• Latest
  • Trending
ଆଜିଠୁ ଆଧାର ରେ  ବଡ଼ ଧରଣର ଅପଡେଟ୍: ଜାଣନ୍ତୁ କଣ ରହିଛି ନୂଆ ନିୟମ ?

ଆଜିଠୁ ଆଧାର ରେ ବଡ଼ ଧରଣର ଅପଡେଟ୍: ଜାଣନ୍ତୁ କଣ ରହିଛି ନୂଆ ନିୟମ ?

Nov-01-2025 04:02 PM IST
ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

Feb-02-2026 07:41 PM IST
ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

Feb-02-2026 07:36 PM IST
ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

Feb-02-2026 07:06 PM IST
ରାଜଧାନୀରେ କିନ୍ନରଙ୍କୁ ଵୀଭତ୍ସ ହତ୍ୟା

ରାଜଧାନୀରେ କିନ୍ନରଙ୍କୁ ଵୀଭତ୍ସ ହତ୍ୟା

Feb-02-2026 07:03 PM IST
କେନ୍ଦ୍ର ବଜେଟ, ରବି ଦାସଙ୍କ ନଜର, ଆମଆଦମୀଙ୍କୁ କାହିଁକି ସନ୍ତୁଷ୍ଟ କଲାନି ଏଥର ବଜେଟ ?

କେନ୍ଦ୍ର ବଜେଟ, ରବି ଦାସଙ୍କ ନଜର, ଆମଆଦମୀଙ୍କୁ କାହିଁକି ସନ୍ତୁଷ୍ଟ କଲାନି ଏଥର ବଜେଟ ?

Feb-02-2026 07:00 PM IST
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

Feb-01-2026 06:32 PM IST
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

Feb-01-2026 06:29 PM IST
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

Feb-01-2026 06:26 PM IST
କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

Feb-01-2026 06:22 PM IST
ବଜେଟ ପରେ ସୁନା ବଢ଼ିଲା ନା କମିଲା ?

ବଜେଟ ପରେ ସୁନା ବଢ଼ିଲା ନା କମିଲା ?

Feb-01-2026 06:18 PM IST
  • About
  • Careers
  • Contact Us
Tuesday, February 3, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଆଜିଠୁ ଆଧାର ରେ ବଡ଼ ଧରଣର ଅପଡେଟ୍: ଜାଣନ୍ତୁ କଣ ରହିଛି ନୂଆ ନିୟମ ?

by M M
Nov-01-2025 04:02 PM IST
in ବଡ଼ ଖବର
0
ଆଜିଠୁ ଆଧାର ରେ  ବଡ଼ ଧରଣର ଅପଡେଟ୍: ଜାଣନ୍ତୁ କଣ ରହିଛି ନୂଆ ନିୟମ ?
492
SHARES
1.4k
VIEWS
Share on FacebookShare on Twitter

ଆପଣ ଆଧାର ଅପଡେଟ୍ କରିବାକୁ ଚାହୁଁଛନ୍ତି କି?  ତେବେ ଆଉ ଅପେକ୍ଷା କାହିଁକି , ଘରେ ବସି ମୋବାଇଲରେ ଆପଣ ଅନେକ ସୂଚନା ଅପଡେଟ କରିପାରିବେ । ଆଧାର ଅପଡେଟ୍ କରିବାରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଜିଠୁ କରାଯାଉଛି। ଯାହା ଦ୍ୱାରା ଆଧାର ଅପଡେଟ୍ ପ୍ରକ୍ରିୟା ସହଜ ଓ ଅଧିକ ସୁରକ୍ଷିତ ହୋଇପାରିବ ବୋଲି କୁହାଯାଉଛି ।

ଆଧାରରେ ଏବେ ନାମ, ଠିକଣା, ଜନ୍ମ ତାରିଖ ଏବଂ ମୋବାଇଲ୍ ନମ୍ବର ଭଳି ଡେମୋଗ୍ରାଫିକ୍ ସୂଚନାଗୁଡ଼ିକୁ ପରିବର୍ତ୍ତନ କରିବା ସହଜ କରାଯାଇଛି । ଏଥିପାଇଁ ଆଉ ଆଧାର ସେବା କେନ୍ଦ୍ରକୁ (Aadhaar Seva Kendra) ଯିବାକୁ ପଡ଼ିବ ନାହିଁ ।  myAadhaar’ ପୋର୍ଟାଲ୍  ମାଧ୍ୟମରେ ଅନଲାଇନରେ ଆପଣ ଏସବୁ ଅପଡେଟ୍ କରିପାରିବେ। ଏଥିପାଇଁ ଆଧାର ସହିତ ସଂଯୁକ୍ତ ମୋବାଇଲ୍ ନମ୍ବର ସକ୍ରିୟ ରହିଥିବା ଆବଶ୍ୟକ। Automated Verificationରେ ଆସୁଥିବା କୋଡ୍  ଅପଡେଟ୍ କରି ଏହି ପରିବର୍ତ୍ତନ କରାଯାଇପାରିବ । କେବଳ ବାୟୋମେଟ୍ରିକ୍ ଅପଡେଟ୍ ପାଇଁ ଆଧାର କେନ୍ଦ୍ର ଯିବା ଆବଶ୍ୟକ । ଯେଉଁଠି ଫିଙ୍ଗରପ୍ରିଣ୍ଟ୍, ଆଇରିସ୍ କିମ୍ବା ଫଟୋଗ୍ରାଫ୍ ଭଳି ବାୟୋମେଟ୍ରିକ୍ ଅପଡେଟ୍ ପାଇଁ ସୁବିଧା ରହିଛି ।

କେତେ ଟଙ୍କା ଦେବାକୁ ପଡ଼ିବ

ଆପଣ ଯଦି ବାୟୋମେଟ୍ରିକ୍ ଅପଡେଟ୍ (Biometric Update) କରିବାକୁ ଚାହୁଁଛନ୍ତି ତେବେ  ₹125 ଟଙ୍କା ଯେକୈାଣସି ୟୁପିଆଇ ମାଧ୍ୟମରେ ଦେବାକୁ ପଡ଼ିବ । ଡେମୋଗ୍ରାଫିକ୍ ଅପଡେଟ୍ (Demographic Update) ପାଇଁ  ₹75 ଟଙ୍କା ଦେବାକୁ ପଡ଼ିବ । ଡକ୍ୟୁମେଣ୍ଟ୍ ଅପଡେଟ୍ (Document Update) ପାଇଁ ମାଇଁ ଆଧାର ପୋର୍ଟାଲରେ (myAadhaar ) ଏକ ନିର୍ଦ୍ଦିଷ୍ଟ ତାରିଖ ପର୍ଯ୍ୟନ୍ତ ମାଗଣା କରିପାରିବେ ।

PAN ଲିଙ୍କିଂ PAN (Permanent Account Number) ସହିତ ଆଧାରକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସଂଯୋଗ କରିବା ଉପରେ ଟଙ୍କା ଦେବାକୁ ପଡ଼ିବ ନାହିଁ ।

କେତେ ସୁରକ୍ଷିତ ଆପଣଙ୍କ ତଥ୍ୟ?

ଏବେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI), ବ୍ଲକ୍‌ଚେନ୍ (Blockchain), କ୍ୱାଣ୍ଟମ୍ କମ୍ପ୍ୟୁଟିଂ (Quantum Computing), ଏବଂ ଉନ୍ନତ ଏନକ୍ରିପ୍ସନ୍ (Advanced Encryption) ଭଳି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରି ଆଧାରକୁ ଅଧିକ ସୁରକ୍ଷିତ ରଖାଯାଇଛି । ଯାହା ଫଳରେ ସାଇବର ସୁରକ୍ଷା ବିପଦରୁ ରକ୍ଷା କରିହେବ ।

Share197Tweet123
M M

M M

ଆଜିର ପାଗ

Bhubaneswar
February 3, 2026, 7:24 AM
 
NNW
Fog
16°C
0.9 m/s
Apparent: 19°C
Pressure: 1019 mb
Humidity: 98%
Winds: 0.9 m/s NNW
Windgusts: 5.7 m/s
UV-Index: 0.45
Precip.: 0mm /0% / Rain
Sunrise: 6:21 AM
Sunset: 5:38 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

February 2, 2026
ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

February 2, 2026
ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

February 2, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom