• Latest
  • Trending

ବିଜେପି ସରକାର କେବଳ ନବୀନଙ୍କ ସମୟରେ ହୋଇଥିବା ପ୍ରକଳ୍ପର ରିବନ କାଟୁଛନ୍ତି: ବିଜେଡି

Sep-09-2024 05:48 PM IST
ମୁଖ୍ୟମନ୍ତ୍ରୀ ହେବା ଆଗରୁ ବଡ ନିଷ୍ପତ୍ତି ନେଲେ ବିଜୟ, କହିଲେ…

ମୁଖ୍ୟମନ୍ତ୍ରୀ ହେବା ଆଗରୁ ବଡ ନିଷ୍ପତ୍ତି ନେଲେ ବିଜୟ, କହିଲେ…

May-07-2026 04:47 PM IST
ଦୂର ହେଲା ତାମିଲନାଡୁ ସିଏମ୍ ସସପେନ୍ସ ! ସରକାର ଗଠନ ପାଇଁ ବିଜୟଙ୍କୁ ଗ୍ରୀନ ସିଗନାଲ ଦେଲେ ରାଜ୍ୟପାଳ

ଦୂର ହେଲା ତାମିଲନାଡୁ ସିଏମ୍ ସସପେନ୍ସ ! ସରକାର ଗଠନ ପାଇଁ ବିଜୟଙ୍କୁ ଗ୍ରୀନ ସିଗନାଲ ଦେଲେ ରାଜ୍ୟପାଳ

May-07-2026 03:54 PM IST
ମମତାଙ୍କୁ ହରାଇଦେଲା ସୋସିଆଲ୍ ମିଡିଆ, ଜାଣନ୍ତୁ କେମିତି?

ମମତାଙ୍କୁ ହରାଇଦେଲା ସୋସିଆଲ୍ ମିଡିଆ, ଜାଣନ୍ତୁ କେମିତି?

May-07-2026 02:56 PM IST
ଗ୍ରୀଷ୍ମ ଋତୁରେ ଲେମ୍ବୁକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସଂରକ୍ଷଣ କରିବା ପାଇଁ ଆପଣାନ୍ତୁ ଏହି ୪ ଉପାୟ

ଗ୍ରୀଷ୍ମ ଋତୁରେ ଲେମ୍ବୁକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସଂରକ୍ଷଣ କରିବା ପାଇଁ ଆପଣାନ୍ତୁ ଏହି ୪ ଉପାୟ

May-07-2026 01:34 PM IST
odisha.newsroom.in

ତାମିଲନାଡୁରେ ‘ବିଜୟ’ ସରକାର…୧୧୮ ବିଧାୟକଙ୍କ ସମର୍ଥନ ମାଗିଲେ ରାଜ୍ୟପାଳ…

May-06-2026 06:03 PM IST
odisha.newsroom.in

TMC କାର୍ଯ୍ୟାଳୟ ଭଙ୍ଗାରୁଜା…କୋଲକାତା ନ୍ୟୁ ମାର୍କେଟରେ ବୁଲିଲା ବୁଲଡୋଜର…

May-06-2026 04:49 PM IST
odisha.newsroom.in

ମହୁ ସଂଗ୍ରହ କରିବାକୁ ପଥର ଖୋଲରେ ମୁଣ୍ଡ ପୂରାଇଦେଲେ ନାବାଳକ …କାଢ଼ିବାକୁ ଅଗ୍ନିଶମବାହିନୀ ନାକେଦମ

May-06-2026 03:58 PM IST
odisha.newsroom.in

TVK ମୁଖ୍ୟ ବିଜୟଙ୍କ ଗାଡ଼ି ନମ୍ବର TN 07 CM 2026…କଣ ରହସ୍ୟ ?

May-06-2026 12:24 PM IST
odisha.newsroom.in

ଏବେ ବି ନିଜ ଜିଦରେ ଅଟଳ ମମତା…ଜାଣନ୍ତୁ ବେଙ୍ଗଲରେ ଆଗକୁ କଣ ହେବ ?

May-06-2026 11:34 AM IST
odisha.newsroom.in

ତାମିଲନାଡୁରେ ବିଜୟଙ୍କୁ କଂଗ୍ରେସର ସମର୍ଥନ: ଜାଣନ୍ତୁ କଣ ରଖିଲା ସର୍ତ୍ତ

May-06-2026 10:49 AM IST
  • About
  • Careers
  • Contact Us
Thursday, May 7, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ବିଜେପି ସରକାର କେବଳ ନବୀନଙ୍କ ସମୟରେ ହୋଇଥିବା ପ୍ରକଳ୍ପର ରିବନ କାଟୁଛନ୍ତି: ବିଜେଡି

by M M
Sep-09-2024 05:48 PM IST
in ବଡ଼ ଖବର, ରାଜ୍ୟ
0
491
SHARES
1.4k
VIEWS
Share on FacebookShare on Twitter

 

ଭୁବନେଶ୍ୱର: ବର୍ତ୍ତମାନର ବିଜେପି ସରକାର କେବଳ ନବୀନ ସରକାରଙ୍କ ଅମଳରେ ହୋଇଥିବା ଅନେକ କାର୍ଯ୍ୟଗୁଡିକର ରିବନ କାଟି ଉଦଘାଟନ କରୁଛନ୍ତି ଓ ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି । ତେଣୁ ଏହି ସରକାରକୁ ରିବନ କଟା ସରକାର କହିଲେ ଭୁଲ ହେବ ନାହିଁ ବୋଲି ବିଜୁ ଜନତା ଦଳର ମୁଖପାତ୍ର ତଥା ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି । ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀଯୁକ୍ତ ମିଶ୍ର କହିଥିଲେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ କରୁଥିବା ଦେଖିବାକୁ ମିଳୁଛି । ଖବର କାଗଜ ମାନଙ୍କରେ ଏହାକୁ ନେଇ ବଡ଼ ବଡ଼ ବିଜ୍ଞାପନ ଦିଆଯାଉଛି । ନିକଟରେ ମୁଖ୍ୟମନ୍ତ୍ରୀ ସେମି କଣ୍ଡକ୍ଟର ପ୍ରକଳ୍ପକୁ ଉଦଘାଟନ କରିଥିଲେ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ଓଡିଶାକୁ ଏକ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ନବୀନଙ୍କ ଦୁରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଯୋଗୁଁ ଓଡିଶା ଏକ ଆଇଟି ହବ ରାଜ୍ୟ ଭାବେ ପରିଚୟ ସୃଷ୍ଟି କରିଥିଲା । ଏହି କାରଣରୁ ବିଶ୍ୱର ପ୍ରତିଷ୍ଠିତ ଆଇଟି କମ୍ପାନୀମାନେ ଯଥା ଡେଲଏଟ, ଆଇବିଏମ, କଗନିଜାଣ୍ଟ, କେପଯେମିନି ଇତ୍ୟାଦି ଓଡ଼ିଶାରେ ସେମାନଙ୍କ କାର୍ଯ୍ୟାଳୟ ଖୋଲିଥିଲେ । ସେହି  ସେମି କଣ୍ଡକ୍ଟର ଶିଳ୍ପକୁ ଓଡ଼ିଶାରେ ପ୍ରତିଷ୍ଠିତ କରିବା ପାଇଁ, ନବୀନ ସରକାର ସ୍ୱତନ୍ତ୍ର ପ୍ରୋତ୍ସାହନ ବ୍ୟବସ୍ଥା କରିଥିଲେ । ଏହାଛଡା ଦେଶରେ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କୁ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ଲାଗି ଆକୃଷ୍ଟ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଥିଲେ, ଯାହାର ଫଳ ସ୍ୱରୂପ ଅନେକ ଶିଳ୍ପ ଅନୁଷ୍ଠାନ ଗଢ଼ି ଉଠିଥିଲା । ନବୀନଙ୍କ ସମୟରେ ଆରମ୍ଭ ହୋଇଥିବା ଅନେକ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ଥିଲା, ଯେଉଁ ଗୁଡିକୁ ଆଜି ରାଜ୍ୟ ବିଜେପି ସରକାର କେବଳ ରିବନ କାଟୁଛନ୍ତି ।

Share196Tweet123
M M

M M

ଆଜିର ପାଗ

Bhubaneswar
May 7, 2026, 5:19 PM
 

S
Clear sky
32°C
2.4 m/s
Apparent: 36°C
Pressure: 1006 mb
Humidity: 63%
Winds: 2.4 m/s S
Windgusts: 14 m/s
UV-Index: 0.45
Precip.: 0mm /43% / Rain
Sunrise: 5:13 AM
Sunset: 6:12 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom