• Latest
  • Trending

ରେଞ୍ଜର ଫାର୍ମ ହାଉସ କୁ ବନେଇଥିଲେ ଚିଡିଆଖାନା ଏବେ ତାଙ୍କ ପରିଚୟ ଜେଲଖାନା

Aug-23-2024 11:02 AM IST
odisha.newsroom.in

ଆପଣଙ୍କ ମୋବାଇଲକୁ ଆସିଲା କି ଏମର୍ଜେନ୍ସି ଆଲର୍ଟ ? ଭୟଭୀତ ହୁଅନ୍ତୁନି…

May-02-2026 12:44 PM IST
odisha.newsroom.in

ମାଡ଼ି ଆସୁଛି ବଡ଼ ଲଘୁଚାପ: ଅଧିକ ଘନୀଭୂତ ହୋଇ ନେଇପାରେ ବାତ୍ୟାର ରୂପ…

May-02-2026 12:20 PM IST
odisha.newsroom.in

EVM ଟାମ୍ପରିଂ ଅଭିଯୋଗ…ପଶ୍ଚିମବଙ୍ଗର ୧୫ଟି ବୁଥରେ ପୁନଃ ମତଦାନ ଆରମ୍ଭ…

May-02-2026 11:45 AM IST
odisha.newsroom.in

ବଲାଙ୍ଗିର ଜିଲ୍ଲାରେ ଭୂକମ୍ପ ଝଟକା…ଭୟରେ ଘରୁ ବାହାରି ଆସିଲେ ଲୋକେ…

May-02-2026 11:24 AM IST
Horoscope 2026 May 02: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 May 02: ଜାଣନ୍ତୁ ଆଜିର ରାଶିଫଳ…

May-02-2026 10:53 AM IST
odisha.newsroom.in

‘ଡିଜିଟାଲ୍ ଆରେଷ୍ଟ’ର କଳା କାହାଣୀ…ଜଳୁଥିଲା ଜୁଇ, ବାଜୁଥିଲା ଫୋନ୍…

May-01-2026 05:53 PM IST
odisha.newsroom.in

ଶିକ୍ଷା ବ୍ୟବସ୍ଥାରେ ନୂଆ ଅଧ୍ୟାୟ…୩ ଦିନରେ ୩ ଲକ୍ଷ ପରୀକ୍ଷାଖାତା ଦେଖିଲା AI…

May-01-2026 04:27 PM IST
odisha.newsroom.in

ବିରୋଧୀଙ୍କ ବଡ଼ ଅଭିଯୋଗ…ଗୃହକୁ ମଦ୍ୟପାନ କରି ଆସିଛନ୍ତି ମୁଖ୍ୟମନ୍ତ୍ରୀ

May-01-2026 03:30 PM IST
odisha.newsroom.in

ଇରାନ ଉପରେ ବଡ଼ ଆକ୍ରମଣ ପାଇଁ ପ୍ଲାନ କରୁଛି କି ଆମେରିକା ?

May-01-2026 01:39 PM IST
odisha.newsroom.in

ଗୋଟିଏ ଲାଇଫ୍ ଜ୍ୟାକେଟ୍‌ରେ ବନ୍ଧା ହୋଇଥିଲା ମା’ ପୁଅଙ୍କ ମୃତଦେହ; ଦୃଶ୍ୟ ଦେଖି କାନ୍ଦି ପକାଇଲେ ମନ୍ତ୍ରୀ

May-01-2026 12:57 PM IST
  • About
  • Careers
  • Contact Us
Saturday, May 2, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଅପରାଧ

ରେଞ୍ଜର ଫାର୍ମ ହାଉସ କୁ ବନେଇଥିଲେ ଚିଡିଆଖାନା ଏବେ ତାଙ୍କ ପରିଚୟ ଜେଲଖାନା

by M M
Aug-23-2024 11:02 AM IST
in ଅପରାଧ, ଭିଡ଼ିଓ, ରାଜ୍ୟ
0
491
SHARES
1.4k
VIEWS
Share on FacebookShare on Twitter

ଅୟସରେ ରହୁଥିଲେ । କଳାଟଙ୍କାରେ ବନାଇଥିଲେ ଫାର୍ମ ହାଉସ ।  ରେଞ୍ଜର ଫାର୍ମ ହାଉସକୁ ବନେଇଥିଲେ ଚିଡିଆଖାନା । ଆଉ ଏବେ ତାଙ୍କ ପରିଚୟ ହୋଇଛି ଜେଲ ଖାନା  । ରେଞ୍ଜରଙ୍କ କଳା କାରନାମା । କୁଆଡୁ ଆଣିଲେ ପୁଳା ପୁଳା ଟଙ୍କା  । ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ୍  । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ସଦର ରେଞ୍ଜର୍‌ ବିଭୁଦାନନ୍ଦ ମିଶ୍ର ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି।ତାଙ୍କ ଘରର ବିଭିନ୍ନ ସ୍ଥାନରୁ ପୁଳାପୁଳା ଟଙ୍କା ବାହାରିଛି। ଏପରିକି ତାଙ୍କ ଟଏଲେଟ୍‌ ଫ୍ଲସ୍‌ ମଧ୍ୟରେ ଲୁଚାଇ ରଖିଥିବା ଟଙ୍କାକୁ ଓଦା ଅବସ୍ଥାରେ ଭିଜିଲାନ୍ସ ଅଧିକାରୀମାନେ ଜବତ କରିଛନ୍ତି। ଆଠଗଡ଼ ରାହାଙ୍ଗୁଳସ୍ଥିତ ୮ ଏକର ଜମି ଉପରେ ଶ୍ରୀ ମିଶ୍ରଙ୍କର ଏକ ବିଶାଳ ଫାର୍ମହାଉସ ଠାବ କରିଛି ଭିଜିଲାନ୍ସ। ସେଠାରେ ଦୁଇଟି ବ୍ରଏଲର କୁକୁଡ଼ା ଫାର୍ମ ଥିବାବେଳେ ଏକାଥରକେ ୨୨ ହଜାର କୁକୁଡ଼ାର ରଖାଯିବାର ବ୍ୟବସ୍ଥା ରହିଛି। ଫାର୍ମ ଭିତର ତଥା ମୁଖ୍ୟ ଫାଟକ ନିକଟରେ ରହିଛି ଆଖି ଝଲସିବା ଭଳି ପାର୍କ ବା ପ୍ରମୋଦ ଉଦ୍ୟାନ। ଏହି ପାର୍କରେ  ସିମେଣ୍ଟରେ ତିଆରି ଭାଲୁ, କଇଁଛ, ବୁଦ୍ଧଦେବ ଓ ଶିବଲିଙ୍ଗ, ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାରର ଦୋଳି, ଆଖିଦୃଶିଆ ଖୋଲା ଡାଇନିଂ ପ୍ଲେସ, ଏକାଧିକ କଂକ୍ରିଟ୍‌ ବେଞ୍ଚ, ବିଶ୍ରାମ ନେବା ପାଇଁ ଦ୍ବିତଳ ପ୍ରାସାଦ ଇତ୍ୟାଦି ରହିଛି। ଆହୁରି ମଧ୍ୟ ଫାର୍ମ ହାଉସ୍‌ର ପାର୍କକୁ ଲାଗି ତାରଜାଲି ଘେରା ଛୋଟଛୋଟ ଆଜବେଷ୍ଟସ୍‌ ସେଡ୍‌ରେ ଠେକୁଆ, ମୟୂର, ଶୁଆ, ହଂସ ଆଦି ରଙ୍ଗବେରଙ୍ଗର ବନ୍ୟ ପଶୁପକ୍ଷୀଙ୍କୁ ରଖାଯାଇଛି। ବନ ଅଧିକାରୀ ହୋଇଥିଲେ ମଧ୍ୟ ରେଞ୍ଜର ବେଆଇନ ଭାବେ ଆବଦ୍ଧ କରି ବନ୍ୟ ପଶୁପକ୍ଷୀଙ୍କୁ ରଖିଥିଲେ ।

ଆସନ୍ତୁ ଦେଖିବା ସମ୍ପୂର୍ଣ୍ଣ ଖବର  ।

Tags: newsnewsroomodisha
Share196Tweet123
M M

M M

ଆଜିର ପାଗ

Bhubaneswar
May 2, 2026, 1:27 PM
 

SW
Thunderstorm
35°C
5.2 m/s
Apparent: 31°C
Pressure: 1004 mb
Humidity: 87%
Winds: 5.2 m/s SW
Windgusts: 15.2 m/s
UV-Index: 0
Precip.: 5.1mm /22% / Rain
Sunrise: 5:16 AM
Sunset: 6:10 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom