• Latest
  • Trending
ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ପହଁଚିଲା ଛେଳିଛୁଆ, ଏମିତି କହିଲେ ଜିଲ୍ଲାପାଳ

ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ପହଁଚିଲା ଛେଳିଛୁଆ, ଏମିତି କହିଲେ ଜିଲ୍ଲାପାଳ

Oct-14-2025 01:34 PM IST

ମୋଦିଜୀଙ୍କ ନେତୃତ୍ୱ ବିଜେପିକୁ ଆଜି ବିରାଟ ବଟବୃକ୍ଷରେ ପରିଣତ କରିଛି: ଅଭିଳାଷ ପଣ୍ଡା

Dec-30-2025 06:47 PM IST
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ

Dec-30-2025 03:15 PM IST
ପୁଟିନଙ୍କ ବାସଭବନ ଉପରକୁ ୟୁକ୍ରେନ କଲା  ଲଙ୍ଗ ରେଞ୍ଜ୍ ଡ୍ରୋନ୍ ଆକ୍ରମଣ

ପୁଟିନଙ୍କ ବାସଭବନ ଉପରକୁ ୟୁକ୍ରେନ କଲା  ଲଙ୍ଗ ରେଞ୍ଜ୍ ଡ୍ରୋନ୍ ଆକ୍ରମଣ

Dec-30-2025 03:08 PM IST
ସ୍ଥାପନ ହେବ ‘ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’

ସ୍ଥାପନ ହେବ ‘ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’

Dec-29-2025 07:03 PM IST

ଚାଷୀଙ୍କ ଆୟ ଦୁଇଗୁଣା କରିବା ସରକାରଙ୍କ ଲକ୍ଷ୍ୟ

Dec-29-2025 07:00 PM IST
ବଦ୍ରିନାରାୟଣ ପାତ୍ର ପୁଣି ପାଣ୍ଡିଆନଙ୍କୁ କଲେ ଟାର୍ଗେଟ

ବଦ୍ରିନାରାୟଣ ପାତ୍ର ପୁଣି ପାଣ୍ଡିଆନଙ୍କୁ କଲେ ଟାର୍ଗେଟ

Dec-29-2025 03:22 PM IST

ଗଂଜାମରେ ବାଲି ଗାଡ଼ି ଧରିଲେ ମନ୍ତ୍ରୀ

Dec-29-2025 03:15 PM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Dec-29-2025 09:52 AM IST
‘ଜାଗରଣ କନକ୍ଲେଭ’: ଭାରତୀୟ ଜ୍ଞାନ ପରମ୍ପରା ଓ ଆଧୁନିକତାର ସେତୁ

‘ଜାଗରଣ କନକ୍ଲେଭ’: ଭାରତୀୟ ଜ୍ଞାନ ପରମ୍ପରା ଓ ଆଧୁନିକତାର ସେତୁ

Dec-29-2025 03:02 PM IST
କିମିଆ କରିଛି ‘ହେ କଳା ବାନ୍ଧବ’ ମ୍ୟୁଜିକ ଭିଡିଓ

କିମିଆ କରିଛି ‘ହେ କଳା ବାନ୍ଧବ’ ମ୍ୟୁଜିକ ଭିଡିଓ

Dec-29-2025 01:12 PM IST
  • About
  • Careers
  • Contact Us
Tuesday, December 30, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜ୍ୟ

ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ପହଁଚିଲା ଛେଳିଛୁଆ, ଏମିତି କହିଲେ ଜିଲ୍ଲାପାଳ

by M M
Oct-14-2025 01:34 PM IST
in ରାଜ୍ୟ
0
ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ପହଁଚିଲା ଛେଳିଛୁଆ, ଏମିତି କହିଲେ ଜିଲ୍ଲାପାଳ
506
SHARES
1.4k
VIEWS
Share on FacebookShare on Twitter

ଘର ଉପରେ ଯାଇଛି ବିଦ୍ୟୁତ୍ ତାର । ଛାତ ଉପର ଦେଇ ୧୧କେଭି ତାର ଯାଇଥିବାରୁ ଜୀବନ ପ୍ରତି ବିପଦ ରହିଛି । କିନ୍ତୁ ଏହି ବିପଦ ଦେଖିପାରୁନାହାଁନ୍ତି ବିଦ୍ୟୁତ୍ କାର୍ଯ୍ୟାଳୟର ଅଧିକାରୀ । ଯାହା ଫଳରେ ଦିନେ ଛାତ ଉପରକୁ ଯାଇଥିବା 4ଟି ଛେଳି ଛୁଆ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଥିଲେ । ଏଭଳି ଘଟଣାକୁ ନେଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଛେଳି ଧରି ପହଁଚିଥିଲେ ଛେଳି ମାଲିକ ବିଷ୍ଣୁଚରଣ ବେହେରା । ବିଷ୍ଣୁଙ୍କ କଥା ଶୁଣି ଏସଡିଓଙ୍କୁ ଫଟକାର ଲଗାଇଥିଲେ ଜିଲ୍ଲାପାଳ ।

ଅଭିଯୋଗ ଅନୁସାରେ ନିଆଳି ବ୍ଲକ୍‌ରେ ହୋଇଥିବା ଜିଲ୍ଲାପାଳଙ୍କ ଜନଶୁଣାଣିରେ ମାଲିକ ସହ ଅଭିଯୋଗ କରିବାକୁ ପହଞ୍ଚିଥିଲା ଛେଳିଛୁଆ । କିଛି ଦିନ ତଳେ ୧୧କେଭି ବିଦ୍ୟୁତ୍‌ ତାର ଲାଗିବାରୁ ୪ଟି ଛେଳି ମରିଯିବା ପରେ ଏବେ ଛେଳିଛୁଆଟି ଏକୁଟିଆ ହୋଇଯାଇଛି। ଏପରିକି ବିଦ୍ୟୁତ୍‌ ଆଘାତ ଲାଗି ଏହି ଛେଳିଛୁଆଟିର ଗୋଡ଼ ଭାଙ୍ଗିଯାଇଛି। ତେଣୁ ଛେଳିର ମାଲିକ ନିଆଳି ଅଠାନ୍ତରର ବିଷ୍ଣୁଚରଣ ‌ବେହେରା  ଏହାକୁ ନେଇ ଜିଲ୍ଲାପାଳଙ୍କ ଜନଶୁଣାଣିରେ ପହଞ୍ଚିଥିଲେ। ଏଭଳି ଦୃଶ୍ୟ ଦେଖି ସେଠାରେ ଥିବା ଅଧିକାରୀ ଓ ଅନ୍ୟ ଅଭିଯୋଗକାରୀ ଚକିତ ହୋଇଯାଇଥିଲେ।

ବିଷ୍ଣୁଙ୍କ କହିବା କଥା ବିଷ୍ଣୁଚରଣଙ୍କ ଛାତ ଉପର ଦେଇ ୧୧କେଭି ତାର ଯାଇଛି। ଛାତଠୁ ମାତ୍ର ୨ଫୁଟ ଉପରେ ତାର ଯାଇଥିବାରୁ ଘର ଲୋକେ ଛାତ ଉପରକୁ ଯିବାକୁ ଭୟ କରୁଛନ୍ତି। ୩ମାସ ତଳେ ଛେଳିମାନେ ଛାତ ଉପରକୁ ଚାଲିଯିବାରୁ ବିଦ୍ୟୁତ୍‌ ଆଘାତ ଲାଗି ୪ଟି ମରିଯାଇଥିଲା ବେଳେ ଗୋଟିଏ ଛେଳି ଛୁଆ ତଳକୁ ଛିଟ୍‌କି ପଡ଼ିବାରୁ ଗୋଡ଼ ଭାଙ୍ଗିଯାଇଥିଲା। ସେବେଠାରୁ ବିଦ୍ୟୁତ୍‌ କାର୍ଯ୍ୟାଳୟକୁ ଦୌଡ଼ିଦୌଡ଼ି ନୟାନ୍ତ ହେଲେଣି ପଛେ ତାର ଉଚ୍ଚା କରିବାକୁ କିମ୍ବା ହଟାଇବାକୁ କୌଣସି ବ୍ୟବସ୍ଥା କରାଯାଉନଥିବା ବିଷ୍ଣୁ ଅଭିଯୋଗ କରିଛନ୍ତି।

ଉପସ୍ଥିତ ଏସ୍‌ଡିଓଙ୍କୁ ତୁରନ୍ତ ଏହା ଉପରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲା ବେଳେ ତାଗିଦ୍‌ ମଧ୍ୟ କରିଛନ୍ତି। ‘ଛେଳି ମରି‌ଗଲେ, ଯଦି ମଣିଷଙ୍କ ଜୀବନହାନି ହୋଇଥାନ୍ତା ତାହେଲେ କେମିତି କ୍ଷତିପୂରଣ ଦେଇଥାନ୍ତେ’ ବୋଲି ଏସ୍‌ଡିଓଙ୍କୁ ପ୍ରଶ୍ନ କରିଥିଲେ ଜିଲ୍ଲାପାଳ। ଏହି ଖବର ଏବେ ଚର୍ଚାର ବିଷୟ ହୋଇଛି ।

Share202Tweet127
M M

M M

ଆଜିର ପାଗ

Bhubaneswar
December 30, 2025, 9:55 PM
 

SSE
Mainly clear
18°C
0.7 m/s
Apparent: 17°C
Pressure: 1016 mb
Humidity: 97%
Winds: 0.7 m/s SSE
Windgusts: 5.3 m/s
UV-Index: 0
Precip.: 0mm /0% / Rain
Sunrise: 6:21 AM
Sunset: 5:16 PM
© 2025 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

ମୋଦିଜୀଙ୍କ ନେତୃତ୍ୱ ବିଜେପିକୁ ଆଜି ବିରାଟ ବଟବୃକ୍ଷରେ ପରିଣତ କରିଛି: ଅଭିଳାଷ ପଣ୍ଡା

December 30, 2025
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ

December 30, 2025
ପୁଟିନଙ୍କ ବାସଭବନ ଉପରକୁ ୟୁକ୍ରେନ କଲା  ଲଙ୍ଗ ରେଞ୍ଜ୍ ଡ୍ରୋନ୍ ଆକ୍ରମଣ

ପୁଟିନଙ୍କ ବାସଭବନ ଉପରକୁ ୟୁକ୍ରେନ କଲା  ଲଙ୍ଗ ରେଞ୍ଜ୍ ଡ୍ରୋନ୍ ଆକ୍ରମଣ

December 30, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom