• Latest
  • Trending

ରେପ୍ ପଛରେ ଆଉ କିଏ ?

Aug-18-2024 11:30 AM IST
odisha.newsroom.in

ଇରାନର ତେଲ ରପ୍ତାନି ଠପ୍ ! କମୁଛି ଷ୍ଟୋରେଜ କ୍ଷମତା…ଆଗକୁ ଭୟଙ୍କର ସ୍ଥିତି…

Apr-29-2026 11:25 AM IST
odisha.newsroom.in

ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭରୁ ହିଂସା…ମମତା ଆଣିଲେ ସାଙ୍ଘାତିକ ଅଭିଯୋଗ…

Apr-29-2026 10:49 AM IST
Horoscope 2026 April 29: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 April 29: ଜାଣନ୍ତୁ ଆଜିର ରାଶିଫଳ…

Apr-29-2026 10:34 AM IST
odisha.newsroom.in

ସାବଧାନ ! ପୁରୁଣା ଆଣ୍ଡ୍ରଏଡ୍ ଫୋନରେ ବନ୍ଦ ହୋଇଯିବ WhatsApp: ଆପଣଙ୍କ ମୋବାଇଲ୍ ଏହି ତାଲିକାରେ ଅଛି କି ?

Apr-28-2026 05:54 PM IST
odisha.newsroom.in

କର୍ମୀଙ୍କ ସନ୍ଦେହ ଦୂର କଲେ ଭକ୍ତ…ବିଜେଡି ସହ ମେଣ୍ଟ ନେଇ ଏମିତି କହିଲେ…

Apr-28-2026 05:31 PM IST
odisha.newsroom.in

ମେ ୧ରୁ ବଦଳିବ LPG ବୁକିଂ ନିୟମ: ବିନା OTP ରେ ମିଳିବନି ଗ୍ୟାସ…

Apr-28-2026 04:29 PM IST
odisha.newsroom.in

ନିଦ ହଜାଇଲା ‘ମିଥୋସ’…ନିମିଷକେ ହାକ ହୋଇଯିବ ଆକାଉଣ୍ଟ… ଉଡ଼ିଯିବ କୋଟି କୋଟି ଟଙ୍କା…

Apr-28-2026 03:54 PM IST
odisha.newsroom.in

ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଭଉଣୀର କଙ୍କାଳ ଧରି ବ୍ୟାଙ୍କରେ ପହଞ୍ଚିଲେ ଭାଇ…ସାରା ଦେଶରେ ଚାଞ୍ଚଲ୍ୟ

Apr-28-2026 01:13 PM IST
odisha.newsroom.in

ଆପଣ ତରଭୁଜ ଖାଉଛନ୍ତି କି…ସାବଧାନ…୪ ଜଣଙ୍କ ମୃତ୍ୟୁ ପରେ ଡାକ୍ତର ଦେଲେ ସ୍ପଷ୍ଟୀକରଣ…

Apr-28-2026 12:01 PM IST
odisha.newsroom.in

ବଢ଼ିଲା ଟ୍ରମ୍ପଙ୍କ ମୁଣ୍ଡବିନ୍ଧା…ପରଦା ପଛରେ ରହି ଗୋଟି ଚଳାଉଛନ୍ତି ପୁଟିନ

Apr-28-2026 11:30 AM IST
  • About
  • Careers
  • Contact Us
Wednesday, April 29, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଅପରାଧ

ରେପ୍ ପଛରେ ଆଉ କିଏ ?

by M M
Aug-18-2024 11:30 AM IST
in ଅପରାଧ, ଦେଶ ବିଦେଶ, ଭିଡ଼ିଓ
0
491
SHARES
1.4k
VIEWS
Share on FacebookShare on Twitter

ରେପ୍ ପଛରେ ଆଉ କିଏ ? ଆଉ କିଏ ସବୁ ଏଭଳି ଜଘନ୍ୟ କାଣ୍ଡରେ ସଂପୃକ୍ତ ଅଛନ୍ତି  । ତାଙ୍କ ପାଖରେ ପହଁଚିପାରିବ କି ସିବିଆଇ । କୋଲକାତାରେ ମହିଳା ଡାକ୍ତରଙ୍କ କ୍ଷେତ୍ରରେ ଯାହା ଘଟିଛି ତାହା ସାରା ଭାରତକୁ ସ୍ତବ୍ଧ କରିଦେଇଛି । ଏହାକୁ ନେଇ ଜାରି ରହିଛି ଡାକ୍ତର ଓ ନର୍ସିଂ ଷ୍ଟାଫଙ୍କ ଦେଶବ୍ୟାପୀ ଆନ୍ଦୋଳନ । ଅନ୍ୟପଟେ ଏହି ଘଟଣାରେ ତଦନ୍ତ କରୁଛି  ସିବିଆଇ । ଅଭିଯୁକ୍ତ ସଂଜୟ ରାୟକୁ ଧରିଥିଲେ ମଧ୍ୟ ଘଟଣାରେ ବିଭିନ୍ନ ମୋଡ ନେଇ ତନତନ ଯାଞ୍ଚ କରୁଛି ସିବିଆଇ । ଏଭଳି ଲଜ୍ଜାକର ଘଟଣାର ପ୍ରକୃତ କାରଣ ଖୋଜୁଛି ।  ତେବେ ଏହି ଘଟଣାକୁ ନେଇ ସାଧାରଣ ଲାେକେ କେଉଁମାନେ ଆଉ ଦୋଷୀ ଅଛନ୍ତି ତାହାକୁ ବାହାର କରିବାକୁ ଦାବି କରୁଛନ୍ତି । ତେବେ ଜେରା ପରେ  ଅନେକ କିଛି ପ୍ରଶ୍ନ ଉପରୁ ପ୍ରଶ୍ନବାଚୀ ଉଠିବ ବୋଲି ଆଶା କରିଛି ସିବିଆଇ ।

Tags: Kolkata casekolkata_doctornationalnewsnewsroom
Share196Tweet123
M M

M M

ଆଜିର ପାଗ

Bhubaneswar
April 29, 2026, 11:33 AM
 

S
Thunderstorm
35°C
4.7 m/s
Apparent: 31°C
Pressure: 1004 mb
Humidity: 81%
Winds: 4.7 m/s S
Windgusts: 14.8 m/s
UV-Index: 0
Precip.: 0mm /10% / Rain
Sunrise: 5:18 AM
Sunset: 6:09 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom