ଆସନ୍ତାକାଲି ଦିନ ୧୦ଟାରେ ଚିକିତ୍ସା ପାଇଁ ମୁମ୍ବାଇ ବାହାରିବେ ନବୀନ
ଆୟାତୋଲ୍ଲା ଖେମିନିଙ୍କୁ ହତ୍ୟାକରିବା ପାଇଁ ଚାହୁଁଛି ଇସ୍ରାଏଲ
ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ କଂଗ୍ରେସ କରିବ ବିରୋଧ: ପୂର୍ବାହ୍ନ ୯ ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଅନଶନ
ଆସୁଛନ୍ତି ପ୍ରଧାନମନ୍ତ୍ରୀ : ସୁରକ୍ଷା ବଳୟରେ ରାଜଧାନୀ
ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ
ମରୁ ମରୁ ବଞ୍ଚିଗଲେ, ଏମିତି ଆସେ ଅନ୍ତରାତ୍ମାରୁ ନିର୍ଦ୍ଦେଶ
ଓଡ଼ିଶାରେ ହଇଜା ଓ ଡାଇରିଆ ସଂକଟ: ନବୀନଙ୍କ ଆକ୍ରମଣ, ବିଜେପି ସରକାରଙ୍କୁ ଟାର୍ଗେଟ

Uncategorized

ପ୍ରଥମ ଥର ପାଇଁ ‘କମ୍‌ ମତଦାନ ହାର ଉପରେ ସମ୍ମିଳନୀ’ ଆୟୋଜନ କଲେ ନିର୍ବାଚନ ଆୟୋଗ

ପ୍ରଥମ ଥର ପାଇଁ ‘କମ୍‌ ମତଦାନ ହାର ଉପରେ ସମ୍ମିଳନୀ’ ଆୟୋଜନ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନ ୨୦୨୪ରେ ମତଦାନ ପୂର୍ବରୁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ପୂର୍ବ ସାଧାରଣ ନିର୍ବାଚନରେ କମ୍ ମତଦାନର ଇତିହାସ ଥିବା ସଂସଦୀୟ ନିର୍ବାଚନ ମଣ୍ଡଳୀ (ପିସି)ରେ ମତଦାନ ହାର ବୃଦ୍ଧି ପାଇଁ ପ୍ରୟାସକୁ ତ୍ୱରାନ୍ୱିତ କରିଛନ୍ତି। ନୂଆଦିଲ୍ଲୀର...

Read more

ଲୋକସଭା ନିର୍ବାଚନ : ଦ୍ୱିତୀୟ ପର୍ଯ୍ୟାୟରେ ୧୨୧୦ ଜଣ ପ୍ରାର୍ଥୀ ଲଢ଼ିବେ ନିର୍ବାଚନ

ଲୋକସଭା ନିର୍ବାଚନ : ଦ୍ୱିତୀୟ ପର୍ଯ୍ୟାୟରେ  ୧୨୧୦ ଜଣ ପ୍ରାର୍ଥୀ ଲଢ଼ିବେ ନିର୍ବାଚନ

ଲୋକସଭା ନିର୍ବାଚନ ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟରେ ୧୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ୧୨୦୬ ଜଣ ପ୍ରାର୍ଥୀ ଏବଂ ବାହ୍ୟ ମଣିପୁର ସଂସଦୀୟ ନିର୍ବାଚନ ମଣ୍ଡଳୀର ୪ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ। ୨୦୨୪ ଲୋକସଭା ନିର୍ବାଚନ ୨୦୨୪ ର ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ...

Read more

ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ତର୍ଜାତୀୟ ସ୍ତରରେ ସାଉଣ୍ଟିଲେ ପ୍ରଶଂସା

ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ତର୍ଜାତୀୟ ସ୍ତରରେ ସାଉଣ୍ଟିଲେ ପ୍ରଶଂସା

ଭୁବନେଶ୍ୱର :  ବିପର୍ଯ୍ୟୟ ପରିଚାଳନା, ଖାଦ୍ଯ ନିରାପତ୍ତା, ଫାଇଭ-ଟି ପ୍ରଶାସନିକ ବ୍ଯବସ୍ଥା, ମାନବ ବିକାଶ ସୂଚୀ ଓ ମିଲେଟ ମିଶନ ନେଇ ମୁଖ୍ଯମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତିଲେ ଜାତିସଂଘ ରେସିଡେଣ୍ଟ କୋଅର୍ଡିନେଟର। ଓଡ଼ିଶା ଗସ୍ତରେ ଆସିଥିବା ଜାତିସଂଘ ରେସିଡେଣ୍ଟ କୋଅର୍ଡିନେଟର ଶୋମ୍ବି ସାର୍ପ...

Read more

,ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ମିଳିଲା ଜେଡ୍ ସୁରକ୍ଷା

,ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ମିଳିଲା ଜେଡ୍ ସୁରକ୍ଷା

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ମିଳିଲା ‘ଜେଡ’ ବର୍ଗର ସୁରକ୍ଷା। କେନ୍ଦ୍ର ଗୃହ ମନ୍ତ୍ରାଳୟର ସୂତ୍ର ଅନୁଯାୟୀ, ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ଗୁଇନ୍ଦ‌ା ରିପୋର୍ଟ ଆଧାରରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ରାଜୀବ କୁମାରଙ୍କୁ ହତ୍ୟା ଧମକ...

Read more

ମା’ କଟକ ଚଣ୍ଡୀଙ୍କ ଦର୍ଶନ କଲେ ରାଜ୍ୟପାଳ

ମା’ କଟକ ଚଣ୍ଡୀଙ୍କ ଦର୍ଶନ କଲେ ରାଜ୍ୟପାଳ

କଟକ : ରାଜ୍ୟପାଳ ରଘୁବର ଦାସ ମଙ୍ଗଳବାର ମା’ କଟକ ଚଣ୍ଡୀଙ୍କ ଦର୍ଶନ କରିଛନ୍ତି। ଚଣ୍ଡୀମନ୍ଦିରରେ ଦୀପଦାନ କରିିଛନ୍ତି। ଆଜି ନବରାତ୍ରର ପ୍ରଥମ ଦିନ ଅବସରରେ ମହାମହିମ ଶ୍ରୀ ଦାସ କଟକ ଚଣ୍ଡୀଙ୍କ ଦର୍ଶନ କରିବାର ସହିତ ଆଶୀର୍ବାଦ ନେଇଛନ୍ତି,କଟକ ଚଣ୍ଡୀଙ୍କ...

Read more

କେଜ୍ରିଓ୍ବାଲଙ୍କୁ ଝଟକା, ତାଙ୍କ ଗିରଫଦାରି ବୈଧ

କେଜ୍ରିଓ୍ବାଲଙ୍କୁ ଝଟକା, ତାଙ୍କ ଗିରଫଦାରି ବୈଧ

ଦିଲ୍ଲୀ:  ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଲାଗିଛି ଝଟକା । ଗୋଟିଏ ପଟେ  ହାଇକୋର୍ଟରୁ ତାଙ୍କୁ ଫଟକାର ଲାଗିଥିବା ବେଳେ ତାଙ୍କ ପ୍ରାଇଭେଟ ସେକ୍ରେଟାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏବେ ତାଙ୍କୁ...

Read more

କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ‘ ତିନିଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଉଦ୍ ଘାଟିତ

କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ‘ ତିନିଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଉଦ୍ ଘାଟିତ

ସଂସ୍କୃତ ବିଭାଗ ପକ୍ଷରୁ ସୋମବାର ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ 'ଆଧୁନିକ ପରିପ୍ରେକ୍ଷୀରେ ପ୍ରାଚୀନ ଭାରତୀୟ ସାହିତ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା' ଶୀର୍ଷକ ତିନିଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଉଦ୍ ଘାଟିତ ହୋଇଯାଇଛି। ୨୦୨୪ ଏପ୍ରିଲ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା...

Read more

୨୦୨୪ ସାଧାରଣ ନିର୍ବାଚନ ;ସୁବିଧା ପୋର୍ଟାଲରେ ୭୩ ହଜାରରୁ ଅଧିକ ଆବେଦନ; ୪୪,୬୦୦ରୁ ଅଧିକ ଅନୁରୋଧକୁ ଅନୁମୋଦନ

୨୦୨୪ ସାଧାରଣ ନିର୍ବାଚନ ;ସୁବିଧା ପୋର୍ଟାଲରେ ୭୩ ହଜାରରୁ ଅଧିକ ଆବେଦନ; ୪୪,୬୦୦ରୁ ଅଧିକ ଅନୁରୋଧକୁ ଅନୁମୋଦନ

ନିର୍ବାଚନ ଘୋଷଣା ଓ ଆଦର୍ଶ ଆଚରଣ ବିଧି (ଏମସିସି) କାର୍ଯ୍ୟକାରୀ ହେବାର ମାତ୍ର ୨୦ ଦିନ ମଧ୍ୟରେ ସୁବିଧା ପ୍ଲାଟଫର୍ମକୁ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ଠାରୁ ୭୩,୩୭୯ଟି ଅନୁମତି ଅନୁରୋଧ ମିଳିଛି । ଏଥିମଧ୍ୟରୁ ୪୪,୬୨୬ଟି ଅନୁରୋଧ (୬୦%)କୁ ଅନୁମୋଦନ...

Read more

ଆଇଡିୱାଇ -୨୦୨୪ର ୭୫ ଦିନିଆ କାଉଣ୍ଟଡାଉନରେ ଅଂଶଗ୍ରହଣ କରିବେ ୫୦୦୦ରୁ ଅଧିକ ଯୋଗପ୍ରେମୀ

ଆଇଡିୱାଇ -୨୦୨୪ର ୭୫ ଦିନିଆ କାଉଣ୍ଟଡାଉନରେ ଅଂଶଗ୍ରହଣ କରିବେ ୫୦୦୦ରୁ ଅଧିକ ଯୋଗପ୍ରେମୀ

ଆଇଡିୱାଇ ୨୦୨୪ର ୧୦୦ ଦିନର କାଉଣ୍ଟଡାଉନ (ଓଲଟା ଗଣନା) ର ଏହି ଯାତ୍ରାରେ ୭ ଏପ୍ରିଲ ୨୦୨୪ରେ ମହାରାଷ୍ଟ୍ରର ପୁଣେସ୍ଥିତ ୱାଡିଆ କଲେଜ ସ୍ପୋର୍ଟସ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ୭୫ତମ ଦିନର କାଉଣ୍ଟଡାଉନରେ ୫୦୦୦ରୁ ଅଧିକ ଯୋଗପ୍ରେମୀ ଅଂଶଗ୍ରହଣ କରିବେ...

Read more

କ୍ୟାନସର ରୋଗ ପାଇଁ ଭାରତର ପ୍ରଥମ ସ୍ବଦେଶୀ ଜିନ୍ଥେରାପିର ଶୁଭାରମ୍ଭ କରିଛନ୍ତି ରାଷ୍ଟ୍ରପତି

କ୍ୟାନସର ରୋଗ ପାଇଁ ଭାରତର ପ୍ରଥମ ସ୍ବଦେଶୀ ଜିନ୍ଥେରାପିର ଶୁଭାରମ୍ଭ କରିଛନ୍ତି ରାଷ୍ଟ୍ରପତି

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ଏପ୍ରିଲ ୪, ୨୦୨୪) ଆଇଆଇଟି ବମ୍ବେରେ କ୍ୟାନସର ରୋଗ ପାଇଁ ଭାରତର ପ୍ରଥମ ସ୍ବଦେଶୀ ଜିନ୍ଥେରାପିର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ଭାରତର ପ୍ରଥମ ଜିନ୍ ଥେରାପିରଶୁଭାରମ୍ଭ କ୍ୟାନସର ବିରୋଧରେ ଆମର ଲଢ଼େଇରେ ଏକ ବଡ଼ ସଫଳତା।"ସିଏଆର-ଟି ସେଲ୍ ଥେରାପି" ନାମକ ଏହି ଚିକିତ୍ସା ପଦ୍ଧତି ସୁଲଭ ଏବଂ ସହଜରେ ଉପଲବ୍ଧ ହୋଇଥିବାରୁ ଏହା ସମଗ୍ର ମାନବଜାତି ପାଇଁ ଏକ ନୂତନ ଆଶା ପ୍ରଦାନକରିଥାଏ । ଏହା ଅଗଣିତ ରୋଗୀଙ୍କୁ ନୂଆ ଜୀବନ ଦେବାରେ ସଫଳ ହେବ ବୋଲିସେ ବିଶ୍ୱାସ ପ୍ରକଟ କରିଛନ୍ତି। ରାଷ୍ଟ୍ରପତି କହିଥିଲେ ଯେ ସିଏଆର୍-ଟି ସେଲ୍ ଥେରାପି ଚିକିତ୍ସା ବିଜ୍ଞାନରେ ସବୁଠାରୁଅଭୂତପୂର୍ବ ଅଗ୍ରଗତି ବୋଲି ବିବେଚନା କରାଯାଏ । ବିକଶିତ ଦେଶମାନଙ୍କରେ ଏହାକିଛି ଦିନ ହେବ ଉପଲବ୍ଧ ହେଉଛି, କିନ୍ତୁ ଏହା ଅତ୍ୟନ୍ତ ବ୍ୟୟବହୁଳ ଏବଂ ବିଶ୍ୱରଅଧିକାଂଶ ରୋଗୀ ଏହାକୁ ଉପଲବ୍ଧ କରିବା ସମ୍ଭବ ନୁହେଁ। ଆଜି ଆରମ୍ଭ ହେଉଥିବାଥେରାପି ବିଶ୍ୱର ସବୁଠାରୁ ସୁଲଭ ସିଏଆର୍-ଟି ସେଲ୍ ଥେରାପି ବୋଲି ସେ ଖୁସିବ୍ୟକ୍ତ କରିଛନ୍ତି। ଏହା ମଧ୍ୟ 'ମେକ୍ ଇନ୍ ଇଣ୍ଡିଆ' ଅଭିଯାନର ଏକ ଉଦାହରଣ ବୋଲିସେ କହିଛନ୍ତି। 'ଆତ୍ମନିର୍ଭର ଭାରତ'ର ଏହା ଏକ ଜ୍ୱଳନ୍ତ ଉଦାହରଣ । ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ, ବମ୍ବେ ଏବଂ ଟାଟା ମେମୋରିଆଲ ହସ୍ପିଟାଲଏବଂ ଶିଳ୍ପ ଅଂଶୀଦାର ଇମ୍ୟୁନୋଆକ୍ଟ ସହଯୋଗରେ ଭାରତର ପ୍ରଥମ ସିଏଆର୍-ଟିସେଲ୍ ଥେରାପି ବିକଶିତ ହୋଇଛି ବୋଲି ରାଷ୍ଟ୍ରପତି ଆନନ୍ଦିତ ହୋଇଥିଲେ। ସେକହିଛନ୍ତି ଯେ ଏହା ଶିକ୍ଷା-ଶିଳ୍ପ ଭାଗିଦାରୀର ଏକ ପ୍ରଶଂସନୀୟ ଉଦାହରଣ, ଯାହାଆହୁରି ଅନେକ ଏହିପରି ପ୍ରୟାସକୁ ପ୍ରେରଣା ଦେବା ଉଚିତ୍ । ରାଷ୍ଟ୍ରପତି କହିଥିଲେ ଯେ ଆଇଆଇଟି ବମ୍ବେ କେବଳ ଭାରତରେ ନୁହେଁ ବରଂ ସମଗ୍ରବିଶ୍ୱରେ ପ୍ରଯୁକ୍ତି ବିଦ୍ୟା ଶିକ୍ଷାର ଏକ ମଡେଲ ଭାବରେ ପ୍ରସିଦ୍ଧ । ସିଏଆର୍-ଟି...

Read more
Page 4 of 6 1 3 4 5 6