ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ‘ଗୃହ ପ୍ରବେଶ
କାହିଁକି ବାରିମୂଳ ଆଶ୍ରମକୁ ଯାଇପାରିବେନି ସାରଥୀ ?
ଆଜି ମିଳିବ ସୁଭଦ୍ରା ପଞ୍ଚମ ପର୍ଯ୍ୟାୟ ଟଙ୍କା; ସୁଭଦ୍ରାକୁ ନେଇ ବିଜେପି – ବିଜେଡି କଳି
ଦାୟିତ୍ୱ ଗ୍ରହଣ ପରେ ନୂଆ ଡିସିପି ଜଗମୋହନ ମିନାଙ୍କ ପ୍ରତିକ୍ରିୟା
ବିଜୁ ବାବୁ ଜୟନ୍ତୀ, ନବୀନ ଗଲେନି ପ୍ରସନ୍ନ ଗଲେ
 ଦିନିକିଆ କ୍ରିକେଟରୁ ଷ୍ଟିଭ୍ ସ୍ମିଥଙ୍କ ଅବସର
ବିଜୁ ବାବୁଙ୍କୁ ବିଜେପି ଅପମାନ କରିନାହିଁ !
କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ଜରୁରୀ

ମୁଖ୍ୟ ଖବର

ମୋହନ ମାଝୀ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ

ମୋହନ ମାଝୀ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହେବେ। ମୋହନ ମାଝୀ କେନ୍ଦୁଝରରୁ ବିଧାୟକ ହୋଇଛନ୍ତି। ରାଜ୍ୟରେ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ରହିବେ। ସେମାନେ ହେଲେ ପାଟଣାଗଡ଼ ବିଧାୟକ ‌କନକବର୍ଦ୍ଧନ ସିଂହଦେଓ ଓ ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ା। ବିଜେପି ବିଧାୟକ ଦଳର...

Read more

ଆଜି ମୁଖ୍ୟମନ୍ତ୍ରୀ ବାଛିବ ବିଜେପି

ଆଜି ମୁଖ୍ୟମନ୍ତ୍ରୀ ବାଛିବ ବିଜେପି

କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଏବେ ଉତ୍କଣ୍ଠା ବଢ଼ୁଛି । ବିଜେପିର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ଆଉ କିଛି ସମୟ ପରେ ହେବ  । ଏନେଇ ବୈଠକରେ ନାମ ଘୋଷଣା କରାଯିବ ।  ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀଙ୍କ ନାମକୁ...

Read more

ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ୩ ଓଡ଼ିଆ ମନ୍ତ୍ରୀଙ୍କୁ ମିଳିଲା ବଡ଼ ବିଭାଗ

ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ୩ ଓଡ଼ିଆ ମନ୍ତ୍ରୀଙ୍କୁ ମିଳିଲା ବଡ଼ ବିଭାଗ

ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ମଧ୍ୟ ମନ୍ତ୍ରଣାଳୟ ବଣ୍ଟନ କରିଛନ୍ତି । ମୋଦି କ୍ୟାବିନେଟରେ ୩ ଓଡ଼ିଆ ମନ୍ତ୍ରୀଙ୍କୁ ମିଳିଲା ବଡ଼ ବିଭାଗ । ରେଳ ସହ ସୂଚନା ପ୍ରସାରଣ...

Read more

ମୋଦୀ ସରକାରରେ ସବୁଠାରୁ ଧନୀ ମନ୍ତ୍ରୀ

ମୋଦୀ ସରକାରରେ ସବୁଠାରୁ ଧନୀ ମନ୍ତ୍ରୀ

ମୋଦୀ ସରକାରରେ ସବୁଠାରୁ ଧନୀ ମନ୍ତ୍ରୀ  ।  ଯାହାଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚା ହେଉଛି । ତାଙ୍କ ବିଷୟରେ ଆସନ୍ତୁ ଜାଣିବା । ସେ ହେଉଛନ୍ତି ଚନ୍ଦ୍ରଶେଖର ପେମସାନି  । ଗୁଣ୍ଟୁରରୁ ନବନିର୍ବାଚିତ ତେଲୁଗୁ ଦେଶମ ପାର୍ଟି (ଟିଡିପି) ସାଂସଦ...

Read more

ମୋଦୀଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ୬ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ

ମୋଦୀଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ୬ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ

ନରେନ୍ଦ୍ର ମୋଦୀଙ୍କ ନୂଆ ମନ୍ତ୍ରୀମଣ୍ଡଳ ଶପଥ ନେଇଛନ୍ତି । ନୂଆମନ୍ତ୍ରୀମଣ୍ଡଳକୁ ନେଇ ଏବେ ସବୁଠି ହେଉଛି ଆଲୋଚନା । ବିଶେଷ କରି ଏଥର ମନ୍ତ୍ରୀମଣ୍ଡଳରେ ହେଭିଓ୍ବେଟ ନେତାଙ୍କ ଭିଡ଼ ଦେଖିବାକୁ ମିଳିଛି । ୬ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି...

Read more

ପୁଣି ଆଇଏଏସ ପଦବୀକୁ ଫେରିବେ କି ପାଣ୍ଡିଆନ ?

ପୁଣି ଆଇଏଏସ ପଦବୀକୁ ଫେରିବେ କି ପାଣ୍ଡିଆନ ?

ପାଣ୍ଡିଆନଙ୍କୁ ନେଇ ଚର୍ଚା ଥମିବାର ନା ଧରୁନି । ନେତାଠୁ ଆରମ୍ଭ କରି କର୍ମୀ ପର୍ଯ୍ୟନ୍ତ ଏବେ ବିରୋଧ କରୁଛନ୍ତି ପାଣ୍ଡିଆନଙ୍କୁ । ନିର୍ବାଚନରେ ଶୋଚନୀୟ ଭାବେ ବିଜେଡିର ପରାଜୟ ପରେ ବିଧିବଦ୍ଧ ଭାବେ ରାଜନୀତିରୁ ଅବସର ଘୋଷଣା କରିଛନ୍ତି ପାଣ୍ଡିଆନ...

Read more

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଚୟନ କରିବାକୁ ବିଜେପିର ଦୁଇ ପର୍ଯ୍ୟବେକ୍ଷକ ଆସୁଛନ୍ତି ଓଡ଼ିଶା

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଚୟନ କରିବାକୁ ବିଜେପିର ଦୁଇ ପର୍ଯ୍ୟବେକ୍ଷକ ଆସୁଛନ୍ତି ଓଡ଼ିଶା

ଭୁବନେଶ୍ବର: କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ? ଏହା ଏବେ ସବୁଠୁ ବଡ଼ ପ୍ରଶ୍ନ । ସଦାବେଳେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଆଶ୍ଚର୍ଯ୍ୟ କରିଥାନ୍ତି । ଓଡ଼ିଶାରେ ସେପରି ଆଶ୍ଚର୍ଯ୍ୟ କରିପାରନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବ ...

Read more

କିଏ ସେ ରାମମୋହନ ନାଇଡୁ

କିଏ ସେ ରାମମୋହନ ନାଇଡୁ

ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ଅନେକ କ୍ୟାବିନେଟ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ କରିଥିବା ମନ୍ତ୍ରୀଙ୍କ ମଧ୍ୟରେ ଜଣେ ଯୁବ ମନ୍ତ୍ରୀ ଅଛନ୍ତି ।...

Read more

ପ୍ରଥମ ବିଜେପି ସରକାର 12 ଜୁନ୍: ଆସୁଛନ୍ତି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ହେବ କିଏ?

ପ୍ରଥମ ବିଜେପି ସରକାର 12 ଜୁନ୍: ଆସୁଛନ୍ତି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ହେବ କିଏ?

ଓଡିଶାରେ ପ୍ରଥମ ବିଜେପି ସରକାର  12 ଜୁନ୍ ରେ ଶପଥ ନେବ । ଆସୁଛନ୍ତି ପ୍ରଧାନମନ୍ତ୍ରୀ ।  ପାର୍ଟି ଏପର୍ଯ୍ୟନ୍ତ ନୂଆ ସିଏମଙ୍କ ନାମ ଘୋଷଣା କରିବାକୁ ଥିବାବେଳେ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ଆସନ୍ତା କାଲି ଜଣାପଡ଼ିବ । ବିଧାୟକ...

Read more

ସମସ୍ତ ବସଯାତ୍ରୀଙ୍କୁ ହତ୍ୟା କରିବାକୁ ଚାହିଁଥିଲେ ଆତଙ୍କବାଦୀ

ସମସ୍ତ ବସଯାତ୍ରୀଙ୍କୁ ହତ୍ୟା କରିବାକୁ ଚାହିଁଥିଲେ ଆତଙ୍କବାଦୀ

ଜମ୍ମୁ: ମୋଦିଙ୍କ ମନ୍ତ୍ରୀମଣ୍ଡଳ ଶପଥ ନେଉଥିବା ବେଳେ ଜମ୍ମୁକାଶ୍ମୀରରେ ଆତଙ୍କବାଦୀମାନେ ତୀର୍ଥଯାତ୍ରୀଙ୍କୁ ଟାର୍ଗେଟ କରି ହତ୍ୟା କରିବାକୁ ଯୋଜନା କରିଥିଲେ ।  ସମସ୍ତ ବସଯାତ୍ରୀଙ୍କୁ ହତ୍ୟା କରିବାକୁ ଚାହିଁଥିଲେ ଆତଙ୍କବାଦୀ  । ସମଗ୍ର ଦେଶକୁ ଚକିତ କରାଇ ବଡ଼ ଦୁଃଖ ଦେବାକୁ...

Read more
Page 6 of 14 1 5 6 7 14