ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ by newsroom Jun-18-2025 01:42 PM IST 0 ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିକିତ୍ସା ପାଇଁ ମୁମ୍ବାଇ ଯିବେ । ‘ଏକ୍ସ’ରେ ଟୁଇଟ୍ କରି ନବୀନ ପଟ୍ଟନାୟକ କହିଛନ୍ତି, ସର୍ଭିକାଲ ଆର୍ଥ୍ରାଇଟିସ୍ ସମସ୍ୟା ନେଇ ମୋର ଚିକିତ୍ସା କରିବାକୁ ମୁମ୍ବାଇ ଯିବି । ମୁମ୍ବାଇସ୍ଥିତ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ... Read moreDetails
ଓଡିଶାର ବିକାଶ ପାଇଁ ୨୦୩୬ର ରୋଡ୍ମ୍ୟାପ୍ ଘୋଷଣା ହେବ: ମନମୋହନ ସାମଲ by newsroom Jun-18-2025 10:37 AM IST 0 ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱ କେନ୍ଦ୍ର ସରକାର ଗରିବ, ଯୁବକ, କୃଷକ ଓ ମହିଳା କେନ୍ଦ୍ରୀକ ଯୋଜନା ଆଧାରିତ ବିଭିନ୍ନ ଯୋଜନାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଛନ୍ତି । ଆନ୍ତରୀଣ ଓ ବାହ୍ୟ ସୁରକ୍ଷାରେ ଭାରତବର୍ଷ ଆଜି ସଶକ୍ତ ହୋଇଛି ।... Read moreDetails
ମରୁ ମରୁ ବଞ୍ଚିଗଲେ, ଏମିତି ଆସେ ଅନ୍ତରାତ୍ମାରୁ ନିର୍ଦ୍ଦେଶ by newsroom Jun-17-2025 01:24 PM IST 0 ଆପଣ ଭାଗ୍ୟ କୁହନ୍ତୁ । ସଂଯୋଗ କୁହନ୍ତୁ । ମା ର ଆବେଗ କୁହନ୍ତୁ । ଟ୍ରାଫିକ୍ ଜାମ କୁହନ୍ତୁ । ଶେଷ ମୁହୂର୍ତ୍ତରେ ସରି ନଥିବା କାମ କଥା କୁହନ୍ତୁ । ଯାତ୍ରାର ଅଳ୍ପ ସମୟ ପୂର୍ବରୁ ମନ ପରିବର୍ତ୍ତନ... Read moreDetails
ଓଡ଼ିଶାରେ ହଇଜା ଓ ଡାଇରିଆ ସଂକଟ: ନବୀନଙ୍କ ଆକ୍ରମଣ, ବିଜେପି ସରକାରଙ୍କୁ ଟାର୍ଗେଟ by newsroom Jun-15-2025 12:25 PM IST 0 ଭୁବନେଶ୍ୱର: ଓଡ଼ିଶାରେ ହଇଜା ଓ ଡାଇରିଆର ମହାମାରୀ ସଂକଟ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ରାଜ୍ୟରେ ପରିଚାଳିତ ବିଜେପି ସରକାରଙ୍କୁ ଏହି ସଂକଟ ନିୟନ୍ତ୍ରଣରେ ଅସମର୍ଥତା ନେଇ... Read moreDetails
ଯାଜପୁର ଜିଲ୍ଲାରେ ଡାଇରିଆ ବ୍ୟାପୁଛି by newsroom Jun-15-2025 12:19 PM IST 0 ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଧର୍ମଶାଳାରେ ପହଞ୍ଚି ରୋଗୀ ଓ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ସରକାର ଡାଇରିଆକୁ ପ୍ରତିହିତ କରିବାକୁ ପୁରାପୁରି ପ୍ରସ୍ତୁତ ଅଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମନ୍ତ୍ରୀ କହିଛନ୍ତି, କଟକ ଏସସିବିରେ... Read moreDetails
ସିଟ ନମ୍ବର 11 ଏ ବଂଚାଇପାରିବ କି ଆପଣଙ୍କ ଜୀବନ by newsroom Jun-14-2025 01:42 PM IST 0 ସିଟ ନମ୍ବର 11 ଏ । ଏୟାର ଇଣ୍ଡିଆ ଫ୍ଲାଇଟ୍ ଏ1 171 । ବୋଇଂ 787 ଡ୍ରିମ ଲାଇନର । ଦୁର୍ଘଟଣାଗ୍ରସ୍ତ ଏହି ବିମାନଟି ଅନେକ ଗୁଡ଼ିଏ ପ୍ରଶ୍ନ ତିଆରି କରୁଛି । ପ୍ରଶ୍ନ ହେଉଛି ବିମାନରେ ବଂଚିଥିବା ଏକମାତ୍ର... Read moreDetails
୧୧ ଜିଲ୍ଲାରେ ୩୮୭୮ କୋଟିର ୧୭ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଲେ ରାଜ୍ୟ ସରକାର by newsroom Jun-13-2025 01:59 PM IST 0 ୧୩ ଜୁନ ୨୦୨୫ରେ ଓଡ଼ିଶା ରାଜ୍ୟ ସରକାର ରାଜ୍ୟର ୧୧ଟି ଜିଲ୍ଲାରେ ୩୮୭୮.୮୬ କୋଟି ଟଙ୍କାର ୧୭ଟି ଶିଳ୍ପ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ମାଧ୍ୟମରେ ମଞ୍ଜୁରୀ ଦେଇଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ପ୍ଲାଷ୍ଟିକ୍, ଟେକ୍ସଟାଇଲ୍, ପର୍ଯ୍ୟଟନ, ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ପୁଞ୍ଜି... Read moreDetails
ବିଶ୍ବାସ କୁମାର ରମେଶ ବଞ୍ଚିବା ଅଲୈାକିକ ! by newsroom Jun-13-2025 01:50 PM IST 0 ବିଶ୍ବାସ କୁମାର ରମେଶ 242 ଜଣଙ୍କ ଭିତରୁ ମାତ୍ର ବଂଚିଥିବା ଜଣେ ବ୍ୟକ୍ତି । ଅହମଦାବାଦ ବୋଇଂ ବିମାନ ଦୁର୍ଘଟଣାରୁ ବଂଚିଥିବା ରମେଶ । ଏବେ ସାରା ପୃଥିବୀର ଗଣମାଧ୍ୟମରେ ଚର୍ଚା ହେଉଥିବା ବିଷୟ । ଯାହା ଟ୍ରେଣ୍ଡିଂ କରୁଛି ।... Read moreDetails
ଭୟଙ୍କର ବିମାନ ଦୁର୍ଘଟଣାରେ ବିଜୟ ରୂପାଣୀଙ୍କ ସମେତ ୨୪୧ ଜଣଙ୍କର ମୃତ୍ୟୁ by newsroom Jun-13-2025 05:13 AM IST 0 ଭୟଙ୍କର ବିମାନ ଦୁର୍ଘଟଣାରେ ବିଜୟ ରୂପାଣୀଙ୍କ ସମେତ ୨୪୧ ଜଣଙ୍କର ମୃତ୍ୟୁ କୁ ନେଇ ସାରା ଭାରତରେ ଦୁଃଖର ଲହରି ଖେଳି ଯାଇଛି । ଅହମ୍ମଦାବାଦରୁ ଲଣ୍ଡନ ଗ୍ୟାଟୱିକ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ଫ୍ଲାଇଟ AI-171, ବୋଇଂ 787-8 ଡ୍ରିମଲାଇନର... Read moreDetails
ହସ୍ପିଟାଲ୍ ଯାଇ ଆହତଙ୍କୁ ଭେଟିଲେ ମୋଦୀ by newsroom Jun-13-2025 04:55 AM IST 0 ଅହମ୍ମଦାବାଦରୁ ଲଣ୍ଡନ ଗ୍ୟାଟୱିକ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ଫ୍ଲାଇଟ AI-171, ଏକ ବୋଇଂ 787-8 ଡ୍ରିମଲାଇନର, ୧୨ ଜୁନ ୨୦୨୫ରେ ଅହମ୍ମଦାବାଦର ସରଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦିନ ୧:୩୮ରେ (IST) ଉଡ଼ାଣ ଭରିବାର କିଛି ମୁହୂର୍ତ୍ତ ମଧ୍ୟରେ... Read moreDetails