• Latest
  • Trending

କେମିତି ହୋଇଥିଲା ମହାଲକ୍ଷ୍ମୀ ହତ୍ୟାକାଣ୍ଡ ?

Sep-26-2024 12:30 PM IST
ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି ପଖାଳ

ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି ପଖାଳ

Mar-20-2026 10:49 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Mar-20-2026 10:41 AM IST
ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ  ଦେଲି

ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ ଦେଲି

Mar-19-2026 05:04 PM IST
ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

Mar-19-2026 04:10 PM IST
ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

Mar-19-2026 02:55 PM IST
ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି

ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି

Mar-19-2026 02:30 PM IST
କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ

କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ

Mar-19-2026 01:29 PM IST
https://odisha.newsroom.in/

ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ

Mar-18-2026 04:14 PM IST
https://odisha.newsroom.in/

କଟକ ବଡ ମେଡିକାଲ ନିଆଁକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ

Mar-18-2026 03:22 PM IST
କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

Mar-17-2026 05:13 PM IST
  • About
  • Careers
  • Contact Us
Friday, March 20, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଅପରାଧ

କେମିତି ହୋଇଥିଲା ମହାଲକ୍ଷ୍ମୀ ହତ୍ୟାକାଣ୍ଡ ?

by M M
Sep-26-2024 12:30 PM IST
in ଅପରାଧ
0
491
SHARES
1.4k
VIEWS
Share on FacebookShare on Twitter

କେମିତି ହୋଇଥିଲା ମହାଲକ୍ଷ୍ମୀ ହତ୍ୟାକାଣ୍ଡ ?` କିଏ କରିଥିଲା ମହାଲକ୍ଷ୍ମୀଙ୍କୁ କାଟି କାଟି ହତ୍ୟା । ବେଙ୍ଗାଲୁରୁରୁ ଭଦ୍ରକ ହତ୍ୟାକାଣ୍ଡର ଚେର ଲମ୍ବିଛି । କିଛି ଦିନ ଧରି ଲାଗିରହିଥିବା ଦ୍ବନ୍ଦ୍ବ ହଟିଛି । ମହାଲକ୍ଷ୍ମୀ ହତ୍ୟାକାଣ୍ଡ ଉପରୁ ଉଠିଲା ରହସ୍ୟ । ଏହି ହତ୍ୟା ମାମଲାର ଅଭିଯୁକ୍ତ ଭଦ୍ରକ ଜିଲ୍ଲାର ମୁକ୍ତିରଞ୍ଜନ ରାୟ ଏକ ଗଛରେ ଝୁଲି ନିଜ ଜୀବନ ହାରି ଦେଇଛନ୍ତି। ତାଙ୍କ ନିକଟରୁ ଏକ ସୁଇସାଇଡ୍ ନୋଟ୍ ମିଳିଛି । ସେହି ନୋଟରେ ମହାଲକ୍ଷ୍ମୀଙ୍କୁ କାହିଁକି ହତ୍ୟା କରିଥିଲେ ମୁକ୍ତିରଞ୍ଜନ ତାହା ଲେଖା ହୋଇଛି । ପୋଲିସ ତାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି।

ମୁକ୍ତିରଞ୍ଜନ ତାଙ୍କ ଡେଥ୍‌ ନୋଟରେ ଲେଖିଛନ୍ତି, ମୁଁ ୩ ସେପ୍ଟେମ୍ବରରେ ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିଲି। ସେଦିନ ମୁଁ ମହାଲକ୍ଷ୍ମୀଙ୍କ ଘରକୁ ଯାଇଥିଲି। ଆମର କିଛି ବିଷୟରେ ଯୁକ୍ତିତର୍କ ହୋଇଥିଲା। ତା’ପରେ ମହାଲକ୍ଷ୍ମୀ ମୋତେ ଆକ୍ରମଣ କରିଥିଲେ। ମୋତେ ଏହା ଭଲ ଲାଗିଲା ନାହିଁ ଏବଂ କ୍ରୋଧରେ ମୁଁ ତାଙ୍କୁ ହତ୍ୟା କଲି। ତା’ପରେ ମୁଁ ତାଙ୍କ ଶରୀରକୁ ୫୯ ଖଣ୍ଡରେ କାଟି ଫ୍ରିଜରେ ରଖି ସେଠାରୁ ପଳାଇଗଲି। ମୁଁ ମଧ୍ୟ ରୁମ୍‌ ସଫା କରିବାକୁ ଚେଷ୍ଟା କଲି, ଯେପରି କେହି ନ ଜାଣିପାରିବେ। ମୁଁ ମହାଲକ୍ଷ୍ମୀଙ୍କ ଆଚରଣକୁ ଆଦୌ ପସନ୍ଦ କରେ ନାହିଁ। ମୁଁ ହତ୍ୟା ପରେ ନିଶ୍ଚିତ ଭାବେ ଅନୁତାପ କରିଛି। କାରଣ ମୁଁ କ୍ରୋଧରେ ଯାହା କରିଥିଲି ତାହା ଭୁଲ ଥିଲା। ମୁଁ ଡରିଗଲି ତେଣୁ ମୁଁ ଘରକୁ ପଳାଇ ଆସିଥିଲି। ଏହାପରେ ମୁକ୍ତିରଞ୍ଜନ ଆତ୍ମହତ୍ୟା କରିଥିଲେ । ପୋଲିସ ତାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି। ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

Share196Tweet123
M M

M M

ଆଜିର ପାଗ

Bhubaneswar
March 20, 2026, 11:16 AM
 
SSW
Partly cloudy
31°C
0.9 m/s
Apparent: 37°C
Pressure: 1011 mb
Humidity: 52%
Winds: 0.9 m/s SSW
Windgusts: 8.9 m/s
UV-Index: 8.1
Precip.: 0mm /43% / Rain
Sunrise: 5:50 AM
Sunset: 5:57 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି ପଖାଳ

ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି ପଖାଳ

March 20, 2026
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

March 20, 2026
ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ  ଦେଲି

ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ ଦେଲି

March 19, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom