• Latest
  • Trending
ରେଞ୍ଜର ଫାର୍ମ ହାଉସ କୁ ବନେଇଥିଲେ ଚିଡିଆଖାନା ଏବେ ତାଙ୍କ ପରିଚୟ ଜେଲଖାନା

ରେଞ୍ଜର ଫାର୍ମ ହାଉସ କୁ ବନେଇଥିଲେ ଚିଡିଆଖାନା ଏବେ ତାଙ୍କ ପରିଚୟ ଜେଲଖାନା

August 23, 2024

ଜୁଲାଇ ୭ରେ ଜନସାଧାରଣଙ୍କର ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

July 5, 2025
କିଏ ହେବେ ଦଲାଇଲାମାଙ୍କ ଉତ୍ତରାଧିକାରୀ

କିଏ ହେବେ ଦଲାଇଲାମାଙ୍କ ଉତ୍ତରାଧିକାରୀ

July 3, 2025
ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଦେଖିବାକୁ ଆସୁଛନ୍ତି ଅଧିକ ଭକ୍ତ

ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଦେଖିବାକୁ ଆସୁଛନ୍ତି ଅଧିକ ଭକ୍ତ

July 1, 2025
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଗର୍ଜିଲା କଂଗ୍ରେସ

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଗର୍ଜିଲା କଂଗ୍ରେସ

June 30, 2025
ବିଜେପି ରାଜ୍ୟ ସଭାପତି ନିର୍ବାଚନ ସ୍ଥଗିତ

ବିଜେପି ରାଜ୍ୟ ସଭାପତି ନିର୍ବାଚନ ସ୍ଥଗିତ

June 30, 2025
ବଦଳିଲେ ଏସପି, ଜିଲ୍ଲାପାଳ

ବଦଳିଲେ ଏସପି, ଜିଲ୍ଲାପାଳ

June 30, 2025
ଭୁବନେଶ୍ବର ମହାନଗର ନିଗମ ଅଫିସରେ ଅଧିକାରୀଙ୍କୁ ମାଡ଼ ; ଧାରଣାରେ ବସିଲେ କର୍ମଚାରୀ

ଭୁବନେଶ୍ବର ମହାନଗର ନିଗମ ଅଫିସରେ ଅଧିକାରୀଙ୍କୁ ମାଡ଼ ; ଧାରଣାରେ ବସିଲେ କର୍ମଚାରୀ

June 30, 2025
ଲିଡ୍‌ସ ଲଢ଼େଇରେ ଜିତିଲା ଇଂଲଣ୍ଡ

ଲିଡ୍‌ସ ଲଢ଼େଇରେ ଜିତିଲା ଇଂଲଣ୍ଡ

June 25, 2025
ମହାକାଶଯାତ୍ରାରେ ଶୁଭାଂଶୁ ଶୁକ୍ଲା

ମହାକାଶଯାତ୍ରାରେ ଶୁଭାଂଶୁ ଶୁକ୍ଲା

June 25, 2025
ଆକାଶରେ ଅଦୃଶ୍ୟ ଯୁଦ୍ଧ ବିମାନ-ବି-2

ଆକାଶରେ ଅଦୃଶ୍ୟ ଯୁଦ୍ଧ ବିମାନ-ବି-2

June 24, 2025
  • About
  • Careers
  • Contact Us
Tuesday, July 8, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଅପରାଧ

ରେଞ୍ଜର ଫାର୍ମ ହାଉସ କୁ ବନେଇଥିଲେ ଚିଡିଆଖାନା ଏବେ ତାଙ୍କ ପରିଚୟ ଜେଲଖାନା

by M M
August 23, 2024
in ଅପରାଧ, ଭିଡ଼ିଓ, ରାଜ୍ୟ
0
491
SHARES
1.4k
VIEWS
Share on FacebookShare on Twitter

ଅୟସରେ ରହୁଥିଲେ । କଳାଟଙ୍କାରେ ବନାଇଥିଲେ ଫାର୍ମ ହାଉସ ।  ରେଞ୍ଜର ଫାର୍ମ ହାଉସକୁ ବନେଇଥିଲେ ଚିଡିଆଖାନା । ଆଉ ଏବେ ତାଙ୍କ ପରିଚୟ ହୋଇଛି ଜେଲ ଖାନା  । ରେଞ୍ଜରଙ୍କ କଳା କାରନାମା । କୁଆଡୁ ଆଣିଲେ ପୁଳା ପୁଳା ଟଙ୍କା  । ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ୍  । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ସଦର ରେଞ୍ଜର୍‌ ବିଭୁଦାନନ୍ଦ ମିଶ୍ର ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି।ତାଙ୍କ ଘରର ବିଭିନ୍ନ ସ୍ଥାନରୁ ପୁଳାପୁଳା ଟଙ୍କା ବାହାରିଛି। ଏପରିକି ତାଙ୍କ ଟଏଲେଟ୍‌ ଫ୍ଲସ୍‌ ମଧ୍ୟରେ ଲୁଚାଇ ରଖିଥିବା ଟଙ୍କାକୁ ଓଦା ଅବସ୍ଥାରେ ଭିଜିଲାନ୍ସ ଅଧିକାରୀମାନେ ଜବତ କରିଛନ୍ତି। ଆଠଗଡ଼ ରାହାଙ୍ଗୁଳସ୍ଥିତ ୮ ଏକର ଜମି ଉପରେ ଶ୍ରୀ ମିଶ୍ରଙ୍କର ଏକ ବିଶାଳ ଫାର୍ମହାଉସ ଠାବ କରିଛି ଭିଜିଲାନ୍ସ। ସେଠାରେ ଦୁଇଟି ବ୍ରଏଲର କୁକୁଡ଼ା ଫାର୍ମ ଥିବାବେଳେ ଏକାଥରକେ ୨୨ ହଜାର କୁକୁଡ଼ାର ରଖାଯିବାର ବ୍ୟବସ୍ଥା ରହିଛି। ଫାର୍ମ ଭିତର ତଥା ମୁଖ୍ୟ ଫାଟକ ନିକଟରେ ରହିଛି ଆଖି ଝଲସିବା ଭଳି ପାର୍କ ବା ପ୍ରମୋଦ ଉଦ୍ୟାନ। ଏହି ପାର୍କରେ  ସିମେଣ୍ଟରେ ତିଆରି ଭାଲୁ, କଇଁଛ, ବୁଦ୍ଧଦେବ ଓ ଶିବଲିଙ୍ଗ, ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାରର ଦୋଳି, ଆଖିଦୃଶିଆ ଖୋଲା ଡାଇନିଂ ପ୍ଲେସ, ଏକାଧିକ କଂକ୍ରିଟ୍‌ ବେଞ୍ଚ, ବିଶ୍ରାମ ନେବା ପାଇଁ ଦ୍ବିତଳ ପ୍ରାସାଦ ଇତ୍ୟାଦି ରହିଛି। ଆହୁରି ମଧ୍ୟ ଫାର୍ମ ହାଉସ୍‌ର ପାର୍କକୁ ଲାଗି ତାରଜାଲି ଘେରା ଛୋଟଛୋଟ ଆଜବେଷ୍ଟସ୍‌ ସେଡ୍‌ରେ ଠେକୁଆ, ମୟୂର, ଶୁଆ, ହଂସ ଆଦି ରଙ୍ଗବେରଙ୍ଗର ବନ୍ୟ ପଶୁପକ୍ଷୀଙ୍କୁ ରଖାଯାଇଛି। ବନ ଅଧିକାରୀ ହୋଇଥିଲେ ମଧ୍ୟ ରେଞ୍ଜର ବେଆଇନ ଭାବେ ଆବଦ୍ଧ କରି ବନ୍ୟ ପଶୁପକ୍ଷୀଙ୍କୁ ରଖିଥିଲେ ।

ଆସନ୍ତୁ ଦେଖିବା ସମ୍ପୂର୍ଣ୍ଣ ଖବର  ।

Tags: newsnewsroomodisha
Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ସହଯୋଗୀଙ୍କ ଚକ୍ର ବ୍ୟୁହ; ମଝିରେ ଫସିଲା କଂଗ୍ରେସ

ସହଯୋଗୀଙ୍କ ଚକ୍ର ବ୍ୟୁହ; ମଝିରେ ଫସିଲା କଂଗ୍ରେସ

January 12, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

ଜୁଲାଇ ୭ରେ ଜନସାଧାରଣଙ୍କର ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

July 5, 2025
କିଏ ହେବେ ଦଲାଇଲାମାଙ୍କ ଉତ୍ତରାଧିକାରୀ

କିଏ ହେବେ ଦଲାଇଲାମାଙ୍କ ଉତ୍ତରାଧିକାରୀ

July 3, 2025
ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଦେଖିବାକୁ ଆସୁଛନ୍ତି ଅଧିକ ଭକ୍ତ

ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଦେଖିବାକୁ ଆସୁଛନ୍ତି ଅଧିକ ଭକ୍ତ

July 1, 2025

Weather

Bhubaneswar
July 8, 2025, 6:09 am
 

W
Overcast
27°C
1.9 m/s
Apparent: 33°C
Pressure: 998 mb
Humidity: 91%
Winds: 1.9 m/s W
Windgusts: 6.3 m/s
UV-Index: 0
Precip.: 0mm /50% / Rain
Sunrise: 5:12 am
Sunset: 6:30 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom