• Latest
  • Trending
ପୁଣି ୭ ମାଓବାଦୀ ନିପାତ, ଆତ୍ମସମର୍ପଣ ପାଇଁ ଭୂପତି କଲେ ଅପିଲ୍

ପୁଣି ୭ ମାଓବାଦୀ ନିପାତ, ଆତ୍ମସମର୍ପଣ ପାଇଁ ଭୂପତି କଲେ ଅପିଲ୍

Nov-19-2025 04:27 PM IST
odisha.newsroom.in

ଓଡିଶାକୁ ଝଡ଼ବର୍ଷା ଚେତାବନୀ, ୭ ଦିନ ଯାଏଁ ଏହି ଜିଲ୍ଲାରେ ଛେଚିବ

Mar-28-2026 06:17 PM IST
odisha.newsroom.in

ଆପଣଙ୍କ ଘରେ ଟିକେ ଟିକେ କଥାରେ ଝଗଡ଼ା ହେଉଛି କି, ମାନନ୍ତୁ ଏହି ବାସ୍ତୁ ନିୟମ…

Mar-28-2026 05:54 PM IST
ଇରାନକୁ ମିଳିଲା ରୁଷିଆର ‘ବ୍ରହ୍ମାସ୍ତ୍ର’ 

ଇରାନକୁ ମିଳିଲା ରୁଷିଆର ‘ବ୍ରହ୍ମାସ୍ତ୍ର’ 

Mar-28-2026 04:26 PM IST
ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ସବୁ କହିଦେଲେ…

ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ସବୁ କହିଦେଲେ…

Mar-28-2026 04:23 PM IST
odisha.newsroom.in

ଯୁଦ୍ଧ ପ୍ରଭାବିତ ଅଂଚଳରେ ବିମାନ ଉଡ଼ାଇବାକୁ ମନା କରୁଛନ୍ତି ପାଇଲଟ

Mar-28-2026 04:07 PM IST
odisha.newsroom.in

ବୁକିଂର ମାସେ ପରେ ବି ଭୁବନେଶ୍ୱରରେ ମିଳୁନି ଗ୍ୟାସ, ଠେଲା ଦୋକାନ ବନ୍ଦ…ବିଭିନ୍ନ ସ୍ଥାନରେ ହଂଗାମା, ରାସ୍ତାରୋକ

Mar-28-2026 03:02 PM IST
odisha.newsroom.in

କାମ କଲାନି ଇଂଜିନ, ଦିଲ୍ଲୀ ଏୟାରପୋର୍ଟରେ ଇଣ୍ଡିଗୋର ଜରୁରୀ ଅବତରଣ

Mar-28-2026 12:34 PM IST
odisha.newsroom.in

ସମଦୂରତା ଫର୍ମୁଲାକୁ ବାଏ..ବାଏ, କମୁଛି କଂଗ୍ରେସ-ବିଜେଡି ଦୂରତା

Mar-28-2026 12:13 PM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-28-2026 12:06 PM IST
odisha.newsroom.in

ଗ୍ୟାସ ମିଳୁନି, ଗାଁକୁ ଫେରୁଥିବା ଶହ ଶହ ଓଡ଼ିଆ ଶ୍ରମିକ କରିବେ କଣ ?

Mar-28-2026 11:34 AM IST
  • About
  • Careers
  • Contact Us
Sunday, March 29, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ପୁଣି ୭ ମାଓବାଦୀ ନିପାତ, ଆତ୍ମସମର୍ପଣ ପାଇଁ ଭୂପତି କଲେ ଅପିଲ୍

by M M
Nov-19-2025 04:27 PM IST
in ବଡ଼ ଖବର
0
ପୁଣି ୭ ମାଓବାଦୀ ନିପାତ, ଆତ୍ମସମର୍ପଣ ପାଇଁ ଭୂପତି କଲେ ଅପିଲ୍
491
SHARES
1.4k
VIEWS
Share on FacebookShare on Twitter

ମାଓ ସଙ୍ଗଠନର ଅନେକ ବଡ ବଡ ନେତା ଏବେ ସୁରକ୍ଷା କର୍ମୀଙ୍କ ହାତରେ ନିପାତ ହୋଇଛନ୍ତି । ଅନେକ ମାଓନେତା ସଙ୍ଗଠନ ଛାଡିବାରେ ଲାଗିଛନ୍ତି । ଏହାରି ଭିତରେ ଏକ ଭିଡ଼ିଓ ଜାରି କରି ମାଓବାଦୀମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ଅପିଲ୍‌ କରିଛନ୍ତି ଟପ୍‌ ମାଓନେତା ଭୂପତି । ଦେଢ ମାସ ତଳେ ଗଡଚିରୋଲିରେ ଆତ୍ମସମର୍ପଣ କରିଥିଲେ ସିପିଆଇ ସଂଗଠନର ଟପ୍‌ ମାଓନେତା ବେଣୁ ଗୋପାଳ ଭୂପତି । ଭିଡିଓରେ ଭୂପତି କହିଛନ୍ତି ଯେ, ଅସ୍ତ୍ର ଛାଡି ମାଓବାଦୀମାନେ ଆତ୍ମସମର୍ପଣ କରନ୍ତୁ । ଏବେ ସମୟ ବଦଳିଛି, ଦେଶ ବଦଳିଛି, ପରିସ୍ଥିତି ମଧ୍ୟ ବଦଳୁଛି । ତେଣୁ ଅସ୍ତ୍ର ଛାଡି ଲୋକଙ୍କ ପାଖକୁ ଯିବାକୁ ପଡିବ । ଭୂପତି କହିଛନ୍ତି ଯେ ପରିବର୍ତ୍ତିତ ପରିସ୍ଥିତିରେ ଅସ୍ତ୍ର ଧରି ସଂଗ୍ରାମ କରିବା ସମ୍ଭବ ନୁହେଁ । ଅସ୍ତ୍ର ପାଇଁ ଆମେ ବହୁତ କିଛି ହରାଇଛୁ, ଅନେକ କ୍ଷତି ସହିଛୁ । ସେପଟେ ଓଡ଼ିଶା ସୀମାରେ ପୁଣି ୭ଜଣ ମାଓବାଦୀ ନିପାତ ହୋଇଛନ୍ତି। ଆନ୍ଧ୍ର ପ୍ରଦେଶ ପୁଲିସ ମାଓବାଦୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ସାତ ଜଣ ମାଓବାଦୀ ନିହତ ହୋଇଛନ୍ତି। ଆନ୍ଧ୍ର ପ୍ରଦେଶ ପୁଲିସ କୃଷ୍ଣା, ଏଲୁରୁ, ଏନଟିଆର ବିଜୟୱାଡା, କାକିନାଡା ଏବଂ ଡକ୍ଟର ବିଆର ଆମ୍ବେଦକର କୋନାସୀମା ଜିଲ୍ଲାରୁ ୫୦ ଜଣ ସିପିଆଇ (ମାଓବାଦୀ) କର୍ମୀଙ୍କୁ ଗିରଫ କରିଛି, ଯାହା ସଂଗଠନର ଦକ୍ଷିଣ ବସ୍ତର ଏବଂ ଦଣ୍ଡକାରଣ୍ୟ ନେଟୱାର୍କକୁ ଏକ ବଡ଼ ଧକ୍କା ଦେଇଛି। ଆନ୍ଧ୍ର ପ୍ରଦେଶ ପୁଲିସ କହିଛି ଯେ ଅଟକ ମାଓବାଦୀଙ୍କ ମଧ୍ୟରେ ବରିଷ୍ଠ ମାଓ ନେତା, ଲଜିଷ୍ଟିକ୍ସ ବିଶେଷଜ୍ଞ, ଯୋଗାଯୋଗ କର୍ମୀ ଏବଂ ସଶସ୍ତ୍ର ପ୍ଲାଟୁନ ସଦସ୍ୟ, ଦଳୀୟ ସଦସ୍ୟ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଅନେକ ସିପିଆଇ ମାଓବାଦୀ ଦଳର କେନ୍ଦ୍ରୀୟ କମିଟି ସଦସ୍ୟ ମାଡଭି ହିଡମାଙ୍କ ସହିତ ଘନିଷ୍ଠ ଭାବରେ ଜଡିତ ଥିଲେ।

Share196Tweet123
M M

M M

ଆଜିର ପାଗ

Bhubaneswar
March 29, 2026, 11:06 AM
 

SSW
Partly cloudy
32°C
3.8 m/s
Apparent: 32°C
Pressure: 1006 mb
Humidity: 86%
Winds: 3.8 m/s SSW
Windgusts: 8.7 m/s
UV-Index: 0
Precip.: 0mm /35% / Rain
Sunrise: 5:42 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom