷ୍ଟିସ ରଥ

by M M
Jul-16-2024 12:56 PM IST
in ମୁଖ୍ୟ ଖବର, ରାଜ୍ୟ
0
ବାହାର ରତ୍ନଭଣ୍ଡାର ପାଇଁ ଲାଗିଲା ୩ ଘଣ୍ଟା : ଜଷ୍ଟିସ ରଥ
491
SHARES
1.4k
VIEWS
Share on FacebookShare on Twitter

ପୁରୀ:  ରତ୍ନଭଣ୍ଡାର ଭିତରେ ଅନେକ ରହସ୍ୟ ରହିଛି । ହଜାର ହଜାର କୋଟି ମୂଲ୍ୟର ଧନ ସମ୍ପଦ ସଂଗ୍ରହ ହୋଇଥିବା ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକମାନେ ମତ ଦିଅନ୍ତି ।  ଏହାକୁ ସୁରକ୍ଷା ପ୍ରଦାନ କରିବା ପାଇଁ ବିଶେଷ ବ୍ୟବସ୍ଥା ରହିଥିଲେ ମଧ୍ୟ ଚାବି ହଜିବା ଏବଂ ତାଲା ଭଂଗାଯିବା କଥାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଏହାରି ଭିତରେ ସ୍ୱର୍ଣ୍ଣ ମୁକଟ, ରତ୍ନ, ଅଳଙ୍କାର, ରତ୍ନ ମୁଦ୍ରା ଏବଂ ଅନ୍ୟାନ୍ୟ ମୁଲ୍ୟ ବସ୍ତୁ ରହିଥିବା କହିଛନ୍ତି ଜଷ୍ଟିସ ବିଶ୍ବନାଥ ରଥ ।

ତେବେ ବାହାର ରତ୍ନଭଣ୍ଡାର ଖୋଲିବା ପରେ ଭିତର ରତ୍ନଭଣ୍ଡାର ତାଲା ଭାଙ୍ଗି ପ୍ରବେଶ କରିଥିବା ଜଷ୍ଟିସ୍‌ ବିଶ୍ବନାଥ ରଥ କହିଛନ୍ତି । ଭିତର ରତ୍ନଭଣ୍ଡାରରେ ୪ଟି ସିନ୍ଦୁକ, ୫ଟି ଆଲମିରା ଆମ ନଜରରେ ପଡ଼ିଥିବା କଥା କହିଛନ୍ତି। ତିନୋଟି ଚାବିକୁ କଟା ଯାଇ ଦ୍ବାର ଖୋଲାଯାଇଥିବା କହିଛନ୍ତି ।  ଆଲମିରା କାଠ ଓ ଷ୍ଟିଲ୍‌ର। ସିନ୍ଦୁକ ସବୁ କାଠର। ରତ୍ନଭଣ୍ଡାର ଘର ଆକାର ପ୍ରାୟ ୧୫ ଫୁଟ ଲମ୍ବ ଓ ୧୦ ଫୁଟ ଓସାର ହେବ ବୋଲି କହିଛନ୍ତି। ଭିତର ରତ୍ନଭଣ୍ଡାରରେ ତିନିଟି ତାଲା ପଡ଼ିଥିଲା। ତାଲା ଭିତରୁ ଗୋଟିଏ ଜଉମୁଦ ଦେଇ ସିଲ୍‌ କରାଯାଇଥିଲା। ବାକି ଦୁଇଟି ଜଉମୁଦ ଦିଆଯାଇନଥିଲା ବୋଲି ଜଷ୍ଟିସ ରଥ କହିଛନ୍ତି। ଜିଲ୍ଲା କୋଷାଗାରରୁ ଯାଇଥିବା ଚାବିରେ ତାଲା ନ ଖୋଲିବାରୁ ତିନିଟିଯାକ ତାଲା କଟାଯାଇ ଭିତରକୁ ଯାଇଥିଲୁ ବୋଲି ଜଷ୍ଟିସ ରଥ କହିଛନ୍ତି।ବାହାର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ବହୁ କଷ୍ଟସାଧ୍ୟ ଥିଲା। ଏଥିପାଇଁ ଆମକୁ ପ୍ରାୟ ୩ ଘଣ୍ଟା ସମୟ ଲାଗିଗଲା ବୋଲି କହିଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ। ଶ୍ରୀ ରଥ କହିଛନ୍ତି ସୁନା, ରୁପା, ହୀରା, ନୀଳା, ମୋତି, ମାଣିକ ଆଦି ସ୍ଥାନାନ୍ତର ହୋଇଛି । ଅସ୍ଥାୟୀ ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର କରାଯାଇଛି। ସବୁର ଟିକିନିଖି ଭିଡିଓଗ୍ରାଫି କରାଯାଇଛି ।  କେଉଁ ସ୍ଥାନରୁ କେଉଁ ଅଳଙ୍କାର ଅଣାଯାଇଛି, ତାର ମାର୍କିଂ କରାଯାଇଛି। ସେହି ସ୍ଥାନକୁ ପୁଣି ବାହାର ରତ୍ନଭଣ୍ଡାର ଅଳଙ୍କାର ଫେରିବ ବୋଲି ଜଷ୍ଟିସ୍‌ ରଥ କହିଛନ୍ତି।

  • ସୁନାର ମହାନ୍ତା ମୁକୁଟ
  • ନାଗା ଫଣୀ
  • ହାର
  • କାନ ଆଳତି
  • ବାହୁରେଖା
  • ରତ୍ନର ସଜା ତିଆରି ଅଳଙ୍କାରସବୁ ରହିଥିବା ଶ୍ରୀ ଜଗନ୍ନାଥ ଗବେଷକମାନେ କହିଛନ୍ତି ।
Share196Tweet123
M M

M M

ଆଜିର ପାଗ

Bhubaneswar
December 29, 2025, 11:44 PM
 

ENE
Mainly clear
17°C
1.3 m/s
Apparent: 17°C
Pressure: 1016 mb
Humidity: 95%
Winds: 1.3 m/s ENE
Windgusts: 5.4 m/s
UV-Index: 0
Precip.: 0mm /0% / Rain
Sunrise: 6:21 AM
Sunset: 5:16 PM
© 2025 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ସ୍ଥାପନ ହେବ ‘ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’

ସ୍ଥାପନ ହେବ ‘ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’

December 29, 2025

ଚାଷୀଙ୍କ ଆୟ ଦୁଇଗୁଣା କରିବା ସରକାରଙ୍କ ଲକ୍ଷ୍ୟ

December 29, 2025
ବଦ୍ରିନାରାୟଣ ପାତ୍ର ପୁଣି ପାଣ୍ଡିଆନଙ୍କୁ କଲେ ଟାର୍ଗେଟ

ବଦ୍ରିନାରାୟଣ ପାତ୍ର ପୁଣି ପାଣ୍ଡିଆନଙ୍କୁ କଲେ ଟାର୍ଗେଟ

December 29, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom