• Latest
  • Trending

ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା

Oct-13-2024 06:03 AM IST
odisha.newsroom.in

ସାବଧାନ ! ପୁରୁଣା ଆଣ୍ଡ୍ରଏଡ୍ ଫୋନରେ ବନ୍ଦ ହୋଇଯିବ WhatsApp: ଆପଣଙ୍କ ମୋବାଇଲ୍ ଏହି ତାଲିକାରେ ଅଛି କି ?

Apr-28-2026 05:54 PM IST
odisha.newsroom.in

କର୍ମୀଙ୍କ ସନ୍ଦେହ ଦୂର କଲେ ଭକ୍ତ…ବିଜେଡି ସହ ମେଣ୍ଟ ନେଇ ଏମିତି କହିଲେ…

Apr-28-2026 05:31 PM IST
odisha.newsroom.in

ମେ ୧ରୁ ବଦଳିବ LPG ବୁକିଂ ନିୟମ: ବିନା OTP ରେ ମିଳିବନି ଗ୍ୟାସ…

Apr-28-2026 04:29 PM IST
odisha.newsroom.in

ନିଦ ହଜାଇଲା ‘ମିଥୋସ’…ନିମିଷକେ ହାକ ହୋଇଯିବ ଆକାଉଣ୍ଟ… ଉଡ଼ିଯିବ କୋଟି କୋଟି ଟଙ୍କା…

Apr-28-2026 03:54 PM IST
odisha.newsroom.in

ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଭଉଣୀର କଙ୍କାଳ ଧରି ବ୍ୟାଙ୍କରେ ପହଞ୍ଚିଲେ ଭାଇ…ସାରା ଦେଶରେ ଚାଞ୍ଚଲ୍ୟ

Apr-28-2026 01:13 PM IST
odisha.newsroom.in

ଆପଣ ତରଭୁଜ ଖାଉଛନ୍ତି କି…ସାବଧାନ…୪ ଜଣଙ୍କ ମୃତ୍ୟୁ ପରେ ଡାକ୍ତର ଦେଲେ ସ୍ପଷ୍ଟୀକରଣ…

Apr-28-2026 12:01 PM IST
odisha.newsroom.in

ବଢ଼ିଲା ଟ୍ରମ୍ପଙ୍କ ମୁଣ୍ଡବିନ୍ଧା…ପରଦା ପଛରେ ରହି ଗୋଟି ଚଳାଉଛନ୍ତି ପୁଟିନ

Apr-28-2026 11:30 AM IST
odisha.newsroom.in

ରଙ୍ଗମଞ୍ଚରେ ବୁଲିଲା ସତସତିକା ଠେଙ୍ଗା…ଦଳାଚକଟାରେ ବହୁ ଆହତ

Apr-28-2026 10:42 AM IST
Horoscope 2026 April 28: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 April 28: ଜାଣନ୍ତୁ ଆଜିର ରାଶିଫଳ…

Apr-28-2026 10:24 AM IST
odisha.newsroom.in

ବ୍ୟାଟ୍‌ରେ ‘AI Chip’: ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ପଛରେ ରହିଛି ସାଂଘାତିକ ଜ୍ଞାନକୌଶଳ

Apr-27-2026 05:55 PM IST
  • About
  • Careers
  • Contact Us
Wednesday, April 29, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଅପରାଧ

ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା

by M M
Oct-13-2024 06:03 AM IST
in ଅପରାଧ, ଦେଶ ବିଦେଶ
0
491
SHARES
1.4k
VIEWS
Share on FacebookShare on Twitter

ମହାରାଷ୍ଟ୍ର ରାଜନୀତିରେ ଦୀର୍ଘ ବର୍ଷ ହେଲା ତାଙ୍କର ପତିଆରା ଥିଲା । ତେବେ ତାଙ୍କୁ ଦାଉଦ ଗୋଷ୍ଠୀଙ୍କଠାରୁ ଧମକ ମିଳିଥିଲା । ସରକାରଙ୍କ ପକ୍ଷରୁ ଓ୍ବାଇ କାଟାଗୋରୀ ସୁରକ୍ଷା ଦିଆଯାଇଥିଲା । ତେବେ କାଲି  ରାତିରେ ଅଫିସରୁ ଫେରୁଥିବା ବେଳେ  ଅପରାଧୀଙ୍କ ଗୁଳିମାଡରେ ଏନସିପି ଅଜିତ ପାୱାର ଦଳର ବରିଷ୍ଠ ନେତା ବାବା ସିଦ୍ଦିକିଙ୍କ ମୃତ୍ୟୁ ହୋଇଯାଇଛି | ପୋଲିସ ତିନି ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

ପୋଲିସ ସୂଚନା ଅନୁସାରେ ବାବା ସିଦ୍ଦିକିଙ୍କୁ ଦେହରେ ତିନିଟି ଗୁଳି ବାଜିଥିଲା | ଗୁଳିମାଡ ପରେ ବାବା ପଡିଯାଇଥିଲେ ଆଉ ତୁରନ୍ତ ତାଙ୍କୁ ମୁମ୍ବାଇର ଲୀଲାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ହସପିଟାଲ ଯିବା ପୂର୍ବରୁ ତାଙ୍କର ହୃତସ୍ପନ୍ଦନ ବନ୍ଦ ହୋଇଥିବା ଡାକ୍ତର କହିଥିଲେ । ତିନି ଜଣ ଅପରାଧି ଗୋଟିଏ କାରରେ ଆସି ଗୁଳି କରିଥିଲେ । ଦୁଇ ଜଣ ଗିରଫ ହୋଇଥିବା ପୋଲିସ କହିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ ।

ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକିଙ୍କ କାର୍ଯ୍ୟାଳୟ ବାନ୍ଦ୍ରା ଖେରୱାଡି ଛକ ନିକଟରେ ତାଙ୍କ ଉପରକୁ ଗୁଳି ଚଳାଯାଇଥିଲା |  ଅଫିସରୁ ସେ ଏବଂ ତାଙ୍କ ପୁଅ ଆସୁଥିଲେ । ଏକ ଫୋନ ଆସିବା ପରେ ବାବାଙ୍କ ପୁଅ ଅଫିସ ଫେରିଯାଇଥିଲେ । ବାବା ସିଦ୍ଦିକ କାର ବାହାରେ ଠିଆ ହୋଇଥିବା ବେଳେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା  ଆଉ ତାଙ୍କର ମୃତ୍ୟୁ ଘଟିଛି | ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ମାମଲାରେ ଦୁଇ ଜଣ ସୁଟରଙ୍କୁ ଗିରଫ କରାଯାଇଛି। ସୁଟରମାନେ ସିଦ୍ଦିକିଙ୍କ ଉପରକୁ ୬ ରାଉଣ୍ଡ ଗୁଳି ଚଳାଇଥିଲେ ଯେଉଁଥିରୁ ତିନିଟି ଗୁଳି ତାଙ୍କ ଦେହରେ ବାଜିଥିଲା |ହସପିଟାଲରେ ମୁଖ୍ୟମନ୍ତ୍ରୀ ସିନ୍ଦେ ପହଁଚିଥିଲେ । ଅନେକ ବରିଷ୍ଠ ନେତାଙ୍କ ସହ ଅଭିନେତା ହସପିଟାଲରେ ରାତିରେ ପହଁଚିଥିଲେ । ବାବା ସିଦ୍ଦିକିଙ୍କ ମୃତ୍ୟୁ ଖବର ପାଇବା ପରେ ବଲିଉଡ ଅଭିନେତା ସଲମାନ ଖାନ ମଧ୍ୟ ଲୀଲାବତୀ ଡାକ୍ତରଖାନାରେ ପହଞ୍ଚିଥିଲେ।

Tags: Baba SiddiqueNCP leadersuspects arrested
Share196Tweet123
M M

M M

ଆଜିର ପାଗ

Bhubaneswar
April 29, 2026, 7:39 AM
 

SSW
Thunderstorm
29°C
3.5 m/s
Apparent: 31°C
Pressure: 1004 mb
Humidity: 81%
Winds: 3.5 m/s SSW
Windgusts: 14.8 m/s
UV-Index: 0
Precip.: 0mm /4% / Rain
Sunrise: 5:18 AM
Sunset: 6:09 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom