ନୂଆପଡ଼ାରେ ପଦ୍ମ ଫୁଟିଲା, ଜୟ ଜିତିଲେ by M M Nov-14-2025 04:35 PM IST 0 ନୂଆପଡ଼ା ଉପନିର୍ବାଚନରେ ଭାଜପା ବାଜିମାତ୍ କରିଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆପଡ଼ା ବିଜୟକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନୂଆପଡ଼ା ବିଜୟ ଓଡ଼ିଶା ରାଜନୀତିରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ସରକାରଙ୍କ ନୀତି, ଜନକଲ୍ୟାଣ କାର୍ଯ୍ୟକ୍ରମ ପ୍ରତି ଲୋକଙ୍କ... Read moreDetails
ନୂଆପଡ଼ା ଉପନିର୍ବାଚନରେ 81% ମତଦାନ by M M Nov-12-2025 09:50 AM IST 0 ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ଭୋଟରମାନେ ବ୍ୟାପକ ଉତ୍ସାହର ସହ ଅଂଶଗ୍ରହଣ କରିଛନ୍ତି। ଆସନ ପାଇଁ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥିବା ମତଦାନ ପ୍ରକ୍ରିୟାରେ ପ୍ରାୟ 81 ପ୍ରତିଶତ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଏହି ଉଚ୍ଚ ମତଦାନକୁ ରାଜନୈତିକ ମହଲରେ... Read moreDetails
ନୂଆପଡ଼ା ଉପନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ୭୨.୩୧% ମତଦାନ by M M Nov-11-2025 06:11 PM IST 0 ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହୋଇଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ସନ୍ଧ୍ୟା ୫ଟାରେ ଶେଷ ହୋଇଛି। ମତଦାନ ପାଇଁ ନିର୍ଦ୍ଧାରିତ ସମୟ ଶେଷ ହୋଇଥିଲେ ମଧ୍ୟ କିଛି ସ୍ଥାନରେ ବୁଥ୍... Read moreDetails
ନୂଆପଡ଼ାରେ ଦିନ ୧ଟା ସୁଦ୍ଧା ୫୧.୨୬ ପ୍ରତିଶତ ମତଦାନ by M M Nov-11-2025 03:45 PM IST 0 ଆଜି ନୂଆପଡ଼ା ବିଧାନସଭା ଉପ ନିର୍ବାଚନରେ ଦିନ ୧ଟା ସୁଦ୍ଧା ୫୧.୨୬ ପ୍ରତିଶତ ମତଦାନ ହୋଇଥିବା ଜଣାଯାଇଛି।ପୂର୍ବରୁ ସକାଳ ୧୧ଟା ପର୍ଯ୍ୟନ୍ତ ୩୧.୨୫% ମତଦାନ ହୋଇଥିଲାl ସେଠାକାର ବଡ଼ ବଡ଼ ନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକମାନେ ଆସି ମତଦାନ କରୁଛନ୍ତି। ବିଜେପି... Read moreDetails
ଆଜି ନୂଆପଡ଼ା ଭାଗ୍ୟ ପରୀକ୍ଷା by M M Nov-11-2025 07:48 AM IST 0 ୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା। ନୂଆପଡ଼ା ଓ କୋମନା ବ୍ଲକ ସମେତ ନୂଆପଡ଼ା ଓ ଖରିଆର ରୋଡ଼ ଏନଏସିରେ ୩୫୮ଟି ମତଦାନ କେନ୍ଦ୍ର କରାଯାଇଛି । ସକାଳୁ ମତଦାନ ଆରମ୍ଭ ହୋଇଛି। ନୂଆପଡ଼ାରେ ବିଜେପି, ବିଜେଡ଼ି ଓ କଂଗ୍ରେସ... Read moreDetails
ଓଡ଼ିଆ ଝିଅଙ୍କୁ ଆମେରିକାରେ ନିର୍ଯ୍ୟାତନା ଅଭିଯୋଗ by M M Nov-10-2025 04:51 PM IST 0 ୨୦୧୮ରେ ଆମେରିକୀୟ ଦମ୍ପତି ପୂଜାଙ୍କୁ ପୌଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ଓଡ଼ିଶାରୁ ଯାଇଥିଲା ପୂଜା ଆମେରିକା । ସେଠାରେ କିନ୍ତୁ ତା ଭାଗ୍ୟରେ ଲେଖାଥିଲା ଯନ୍ତ୍ରଣା । ପୂଜାଙ୍କ ନୂଆ ନାଁ ହୋଇଥିଲା ସେଜଳ ଜୋନ। ଛୋଟରୁ ବଡ଼ ହେବା... Read moreDetails
ଅସୀମ ମୁନିରଙ୍କୁ ୩ ସେନାର ମୁଖ୍ୟ ଭାବେ ନିଯୁକ୍ତ by M M Nov-10-2025 01:26 PM IST 0 ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନିରଙ୍କୁ ଅଭୂତପୂର୍ବ କ୍ଷମତା ମିଳିଛି । ପାକିସ୍ତାନ ସଂସଦ ୨୭ତମ ସାମ୍ବିଧାନିକ ସଂଶୋଧନ ପାସ୍ କରିଛି ଏବଂ ଏହା ଦ୍ବାରା ସେନା ମୁଖ୍ୟ ମୁନିରଙ୍କୁ ସ୍ଥଳସେନା, ନୌସେନା ଓ ବାୟୁସେନାର ମୁଖ୍ୟ ସିଡିଏଫ ଭାବେ ନିଯୁକ୍ତ କରାଯାଇଛି। ... Read moreDetails
ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କ ପାଇଁ ସୁନାବେଡା ପଛୁଆ ହୋଇ ରହିଯାଇଛି : ମୁଖ୍ୟମନ୍ତ୍ରୀ by M M Nov-09-2025 03:13 PM IST 0 ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କ ପାଇଁ ସୁନାବେଡା ପଛୁଆ ହୋଇ ରହିଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ୨୪ ବର୍ଷ ଧରି ଶାସନରେ ଥିବା ସତ୍ୱେ ବିଜେଡି କାହିଁକି ଆଦିବାସୀବହୁଳ ସୁନାବେଡା ଅଂଚଳର ବିକାଶ କରିନଥିଲା ? ପ୍ରଶ୍ନ... Read moreDetails
ଆଜି ଶେଷ ଦିନ ପ୍ରଚାର, କାହାର ପଲା ଭାରି ? by M M Nov-09-2025 01:20 PM IST 0 ଆଜି ଶେଷ ଦିନ ପ୍ରଚାର ଥିବାରୁ ସବୁ ଦଳ ଓ ପ୍ରାର୍ଥୀମାନେ ଆଜି ଜୋରଦାର ପ୍ରଚାର କରିବେ। ଦିନ ୪ଟାରୁ ଲାଗୁ ହେବ ସାଇଲେନ୍ସ ପିରିୟଡ୍ । ମତଦାନ ପୂର୍ବର ୪୮ ଘଣ୍ଟା ପୂର୍ବ ସମୟ ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି... Read moreDetails
ନୂଆପଡ଼ାରେ ଜୋରଦାର କ୍ୟାମ୍ପେନିଂ: ଆସନ୍ତାକାଲି ସଂଧ୍ୟାରେ ସରୁଛି ପ୍ରଚାର by M M Nov-08-2025 11:24 AM IST 0 ନୂଆପଡ଼ା ବିଧାନସଭା ଉପ-ନିର୍ବାଚନ ପାଇଁ ପ୍ରଚାରର ଅନ୍ତିମ ପର୍ଯ୍ୟାୟରେ ରାଜନୈତିକ ବାତାବରଣ ସରଗରମ ହୋଇ ଉଠିଛି। ଭୋଟ୍ ଗ୍ରହଣ ପାଇଁ ମାତ୍ର ଦୁଇ ଦିନ (ଆଜି ଓ କାଲି) ବାକି ଥିବାରୁ, ସମସ୍ତ ପ୍ରମୁଖ ଦଳ ଏବଂ ପ୍ରାର୍ଥୀମାନେ ଲୋକଙ୍କ ସମର୍ଥନ... Read moreDetails