ବଦ୍ରିନାରାୟଣ ପାତ୍ର ପୁଣି ପାଣ୍ଡିଆନଙ୍କୁ କଲେ ଟାର୍ଗେଟ by M M Dec-29-2025 03:22 PM IST 0 ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ବଦ୍ରିନାରାୟଣ ପାତ୍ର ପୁଣିଥରେ ନିଜ ବିସ୍ଫୋରକ ମନ୍ତବ୍ୟରେ ରାଜନୀତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ନାଁ ନନେଇ ସେ ‘ପାଣ୍ଡିଆନ ଆଣ୍ଡ୍ କୋ’କୁ ଟାର୍ଗେଟ୍ କରିଛନ୍ତି। ବିଜେଡିର ନିର୍ବାଚନରେ ପରାଜୟର କାରଣ ବର୍ଣ୍ଣନା କରି ବଦ୍ରି... Read moreDetails
ଗଂଜାମରେ ବାଲି ଗାଡ଼ି ଧରିଲେ ମନ୍ତ୍ରୀ by M M Dec-29-2025 03:15 PM IST 0 ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ ନିକଟରେ ୩ ଟି ବାଲି ବୋଝେଇ ଟ୍ରାକ୍ଟରକୁ ଧରି ଦିଗପହଣ୍ଡି ପୋଲିସର ଜିମା ଦେଇଥିବା ଘଟଣା ସମ୍ପୃକ୍ତ ଅଞ୍ଚଳରେ... Read moreDetails
‘ଜାଗରଣ କନକ୍ଲେଭ’: ଭାରତୀୟ ଜ୍ଞାନ ପରମ୍ପରା ଓ ଆଧୁନିକତାର ସେତୁ by M M Dec-29-2025 03:02 PM IST 0 ଭୁବନେଶ୍ୱର : ଭାରତୀୟ ଜ୍ଞାନ ପରମ୍ପରା କେବଳ ପୁରାତନ ଶାସ୍ତ୍ରର କିଛି ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ, ଗତିଶୀଳ ଏବଂ ସର୍ବକାଳୀନ ପ୍ରାସଙ୍ଗିକ ଚିନ୍ତାଧାରା। ଏହି ମହାନ ଉଦ୍ଦେଶ୍ୟକୁ ନେଇ 'ନିଉଜ୍ ରୁମ୍' ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ... Read moreDetails
ସୁଜାତା ଯିବେ ରାଜ୍ୟସଭା, ବିଜେପି ସହ ଗୁପ୍ତ ମନ୍ତ୍ରଣା by M M Dec-28-2025 09:24 AM IST 0 ସୁଜାତା ଆର. କାର୍ତ୍ତିକେୟନଙ୍କୁ ରାଜ୍ୟସଭା ପଠାଇବା ଏବଂ ଏହାକୁ ନେଇ ଚାଲିଥିବା "ଗୁପ୍ତ ମନ୍ତ୍ରଣା" କୁ ନେଇ ଓଡ଼ିଶା ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ଏହି ପ୍ରସଙ୍ଗର କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରୁଛନ୍ତି ବରିଷ୍ଠ ସାମ୍ବାଦିକ ମନରୋଞ୍ଜନ ମିଶ୍ର... Read moreDetails
ମୋଦି ଆଡ଼ଭାନୀଙ୍କୁ କାହିଁକି ପ୍ରଶଂସା କଲେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ by M M Dec-27-2025 05:10 PM IST 0 ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ସବୁବେଳେ RSS (ଆରଏସଏସ) ର ଘୋର ସମାଲୋଚକ ଭାବେ ଜଣାଶୁଣା। କିନ୍ତୁ ହଠାତ୍ ତାଙ୍କର ଏହି ପ୍ରଶଂସା ପଛରେ କିଛି ଗୂଢ଼ କାରଣ ଓ ରାଜନୈତିକ ସଙ୍କେତ ଥାଇପାରେ ବୋଲି ଅନୁମାନ କରାଯାଉଛି ।... Read moreDetails
ଯେଉଁ ବିଦ୍ୟାଳୟରେ ଥିଲେ ଶିକ୍ଷକ, ସେହି ବିଦ୍ୟାଳୟରେ ମୁଖ୍ୟଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ by M M Dec-27-2025 03:48 PM IST 0 କେନ୍ଦୁଝର: ଯେଉଁ ବିଦ୍ୟାଳୟରେ ଥିଲେ ଶିକ୍ଷକ, ସେହି ବିଦ୍ୟାଳୟରେ ମୁଖ୍ୟଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ । ଏହି ଅନୁଭବକୁ ନେଇ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି- ''କେନ୍ଦୁଝରର ମୈଦାନକେଲସ୍ଥିତ ପ୍ରଗତି ଉଚ୍ଚ ବିଦ୍ୟାଳୟର 'ସୁବର୍ଣ୍ଣ ଜୟନ୍ତୀ ଉତ୍ସବ'ରେ ଯୋଗଦେଲି। ୫୦ ବର୍ଷର ଏହି ଗୌରବମୟ... Read moreDetails
ପିଲାମାନଙ୍କର ଏହି ବୈଜ୍ଞାନିକ ଚିନ୍ତାଧାରା ଓ ସୃଜନଶୀଳତା ପ୍ରକୃତରେ ପ୍ରଶଂସନୀୟ:ମୁଖ୍ୟମନ୍ତ୍ରୀ by M M Dec-27-2025 03:25 PM IST 0 କେନ୍ଦୁଝର: କେନ୍ଦୁଝରର ଐତିହାସିକ ଡି.ଏନ୍. ହାଇସ୍କୁଲ ପରିସରରେ ୫୨ତମ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କୋମଳମତି ଛାତ୍ରଛାତ୍ରୀମାନେ ସେମାନଙ୍କର ଅଭିନବ ବୈଜ୍ଞାନିକ ପ୍ରକଳ୍ପ... Read moreDetails
ବିଜେଡିର ପରବର୍ତ୍ତୀ ମାଷ୍ଟରଷ୍ଟ୍ରୋକ ହେବେ କି ସୁଜାତା କାର୍ତ୍ତିକେୟନ? by M M Dec-27-2025 10:16 AM IST 0 ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ "ଅମଲାତନ୍ତ୍ର" ଏବଂ "ରାଜନୀତି" ମଧ୍ୟରେ ସଂପର୍କ ନୂଆ ନୁହେଁ । ଭିକେ ପାଣ୍ଡିଆନଙ୍କ ପରେ ଏବେ ତାଙ୍କ ପତ୍ନୀ ତଥା ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନଙ୍କୁ ନେଇ ରାଜନୈତିକ ମହଲରେ କମ୍ପନ ସୃଷ୍ଟି ହୋଇଛି। ପୂର୍ବତନ... Read moreDetails
ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାରରେ ସମ୍ମାନିତ ହେଲେ ଓଡ଼ିଶାର ଜ୍ୟୋତ୍ସ୍ନା ଶବର by M M Dec-27-2025 10:07 AM IST 0 ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପିଲାମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି । ଓଡ଼ିଶାର କିଶୋରୀ ଜନଜାତୀୟ କ୍ରୀଡ଼ାବିତ୍ ଜ୍ୟୋତ୍ସ୍ନା ଶବର ଏହି ପୁରସ୍କାର ପାଇ ରାଜ୍ୟର ଗୌରବ ବଢ଼ାଇଛନ୍ତି... Read moreDetails
ଅନୁ ଗର୍ଗ: ଓଡ଼ିଶା ପ୍ରଶାସନର ନୂଆ ମଙ୍ଗୁଆଳ; ମୋହନ ସରକାରରେ ମହିଳା ଶକ୍ତିର ପ୍ରଭାବ by M M Dec-26-2025 07:56 PM IST 0 https://www.youtube.com/watch?v=V92RhFhs0mI ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଓଡ଼ିଶା ଅମଲାତନ୍ତ୍ରରେ ଏକ ବଡ଼ ସଂସ୍କାର ଆଣିବାକୁ ଯାଉଛନ୍ତି। ଅନୁଭବୀ ପ୍ରଶାସକ ଅନୁ ଗର୍ଗ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେବାକୁ ଯାଉଥିବା ସୂଚନା ମିଳିଛି। ଜଣେ ମହିଳା... Read moreDetails