• Latest
  • Trending
ଟସ ଜିତିଲା ଅଷ୍ଟ୍ରେଲିଆ : ବ୍ୟାଟିଂ କରିବ ଭାରତ

ଟସ ଜିତିଲା ଅଷ୍ଟ୍ରେଲିଆ : ବ୍ୟାଟିଂ କରିବ ଭାରତ

Oct-29-2025 01:50 PM IST
ବ୍ରେକ୍ ଅପ୍ ପାଇଁ କର୍ମଚାରୀ ମାଗିଲେ ଲମ୍ବା ଛୁଟି, ମାଲିକ କହିଲେ ଏମିତି   

ବ୍ରେକ୍ ଅପ୍ ପାଇଁ କର୍ମଚାରୀ ମାଗିଲେ ଲମ୍ବା ଛୁଟି, ମାଲିକ କହିଲେ ଏମିତି   

Oct-29-2025 03:45 PM IST
ବାତ୍ୟା ପରେ କ୍ଷତି ଆକଳନ ,୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ ହେବ

ବାତ୍ୟା ପରେ କ୍ଷତି ଆକଳନ ,୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ ହେବ

Oct-29-2025 03:09 PM IST
ପୁଲିସ ଏସ୍‌ଆଇ ସ୍କାମ : ଗିରଫ ହୋଇଥିବା ୧୧୪ଜଣଙ୍କୁ ମିଳିଲା ଜାମିନ୍

ପୁଲିସ ଏସ୍‌ଆଇ ସ୍କାମ : ଗିରଫ ହୋଇଥିବା ୧୧୪ଜଣଙ୍କୁ ମିଳିଲା ଜାମିନ୍

Oct-29-2025 02:26 PM IST
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ରାଫେଲ୍ ଫାଇଟର୍ ଜେଟ୍‌ରେ ଉଡିଲେ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଫେଲ୍ ଫାଇଟର୍ ଜେଟ୍‌ରେ ଉଡିଲେ

Oct-29-2025 12:53 PM IST
ଗଂଜାମରେ ବର୍ଷା ଆଶଙ୍କା

ଗଂଜାମରେ ବର୍ଷା ଆଶଙ୍କା

Oct-29-2025 10:08 AM IST
ଆନ୍ଧ୍ର-ଓଡ଼ିଶା ଯୋଗାଯୋଗ ବିଚ୍ଛିନ୍ନ

ଆନ୍ଧ୍ର-ଓଡ଼ିଶା ଯୋଗାଯୋଗ ବିଚ୍ଛିନ୍ନ

Oct-29-2025 09:52 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Oct-29-2025 09:36 AM IST
ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

Oct-28-2025 07:47 PM IST
ବାତ୍ୟା ‘ମୋନ୍ଥା’କୁ ନେଇ ସତର୍କ ରହିବାକୁ ଅନୁରୋଧ କଲେ ନବୀନ ପଟ୍ଟନାୟକ

ବାତ୍ୟା ‘ମୋନ୍ଥା’କୁ ନେଇ ସତର୍କ ରହିବାକୁ ଅନୁରୋଧ କଲେ ନବୀନ ପଟ୍ଟନାୟକ

Oct-28-2025 01:21 PM IST
ନୂଆପଡ଼ାର ଉନ୍ନତି ମୋର ଏକମାତ୍ର ସଂକଳ୍ପ : ସ୍ନେହାଙ୍ଗିନୀ

ନୂଆପଡ଼ାର ଉନ୍ନତି ମୋର ଏକମାତ୍ର ସଂକଳ୍ପ : ସ୍ନେହାଙ୍ଗିନୀ

Oct-28-2025 11:59 AM IST
  • About
  • Careers
  • Contact Us
Wednesday, October 29, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଖେଳ

ଟସ ଜିତିଲା ଅଷ୍ଟ୍ରେଲିଆ : ବ୍ୟାଟିଂ କରିବ ଭାରତ

by M M
Oct-29-2025 01:50 PM IST
in ଖେଳ
0
ଟସ ଜିତିଲା ଅଷ୍ଟ୍ରେଲିଆ : ବ୍ୟାଟିଂ କରିବ ଭାରତ
491
SHARES
1.4k
VIEWS
Share on FacebookShare on Twitter

ଅଷ୍ଟ୍ରେଲିଆ ସହ ଭାରତୀୟ କ୍ରିକେଟ୍ ଦଳ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚରେ ଟସ ହାରି ବ୍ୟାଟିଂ କରିବ ।  ଦୁଇ ଦଳ ମଧ୍ୟରେ ଖେଳାଯିବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲା  କାନ‌ବେରାର ମାନୁକା ଓଭାଲରେ ଖେଳାଯାଉଛି । ଭାରତୀୟ ଦଳରେ ଆଜି  ଅଭିଷେକ ଶର୍ମା, ଶୁଭମନ ଗିଲ୍, ସୂର୍ଯ୍ୟକୁମାର ଯାଦବ୍ (ଅଧିନାୟକ), ତିଲକ ବର୍ମା, ସଞ୍ଜୁ ସାମ୍‌ସନ୍ (ଉଇକେଟ୍‌କିପର୍), ଶିବମ ଦୁବେ, ଅକ୍ଷର ପଟେଲ୍, ହର୍ଷିତ ରାଣା, କୁଲଦୀପ ଯାଦବ୍, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମରାହ୍ ଖେଳୁଛନ୍ତି ।

ସୂର୍ଯ୍ୟକୁମାର ଯାଦବଙ୍କ ଯୁବ ବାହିନୀ ଏହି ଶୃଙ୍ଖଳା ଲାଗି ମଧ୍ୟ ପୂରା ପ୍ରସ୍ତୁତ ରହିଛି। ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତି ଦିନିକିଆ ଶୃଙ୍ଖଳା ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ଅଛି। ସୂର୍ଯ୍ୟକୁମାରଙ୍କ ବ୍ୟକ୍ତିଗତ ଫର୍ମ ଭଲ ନାହିଁ । ବର୍ଷେ ହେଲା ସୂର୍ଯ୍ୟ ଅର୍ଧଶତକ କରିନାହାଁନ୍ତି । ଅଭିଷେକ ଶର୍ମା, ତିଳକ ବର୍ମା, ସଞ୍ଜୁ ସାମସନ, ଶିବମ ଦୁବେଙ୍କ ଭଳି ଖେଳାଳିଙ୍କ ପାଇଁ ଭାରତର ଆତ୍ମବିଶ୍ବାସ ଢେର୍‌ ଉଚ୍ଚରେ ରହିଛି। ଅଭିଜ୍ଞ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍‌ରାଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ଭାରତକୁ ଅତିରିକ୍ତ ମନୋବଳ ଯୋଗାଇଛି। ଦିନିକିଆରେ ଦୁର୍ବଳ ଖେଳିଥିବା ଉପଅଧିନାୟକ ଶୁବମନ୍ ଗିଲ୍ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଏହାର ଭରଣା କରିବାକୁ ଆଶା ରଖିଛନ୍ତି। ମାନୁକା ଓଭାଲ ପିଚ୍ କିନ୍ତୁ ନିଶ୍ଚିତ ଭାବେ ଭାରତୀୟ ଯୁବ ଖେଳାଳିଙ୍କୁ ପରୀକ୍ଷାରେ ପକାଇବ, ସେଥିରେ ଆଦୌ ସନ୍ଦେହ ନାହିଁ। ତେବେ ବିସ୍ଫୋରକ ଅଭିଷେକ ଏବଂ ନିର୍ଭରଯୋଗ୍ୟ ତିଳକଙ୍କ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିସାରିଥିବା କହି କଙ୍ଗାରୁ ଦଳ ସେମାନଙ୍କ ଉପରେ ମନସ୍ତାତ୍ତ୍ବିକ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରିଛି।

ଭାରତ ଓ ଶ୍ରୀଲଙ୍କାରେ ଆସନ୍ତାବର୍ଷ ଆୟୋଜିତ ହେଉଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ପ୍ରସ୍ତୁତି ଦୃଷ୍ଟିରୁ ଏହି ଶୃଙ୍ଖଳାର ଢେର ମହତ୍ତ୍ବ ରହିଥିବାରୁ ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ଏହାକୁ ଅତ୍ୟନ୍ତ ଗୁରୁତ୍ବ ଦେଉଛନ୍ତି। ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାର ଏକନମ୍ବର ସ୍ଥାନରେ ଥିବା ଭାରତ ଏବଂ ଦୁଇ ନମ୍ବରରେ ଥିବା ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଏହି ଲମ୍ବା ଲଢ଼େଇକୁ ନେଇ ଦୁଇ ଦେଶର କ୍ରିକେଟ୍‌ପ୍ରେମୀ ବେଶ୍ ଉତ୍ସାହିତ ରହିଛନ୍ତି।

‘‘ମୁଁ ମାନସିକ ଓ ଶାରିରୀକ ସ୍ତରରେ ବେଶ୍ ସତେଜ ରହିଛି। ଏହି ଶୃଙ୍ଖଳାରେ ଫର୍ମକୁ ଫେରିବାର ଆଶା ଅଛି। ଆମ ପାଖରେ ବିକଳ୍ପର ଅଭାବ ନାହିଁ। ଏଣୁ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବୁ’’ ବୋଲି ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ସୂର୍ଯ୍ୟକୁମାର କହିଛନ୍ତି।

 

Share196Tweet123
M M

M M

ଆଜିର ପାଗ

Bhubaneswar
October 29, 2025, 4:48 PM
 

SE
Slight rain showers
26°C
1.8 m/s
Apparent: 30°C
Pressure: 1009 mb
Humidity: 97%
Winds: 1.8 m/s SE
Windgusts: 8.6 m/s
UV-Index: 0
Precip.: 22.9mm /95% / Rain
Sunrise: 5:46 AM
Sunset: 5:13 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ବ୍ରେକ୍ ଅପ୍ ପାଇଁ କର୍ମଚାରୀ ମାଗିଲେ ଲମ୍ବା ଛୁଟି, ମାଲିକ କହିଲେ ଏମିତି   

ବ୍ରେକ୍ ଅପ୍ ପାଇଁ କର୍ମଚାରୀ ମାଗିଲେ ଲମ୍ବା ଛୁଟି, ମାଲିକ କହିଲେ ଏମିତି   

October 29, 2025
ବାତ୍ୟା ପରେ କ୍ଷତି ଆକଳନ ,୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ ହେବ

ବାତ୍ୟା ପରେ କ୍ଷତି ଆକଳନ ,୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ ହେବ

October 29, 2025
ପୁଲିସ ଏସ୍‌ଆଇ ସ୍କାମ : ଗିରଫ ହୋଇଥିବା ୧୧୪ଜଣଙ୍କୁ ମିଳିଲା ଜାମିନ୍

ପୁଲିସ ଏସ୍‌ଆଇ ସ୍କାମ : ଗିରଫ ହୋଇଥିବା ୧୧୪ଜଣଙ୍କୁ ମିଳିଲା ଜାମିନ୍

October 29, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom